Browsing Category

ଅପରାଧ

ମନ ପସନ୍ଦର ଖାଇବା ରୋଷେଇ କଲାନି ମା’, ଆତ୍ମହତ୍ୟା କରିଦେଲା ୧୬ ବର୍ଷୀୟା ଝିଅ

ନୂଆଦିଲ୍ଲୀ: ଦେହରାଡୁନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୧୬ ବର୍ଷୀୟା ନାବାଳିକା ସାମାନ୍ୟ କଥାରେ ଆତ୍ମହତ୍ୟା କରିଛନ୍ତି । ଉତ୍ତରାଖଣ୍ଡ ଦେହରାଡୁନ ଜିଲ୍ଲାରେ ମନ ପସନ୍ଦର ଖାଦ୍ୟ ରୋଷେଇ…

Video: ସାଙ୍ଗ ହେଇ ବୁଲୁଥିଲେ ,ଏମିତି ଗୋଟିଏ ଦିନ ଆସିଲା ଯେତେବେଳେ ସାଙ୍ଗ ନେଇଗଲା ସାଙ୍ଗର ଜୀବନ

ଜଟଣୀ: ସାଙ୍ଗକୁ ଜୀବନରୁ ମାରିଦେଲା ସାଙ୍ଗ । ପ୍ରଥମେ ବ୍ଲେଡରେ ତଣ୍ଟିକୁ କାଟିଲା । ଆଉ ତାପରେ ପଥରରେ ଛେଚି ଛେଚି ସାଙ୍ଗକୁ ହତ୍ୟାକଲା । ଏମିତି ଏକ ଘଟଣା ଦେଖିବାକୁ ମଳିଛି ଜଟଣୀ ସୀତାରମ ଛକରେ । ସାଙ୍ଗ ହେଇ ବୁଲୁଥିଲେ…

‘ସ୍ପା ସେଣ୍ଟରରେ ପ୍ରତିଦିନ ୧୦ରୁ ୧୫ ଲୋକ କରୁଥିଲେ ରେପ୍’: ୧୪ ବର୍ଷର ନାବାଳିକା କହିଲେ ଦୁଃଖଭରା କାହାଣୀ

ନୂଆଦିଲ୍ଲୀ: ମିଲେନିୟମ ସିଟିର ଏକ ମଲରେ ଥିବା ସ୍ପା ସେଣ୍ଟରରେ ଚାକିରି ଦେଇ ୧୪ ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ, ମାରପିଟ୍ ଓ ଭିଡିଓ କରି ବ୍ଲାକମେଲ କରୁଥିବାର ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ପୀଡିତାଙ୍କ…

ଦୁର୍ଗାପୂଜା ପୂର୍ବରୁ ବଢ଼ିଲା ବେଆଇନ ଦାଦାବଟି ଆଦାୟ, ସଜାଗ କମିଶନରେଟ ପୋଲିସ୍

ଭୁବନେଶ୍ୱର: ରାଜ୍ୟରେ ଗଣେଶ ପୂଜା ଶେଷ ହେବାପରେ ଆରମ୍ଭ ହୋଇଯାଇଛି ପାର୍ବଣର ଆଗମନ । ଯାହାକୁ ନେଇ ରାଜଧାନୀବାସୀଙ୍କ ସମେତ ରାଜ୍ୟର ବିଭିନ୍ନ ସହରର ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି । ପ୍ରାୟ ଦୁଇ…

ବୈବାହିକ ବଳାତ୍କାର ଅପରାଧିକରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବୈବାହିକ ବଳାତ୍କାର ସମ୍ପର୍କିତ ଏକ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏ ସମ୍ପର୍କରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କୁ ମଧ୍ୟ ନୋଟିସ ପଠାଇଛନ୍ତି।…

ଲୁଣଗଦା ଭିତରେ ଝିଅର ଶବକୁ ୪୪ଦିନ ପାଇଁ ରଖିଲା ବାପା;ଘଟଣା ପଛର କାହାଣୀ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ…

ମୁମ୍ବାଇ: ମହାରାଷ୍ଟ୍ରର ନନ୍ଦୁରବରରେ ଜଣେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ନିଜ ଝିଅର ଶରୀରକୁ୪୪ ଦିନ ଲୁଣ ଗଦା ଭିତରେ ଭର୍ତ୍ତି କରି ରଖିଥିବା ଖବର ସାମ୍ନା କୁ ଆସୁଛି। ତେବେ ଏହା ଦ୍ୱାରା ସେ ତାଙ୍କ ଝିଅର ଦ୍ୱିତୀୟ…

କୁକୁରକୁ ନ ଜଗିଲେ ଲାଠି ମାଡ଼: ହୋମଗାର୍ଡଙ୍କ ଉପରେ ଥାନା ଅଧିକାରୀଙ୍କ ଜୁଲମ୍

କନ୍ଧମାଳ: ଥାନା ବାବୁଙ୍କ କୁକୁରର ଯତ୍ନ ନ ନେବାରୁ ହୋମଗାର୍ଡଙ୍କୁ ମିଳିଛି ଶାସ୍ତି । ପ୍ଲାଷ୍ଟିକ ବାଡିରେ ନିର୍ଦ୍ଧୁମ ପିଟି ଦେଇଛନ୍ତି ଥାନାବାବୁ । ଥରେ ବି ଚିନ୍ତା କରିନାହାନ୍ତି ମାରୁଥିବା ସେହି ବ୍ୟକ୍ତିଜଣକ…

ଝାରସୁଗୁଡ଼ାରେ ଅଘଟଣ: ମାଆ ଓ ସ୍ତ୍ରୀକୁ ଶିଳପୁଆରେ ଛେଚି ହତ୍ୟା କଲା ପୁଅ!

ଝାରସୁଗୁଡ଼ା(ଓଡିଶା ଭାସ୍କର): ମା’ ଓ ସ୍ତ୍ରୀକୁ ହତ୍ୟା କରିଛି ପୁଅ । ଘର ଭିତରୁ ଶାଶୁ ବୋହୂଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କତରବଗା ପଞ୍ଚ।।ୟ…

‘ସାଇବର ଅପରାଧରେ ଲାଗିବ ଲଗାମ’: ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନକରିବାକୁ ପରାମର୍ଶ ଦେଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ସାଇବର ଅପରାଧ । ଦେଖୁ ଦେଖୁ ଆକାଉଣ୍ଟ ଖୋଳ କରିଦେଉଛନ୍ତି ସାଇବର ଅପରାଧୀ । ଯାହାକୁ ଦୃଷ୍ଟିରେ ରଖି ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଆଜି ସଚେତନତା ଜାରି କରିଛି ଓଡ଼ିଶା…

ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀ ଦେଲେ ଜୀବନ: ଗୁଳିମାରି ଫେରାର ହେଲା ଅଭିଯୁକ୍ତ

ନୂଆପଡ଼ା : ସ୍ତ୍ରୀ ବଞ୍ଚାଇଦେଲେ ସ୍ୱାମୀର ଜୀବନ... ସ୍ୱାମୀଙ୍କ ପାଇଁ ନିଜ ଜୀବନକୁ କରିଦେଲେ ଉତ୍ସର୍ଗ... ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଦେଲେ ନିଜ ଜୀବନର ବଳିଦାନ । ଏଭଳି ଏକ ହୃଦୟବିଦାରକ ଘଟଣ ସାମ୍ନାକୁ ଆସିଛି…