Browsing Category
ଅପରାଧ
ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ; ୩ ଆହତ
ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଛି । ଫଳରେ ୩ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ…
୫୮ ବର୍ଷୀୟ ମହିଳାଙ୍କୁ ବଳତ୍କାର କରି ହତ୍ୟା ମାମଲା, ୧୬ ବର୍ଷର କିଶୋର ଗିରଫ
ରିୱା: ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୬ବର୍ଷର ବାଳକ ୫୮ ବର୍ଷୀୟ ମହିଳାଙ୍କ ସହ ବଳତ୍କାର କରି ହତ୍ୟା କରିଛି । ପୋଲିସ ସୂଚନା ଅନୁସାରେ, ଏହି ଘଟଣାଟି ୩୦ ଜାନୁଆରୀ ରାତିରେ…
ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ନାଁରେ ମାମଲା; ଏହି କାରଣ ପାଇଁ ଯାଇପାରନ୍ତି ଜେଲ୍ !
ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ପୁଣି ଥରେ ବିବାଦ ଘରରେ ଛନ୍ଦି ହୋଇଯାଇଛନ୍ତି । ଫଳରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ପୋଲିସ ୩୨୪ ଓ ୫୦୪ ଆଇପିସି ଦଫାରେ ମାମଲା ରୁଜୁ କରିଛି । ତେବେ…
ଉବେର ବାଇକରେ ଯାଉଥିବା ବେଳେ ଡକାୟତି ଉଦ୍ୟମ, ପର୍ସ ବଞ୍ଚାଇବାକୁ ଯାଇ ତଳେ ପଡ଼ିଗଲେ ମହିଳା
ନୂଆଦିଲ୍ଲୀ: ଉବେର ବାଇକ ଚଳାଉଥିବା ଜଣେ ମହିଳାଙ୍କୁ ଲୁଟିବାର ଚେଷ୍ଟା କଥା ସାମ୍ନାକୁ ଆସିଛି । ଏହି ଘଟଣାରେ ମହିଳା ଜଣକ ବାଇକ୍ ରୁ ଖସି ପଡ଼ି ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏହି…
ପୁଣି ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋପାଳ; ଖୋଲିପାରେ ହତ୍ୟା କାଣ୍ଡର ରହସ୍ୟ
ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ଫଳରେ ଏହା ହତ୍ୟାକାଣ୍ଡରେ ପୁଣି ଏକ ନୂଆ ମୋଡ ସୃଷ୍ଟି କରୁଛି । ତେବେ ଅଭିଯୁକ୍ତ ଗୋପାଳ ଦାସ…
କମେଣ୍ଟ ପାସକୁ ନେଇ ଅଗ୍ନିମୁଖା ଛାତ୍ରୀ; ଛାତ୍ରଙ୍କୁ ଦେଲେ ଏପରି ଦଣ୍ଡ, ଭିଡିଓ ଭାଇରାଲ
ଅନୁଗୁଳ:ଆଜିକାଲି ସୋସିଆଲ ମିଡିରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । କିଏ ଏହି ଭିଡିଓ ପାଇଁ ବିବାଦରେ ଫସିଯାଉଛି ତ ଆଉ କିଏ ଏହି ଭାଇରାଲ ଭିଡିଓ ପାଇଁ ରାତାରାତି ଷ୍ଟାର ହୋଇଯାଉଛି । ତେବେ ପୂର୍ବୁ ଏହିପରି…
ଦୁଇ ସାଙ୍ଗଙ୍କ ଠାରୁ ୬ଲକ୍ଷ ଝାମ୍ପିନେଲେ ଦୁର୍ବୁତ୍ତ
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଠାରେ ଏକ ଲୁଟପାଟ ଘଟଣା ସାମ୍ନାକୁ ଆସିଛି । ଦୁଇ ଲୁଟେରା ୬ଲକ୍ଷ ଟଙ୍କା ଝାମ୍ପି ଚମ୍ପଟ ମାରିଛନ୍ତି । ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ ହୋଇଥିବା କଥା…
ଖୋଲୁଛି ଗୁମର, ଡ଼ିଜିପିଙ୍କୁ ଭେଟିଲେ ଗୁଇନ୍ଦା ନିର୍ଦ୍ଦେଶକ
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ ନେବାକୁ ବସିଛି । ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଆଗେଇ ଚାଲିଛି । ସେଥିପାଇଁ ଏହି ମାମଲାର ତଦାରଖ କରୁଥିବା ଜଷ୍ଟିସ ଦାସଙ୍କ ଘରେ…
(VIDEO) ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: କ୍ରାଇମ୍ ସିନକୁ ଯାଇ ସତ କହୁଛି ଅଭିିଯୁକ୍ତ ଗୋପାଳ
ଝାରସୁଗୁଡା : ଆଜକୁ ୬ ଦିନ ବିତିଗଲାଣି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ମନ୍ତ୍ରୀଙ୍କୁ ହତ୍ୟାପରଠାରୁ ଆଜି ଯାଏଁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହାକି…
ଚେକିଂ ସମୟରେ ଅଘଟଣ; ଉପଜିଲ୍ଲାପାଳଙ୍କୁ ନିସ୍ତୁକ ମାଡ
ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆଜି ଆକ୍ରମଣ ହୋଇଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଚି । ତେବେ ସହଦେବଖୁଣ୍ଟା ଥାନା ଦହପଡା ନିକଟରେ ହେଉଥିବା ଚେକିଂ ସମୟରେ ଏହି ଅଘଟଣ ଘଟିଛି…