Browsing Category
ଅପରାଧ
୧୬ ହଜାର ଲାଞ୍ଚ ନେଉଥିଲେ ଫରେଷ୍ଟ ଗାର୍ଡ : ମାଡିବସିଲା ଭିଜିଲାନ୍ସ
ପୋଲସରା: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ପଡୁଥିବା ବେଳେ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ । ୧୬ ହଜାର ଟଙ୍କା ଲାଞ୍ଚ…
(Video) ଗାଧୁଆ ଘରୁ ଉଦ୍ଧାର ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ
ଭଦ୍ରକ: ଗାଧୁଆ ଘରୁ ଉଦ୍ଧାର ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବଜରାପୁର ପଞ୍ଚାୟତ ବଜରାପୁର ଗ୍ରାମରେ । ଗ୍ରାମର…
ଶଳାଙ୍କୁ ଟଙ୍କା ଦେଉଥିବା ଝାମ୍ପି ନେଲା ଭିଜିଲାନ୍ସ ; ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ରେଡ
ଭଦ୍ରକ:ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ଭଦ୍ରକ ଶାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ସରକାରୀ ବାସଭବନ ଓ ଅଫିସରେ ରେଡ କରାଯାଇଛି ।…
ଭିଜିଲାନ୍ସ ଜାଲରେ ସରକାରୀ ବାବୁ ; IDCO ସହକାରୀ ନିର୍ଦ୍ଦେଶକଙ୍କ ଘରେ ଚଢାଉ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ । IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡାରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି ।…
ଅବକାରୀ ନିତିରେ ଦୁର୍ନୀତି: ମଦ କାରବାର ଘୋଟାଲାରେ ସମୀର ମହେନ୍ଦ୍ରଙ୍କୁ ଗିରଫ କଲା ED
ନୂଆଦିଲ୍ଲୀ: ଅବକାରୀ ନିତିରେ ହୋଇଥିବା ଦୁର୍ନୀତି ମାମଲାରେ ପବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଏକ୍ସାଇଜ୍ ପଲିସିରେ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ଦେଶର…
XXX ୱେବ ସିରିଜ ପାଇଁ ଜେଲ ଯିବେ ଏକତା କପୁର ଏବଂ ତାଙ୍କ ମାଆ ଶୋଭା କପୁର,ଉଭୟଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି
ମୁମ୍ବାଇ:ଏକତା କପୁର ଏବଂ ଶୋଭା କପୁରଙ୍କ ସମସ୍ୟା ବଢିବାର ଲାଗିଛି। ବିହାର କୋର୍ଟ ଉଭୟଙ୍କ ବିରୋଧରେ ଗିରଫ ମାମଲା ଜାରି କରା ଯାଇଛି । ବାବୁ ସିରିଜ୍ 'ଟ୍ରିପଲ୍ ଏକ୍ସ' ସଂପର୍କରେ କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି…
PFI Ban :କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି ;ପିଏଫ୍ଆଇ ଉପରେ ଲାଗିଲା ପାଞ୍ଚବର୍ଷର ପ୍ରତିବନ୍ଧକ
ନୂଆଦିଲ୍ଲୀ: ଆତଙ୍କବାଦୀ ପାଣ୍ଠି ମାମଲାର ତଦନ୍ତର ସମ୍ମୁଖୀନ ହେଉଥିବା ପିଏଫ୍ଆଇ ଉପରେ ନିଷେଧାଦେଶ ଜାରି କରାଯାଇଛି। ଦିଲ୍ଲୀ-ୟୁପି ଠାରୁ ଦେଶର ବିଭିନ୍ନ ସ୍ଥାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ସଂଗଠନକୁ UAPA ଅଧୀନରେ…
ହଷ୍ଟେଲ ଝିଅଙ୍କ ଅଶ୍ଳୀଳ ଭିଡ଼ିଓ କରି ନିଜ ଡାକ୍ତର ପ୍ରେମିକଙ୍କୁ ପଠାଉଥିଲେ ଯୁବତୀ , ଧରାପଡିବାପରେ ହେଲା କିଛି ଏମିତି ..
ମଦୁରାଇ:ତାମିଲନାଡୁର ମଦୁରାଇରେ ଚଣ୍ଡିଗଡ଼ ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର ଏବଂ ତାଙ୍କ ପ୍ରେମିକାଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ଡାକ୍ତରଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ସହ ହଷ୍ଟେଲରେ…
୨୭ ହଜାର ଲାଞ୍ଚ ନେଉଥିଲେ GRS: ମାଡିବସିଲା ଭିଜିଲାନ୍ସ
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ପଡୁଥିବା ବେଳେ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜିଆରଏସ । ୨୭ ହଜାର ଟଙ୍କା…
ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଆରମ୍ଭ
ରାଉରକେଲାରେ ଆଇନଜୀବୀ ରମେଶ ଚନ୍ଦ୍ର ବଳଙ୍କ ଆତ୍ମହତ୍ୟା । ଡେଲି ମାର୍କେଟ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ତେବେ କିଭଳି ଓ କେଉଁ ପରିସ୍ଥିତିରେ…