Browsing Category

ଅପରାଧ

ବହୁଚର୍ଚ୍ଚିତ ଅକ୍ଷୟ ଦାସ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ନିମାପଡା(ଭାସ୍କର ନ୍ୟୁଜ୍‌): ନିମାପଡା ପୋଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅସ୍ତରଙ୍ଗ ବହୁ ଚର୍ଚ୍ଚିତ ଅକ୍ଷୟ ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ…

ମମିତା ମେହେର ନିଖୋଜ ମାମଲା: ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା

ଭବାନୀପାଟଣା,  (ଭାସ୍କର ନ୍ୟୁଜ୍‌): ମମିତା ମେହେର ନିଖୋଜ ଘଟଣାକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା ବିଜେପି ଶାଖା ପକ୍ଷରୁ ବୁଧବାର କଳାହାଣ୍ଡି ବନ୍ଦ ଡ଼ାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ…

ମା’-ବାପା କରୁଥିଲେ ଭେଦଭାବ, ରାଗରେ ଆସି ଖାଦ୍ୟରେ ବିଷ ମିଶାଇଦେଲା ଝିଅ; ୪ ମୃତ

ନୂଆଦିଲ୍ଲୀ: ମା'-ବାପା କରୁଥିଲେ ନିଜ ଝିଅ ସହିତ ଭେଦଭାବ । ତେଣୁ ଏଥିରେ ଅତିଷ୍ଠ ହୋଇ ପରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଇଦେଲା ଝିଅ । ଯାହାଫଳରେ ପରିବାରର ସମସ୍ତଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ଅଭିଯୁକ୍ତ ଝିଅର…

ଦୁଇ ନାବାଳିକା ଭଉଣୀଙ୍କ ସହ ୧୦ ଯୁବକ କଲେ ଗଣଦୁଷ୍କର୍ମ, ୨ ଗିରଫ; ଭୟରେ ଜଣେ ଅଭିଯୁକ୍ତ କଲା ଆତ୍ମହତ୍ୟା

ନୂଆଦିଲ୍ଲୀ: ଝାଡଖଣ୍ଡର ଗୁମଲା ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଏଠାରେ ଦୁଇ ଆଦିବାସୀ ନାବାଳିକା ଭଉଣୀଙ୍କୁ ଜଙ୍ଗଲକୁ ଉଠାଇ ନେଇ ୧୦ ଜଣ ଯୁବକ ଗଣ ଦୁଷ୍କର୍ମ କରିଛନ୍ତି । ପୋଲିସ୍ ଏହି ମାମଲାରେ ଦୁଇ…

ମୁହଁରେ ଟେପ୍ ବାନ୍ଧି ଚୋରି କରୁଥିଲେ ଛେଳି: ପୋଲିସ କବଜାରେ ଦୁଇ ଅପରାଧୀ; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କାକଟପୁର ଓ କୋଣାର୍କ ପୋଲିସ ପଞ୍ଝାରେ ଅନ୍ତଃଜିଲ୍ଲା ଛେଳି ଚୋର । କିଛିଦିନ ଧରି ଅସ୍ତରଙ୍ଗ, କାକଟପୁର, ଗୋପ କୋଣାର୍କ, ନିଆଳି ଅଂଚଳରେ ବେଧଡ଼କ ଛେଳି ଚୋରି ଚାଲିଛି । କିଛି ଦିନ ତଳେ…

ଅବୈଧ ସମ୍ପର୍କର କୁପରିଣାମ: ଲୁଚାଇବାକୁ ଯାଇ ସାବତ ଝିଅକୁ ହତ୍ୟା କଲା ବାପା

ବିହାର ଅରବଲ ଜିଲ୍ଲାର ସଦର ଥାନା ଅଧୀନ ଜଲପୁରା ଗ୍ରାମରେ ଜଣେ ବାପା ତା'ର ସାବତ ଝିଅକୁ ଗୁଳିମାରି ହତ୍ୟା କରିଛି । ମୃତ ରାନୀ କୁମାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଗୁଳି ମାରି ଘଟଣା ସ୍ଥଳରୁ ଫେରାର ହେବା…

ସଂଘବଦ୍ଧ ହତ୍ୟାର ରାଜଧାନୀ ପାଲଟୁଛି ଭୁବନେଶ୍ୱର; ୮ ମାସରେ ହେଲାଣି ୧୫ ହତ୍ୟା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ବଢ଼ୁଛି ସଂଘବଦ୍ଧ ଆକ୍ରମଣ । ବିଗତ ୮ ମାସ ମଧ୍ୟରେ ୧୫ରୁ ଅଧିକ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ମଧ୍ୟରେ ୭ରୁ ଅଧିକ ସଂଘବଦ୍ଧ ଆକ୍ରମଣ ସାମିଲ ଅଛି । ବିଗତ ୮ ମାସରେ ପ୍ରାୟ ୭ଟି…

ରାମ ରହିମଙ୍କ ସମେତ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଆତ୍ମଘୋଷିତ ବାବା ଗୁରମିତ ରାମ ରହିମଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ କୋର୍ଟ ଆଉ ୪ ଜଣଙ୍କୁ ମଧ୍ୟ ସମାନ ସଜା ଶୁଣାଇଛନ୍ତି । ମ୍ୟାନେଜର…

ବିଚ୍ ରାସ୍ତାରୁ ଉଠାଇ ନେଇ ୫ ବର୍ଷର ଝିଅକୁ ଗଣଦୁଷ୍କର୍ମ, ମୁହଁରେ ସ୍ପ୍ରେ କରିଥିଲେ ବେହୋସ୍ କରିବା ଗ୍ୟାସ୍

ଔରାଙ୍ଗାବାଦ୍: ୫ ବର୍ଷର ଝିଅ ବଜାରକୁ ଜିନିଷ ଆଣିବାକୁ ଯାଇଥିବା ବେଳେ ରାସ୍ତା ମଝିରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି ୫ ଜଣ ଯୁବକ । ଏହିଭଳି ଏକ ଘଟଣା ସାମନାକୁ ଆସିଛି ଔରାଙ୍ଗାବାଦ୍ ଜିଲ୍ଲାର ବଦନପୁର ଥାନା…

ସ୍ୱାମୀର ଥିଲା ଅବୈଧ ସମ୍ପର୍କ: ଗୁଳି ମାରିବା ପରେ ଶବକୁ ଛୋଟ ଛୋଟ ଖଣ୍ଡରେ କାଟିଲା

ନୂଆଦିଲ୍ଳୀ: ଅବୈଧ ସମ୍ପର୍କ ପଡିଲା ମହଙ୍ଗା । ନିଜ ସ୍ୱାମୀର ଅବୈଧ ସମ୍ପର୍କ ବିଷୟରେ ଜାଣିବା ପରେ ରାଗରେ ସ୍ୱାମୀକୁ ଗୁଳି ହତ୍ୟା କରିଛି ଏହି ପତ୍ନୀ । ରାଗ ଏତେ ଥିଲା କି ହତ୍ୟା ପରେ ମଧ୍ୟ ରାଗ ଶାନ୍ତ ହୋଇନଥିଲା ।…