Browsing Category

ଅପରାଧ

ପାକିସ୍ତାନରୁ ଆସିଥିଲା ୬୦୦ କୋଟିର ଡ୍ରଗ୍ସ: ଜବତ କଳା ଗୁଜରାଟ ATS

ନୂଆଦିଲ୍ଲୀ: ଏକ ବଡ ଡ୍ରଗ୍ସ ରାକେଟ ସମାପ୍ତ କରିବାରେ ସଫଳ ହୋଇଛି ଗୁଜରାଟ ଏଟିଏସ୍ । ପାକିସ୍ତାନରୁ ଆସୁଥିବା ୧୨୦ କିଗ୍ରା ଡ୍ରଗ୍ସ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୦୦ କୋଟି ଟଙ୍କା ହେବ ବୋଲି…

ନବ ବଧୂକୁ ନିର୍ଯାତନା ଅଭିଯୋଗ: ବିବାହ ୭ ଦିନ ପରେ ଜ୍ୱାଇଁ ଦାବି କଲା କାର୍, ୭ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍‌): ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମରେ ଜନୈକା ନବ ବଧୂକୁ ଅଧିକ ଯୌତୁକ ଦାବି ନେଇ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବାର ଥାନାରେ ଅଭିଯୋଗ ହୋଇଛି ।…

ବହୁ ଚର୍ଚ୍ଚିତ ଅନନ୍ତେଇର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣା: ଜଣେ ନାବାଳକ ସହ ୬ ଗିରଫ, ସିସିଟିଭି ଫୁଟେଜରୁ ମିଳିଥିଲା ସୁରାକ୍

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ…

ଭିଡିଓ ସେକ୍ସ ଚାଟ କରୁଥିଲେ ସାବଧାନ: ଖାଲି ହେଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ସାଇବର ଠକେଇ ପାଇଁ ନୂତନ ଉପାୟ ମାନ ଖୋଜିବାରେ ଲାଗିଛନ୍ତି ସାଇବର ଠକ । ଭିଡିଓ ସେକ୍ସ ଚାଟ କରୁଥିଲେ ମାତ୍ର ମିନିଟକରେ ଆପଣଙ୍କ ଆକାଉଣ୍ଟ ଖାଲି ହେଇଯିବ । ଏପରି ଠକେଇ ରୋକିବା ପାଇଁ ସରକାରଙ୍କ ପକ୍ଷରୁ…

ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ଦୁଷ୍କର୍ମ; ଗିରଫ ହେଲା ନାବାଳକ ଅଭିଯୁକ୍ତ

ମଧ୍ୟପ୍ରଦେଶ ରାୟସେନ ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଗତ ଦୁଇ ବର୍ଷ ଧରି ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳକ ତାଙ୍କୁ…

ନଗ୍ନ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଠାବ; ପାଟିରେ ପୁରାଯାଇଥିଲା କପଡ଼ା ଓ ଶରୀର ସାରା କ୍ଷତ ଚିହ୍ନ, ଗଣଦୁଷ୍କର୍ମ ସନ୍ଦେହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭୀତ୍ ଜିଲ୍ଲାରେ ଗଣବଳାତ୍କାରର ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି । ଘଟଣାସ୍ଥଳକୁ ଦେଖି ଖୋଦ୍ ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ୧୪ ଘଣ୍ଟା ଧରି ନିଖୋଜ ଥିବା ଛାତ୍ରୀଙ୍କ…

ଦୀପାବଳିରେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ, ନେଲେ ଏମିତି ପଦକ୍ଷେପ…

ଅହମଦାବାଦ: ଗୁଜରାଟରେ ପୁଣି ଏକ ଦୁଷ୍କର୍ମ ଜନିତ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୧୯ ବର୍ଷୀୟ ଯୁବତୀ ଗଣଦୁଷ୍ମର୍ମର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ଟ୍ରେନର ବଗିରୁ ମିଳିଛି ତାଙ୍କର ମୃତଦେହ । ପୋଲିସକୁ…

ସ୍କୁଲରେ ଯୌନ ଉତ୍ପୀଡ଼ନ କରୁଥିଲା ଶିକ୍ଷକ, ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଫାଶୀ ଲଗାଇ କଲେ ଆତ୍ମହତ୍ୟା 

କୋଏମ୍ବଟୁର୍: ତାମିଲନାଡୁର କୋଏମ୍ବଟୁରରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଘରେ ବାପାମାଆ ନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପୋଲିସ୍ ପାଇବା…

ମାଛ କାଉଣ୍ଟରେ ଚଢ଼ଉ ବେଳେ ଦୁଇ ଶାଙ୍କୁଚ ଜବତ, ୧୨ ମତ୍ସଜୀବୀ ଗିରଫ

ରାଜନଗର (ଭାସ୍କର ନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତଥା ଡିଏଫଓଙ୍କ ଅଧିନସ୍ଥ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ବରୁଣେଇ ମୁହାଣ ନିକଟରୁ ଚୋରାରେ ସମୁଦ୍ର ଭିତରକୁ ଯାଇ ମାଛଧରୁଥିବାଏକ ଟ୍ରଲର ସହ ୧୨ ଜଣ…

ଲଭ୍ ସେକ୍ସ ଧୋକା: ପ୍ରେମ ଜାଲରେ ଫସାଇଲା ଜହ୍ଲାଦ; ବର୍ଷେ ପରେ ମିଳିଲା ହାଡ ଓ ଚୁଡି

କେନ୍ଦୁଝର(ଓଡ଼ିଶା ଭାସ୍କର): ପ୍ରେମ ଜାଲରେ ପଂସାଇ, ଯୁବତୀଙ୍କୁ ପ୍ରତାରଣା ଓ ପରେ ହତ୍ୟା କଲା ପ୍ରେମିକ । ଦୀର୍ଘ ୧ ବର୍ଷ ପରେ ପ୍ରେମିକାଙ୍କର ହାଡ଼ ଓ ଚୁଡ଼ୀ ଟାଉନ୍ ଥାନା ଜୁଡ଼ିଆ ଘାଟିରୁ ଠାବ ହୋଇଛି । ଏଭଳି ଅଭାବନୀୟ…