Browsing Category
ଅପରାଧ
ସୋସିଆଲ ମିଡିଆ ବନ୍ଧୁଙ୍କୁ ଗୁଳି କରି ହତ୍ୟା
ହାଥରସ: ମଥୁରାର ଜଣେ ଯୁବତୀଙ୍କୁ ଜଣେ ଯୁବକ ରହସ୍ୟମୟ ଅବସ୍ଥାରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା, ତୁରନ୍ତ ଆହତ ପ୍ରିୟଙ୍କାଙ୍କୁ ଜିଲ୍ଲା ଡାକ୍ତରଖାନାକୁ…
ଯୌତୁକ ଜୁଇରେ ଜଳିଲା ନବବଧୂ: ମାରି, ପୋଡ଼ି ଦେଇଥିଲେ.. ଜୁଇରୁ ଦରପୋଡା ମୃତଦେହ ଜବତ କଲା ପୁଲିସ, ୫ ଅଟକ, ସ୍ୱାମୀ ଫେରାର
ଭଞ୍ଜନଗର (ଆପ୍ର): ଯୌତୁକ ଜୁଇ ରେଜଳିଲା , ଆଉ ଜଣେ ନବ ବିବାହିତା । ବିବାହର ୧୦ ମାସ ପରେ ବି ଆହୁରି ଅଧିକ ଟଙ୍କା ଦାବି କରି, ଶାଶୁଘର ଲୋକେ ଏକାଠି ହୋଇ ନବ ବିବାହିତାକୁ ଘର ଭିତରେ ମାରିଦେଲେ । ପରେ ମୃତ ଦେହକୁ ନେଇ…
ଶାଶୂଘର ନୁହେଁ ସେ ଯମପୁର… ମୁଁ ଭୁଲ୍ କରିଦେଲି ବାପା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝିଅ ଜନମ ପରଘରକୁ । ଏହି ଅବଧାରିତ ନିୟମକୁ ଝିଅଟେ ହେତୁ ପାଇବା ଦିନରୁ ଅଘୋଷିତ ଭାବେ ମାନି ନେଇଥାଏ । ଧୀରେଧୀରେ ସେ ସ୍ୱପ୍ନ ଦେଖେ ହସଖୁସିର ଆଉ ନିଜ ଜୀବନ ସାଥୀକୁ ନେଇ ସଂସାର କରିବା…
ନକ୍ସଲ୍ ଶିବିର ଥରାଇଦେଲେ ସି-୬୦ କମାଣ୍ଡୋ
ମୁମ୍ବାଇ: ମହାରାଷ୍ଟ୍ରର ଗଢ଼ଚିରୌଲିରେ ସି-୬୦ କମାଣ୍ଡୋ ମାନେ ନକ୍ସଲଙ୍କ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅପରେସନ୍ ଜାରି ରହିଥିବାବେଳେ ଏନକାଉଣ୍ଟର୍ କରିଥିଲେ କମାଣ୍ଡୋ ବାହିନୀ । ଫଳରେ ଅତି କମ୍ରେ ୧୩…
ଲଜ୍ଜା: ଭଉଣୀକୁ ଦୁଷ୍କର୍ମ କଲା ଭାଇ
ପାଟଣା: ବିହାରର ଦରଭଙ୍ଗାରୁ ଆସିଛି ସମ୍ପର୍କର ଏକ ଲଜ୍ଜାଜନକ ମାମଲା । ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୫ ବର୍ଷୀୟ ସଂପର୍କୀୟ ଭଉଣୀକୁ ଦୁଷ୍କର୍ମ କରିଛି । ପୀଡିତା ତାଙ୍କ ମା’ଙ୍କୁ ସମସ୍ତ ଘଟଣା କହିଥିଲେ, ପରେ ତୁରନ୍ତ…
ସରକାରଙ୍କୁ ଚୁନା ଲଗାଉଥିଲେ ଏହି ବଡ କମ୍ପାନୀର ମାଲିକ, ଏବେ ଫସିଲେ ସିବିଆଇ ଜାଲରେ
ନୂଆଦିଲ୍ଲୀ ୨୦ ।୦୫: ଅନେକ ବର୍ଷ ଧରି ସରକାରଙ୍କୁ ଚୁନା ଲଗାଇ ଆସୁଥିଲେ । ହେଲେ ଏବେ ଫସିଗଲେ ସିବିଆଇ ଜାଲରେ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିିବିଆଇ) ଫାର୍ମର୍ସ କୋପୋରେଟିଭର ପରିଚାଳକନ ନିର୍ଦ୍ଦେଶକ ତଥା ସିଇଓ…
ଦୁର୍ଦ୍ଦାନ୍ତ କାଣ୍ଡେ ମାଝୀ ହତ୍ୟା ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ୩ ଶାଳକଙ୍କୁ ଗିରଫ କଲା ପୋଲିସ
ଯୋଡା (ଆପ୍ର): ଦୁର୍ଦାନ୍ତ ଅପରାଧି କାଳିଚରଣ ମାଝୀ ଓରଫ କାଣ୍ଡେ ହତ୍ୟା କାଣ୍ଡ ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ। ଅଭିଯୁକ୍ତ ତାର ୩ ଜଣ ଶାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ…
ପୂର୍ବ ଶତୃତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ଘଟଣା: ଦୁଇଥର ଏତଲା ଦେବା ପରେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ, ଜଣେ ଗୁରୁତର ଓ ଅନ୍ୟ ଜଣେ…
ରାଜନଗର (ଆପ୍ର): କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ପୋଲିସ ଘରକୁ ଯାଇ ଏତଲା ଆଣିବାକୁ ପୋଲିସ ମୁଖ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କଟକଣା ମଧ୍ୟରେ ମାଡ ଖାଇଥିବା ପରିବାର ପକ୍ଷରୁ ଥାନାରେ ଦୁଇଥର…
ପୁରୀ ପୋଲିସର ବର୍ବରତା, ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ
ପୁରୀ(ଓଡ଼ିଶା ଭାସ୍କର): ଲୋକଙ୍କୁ ସୁରକ୍ଷା ଦେବାକୁ ପୋଲିସ୍ ଅଛି! କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଖାକି ପୋଷାକରେ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରୁଛି ପୋଲିସ୍ । ଏଭଳି ବାରମ୍ବାର ଘଟୁଛି । ଯେତେ…
ଗୋ ମୂତ୍ର ସମ୍ପର୍କରେ ବିବାଦୀୟ ପୋଷ୍ଟ; ଫସିଲେ ସାମ୍ବାଦିକ
ଇମ୍ଫାଲ୍: ଗୋ ମୂତ୍ର ସମ୍ପର୍କରେ ବିବାଦୀୟ ମତ ଦେଇ ସୋଶାଲ୍ ମିଡିଆରେ ପୋଷ୍ଟ କରିବା ଜଣେ ସାମ୍ବାଦିକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ସମ୍ପୃକ୍ତ ସାମ୍ବାଦିକଙ୍କ ସମେତ ଜଣେ ସାମାଜିକ କର୍ମୀ ମଧ୍ୟ ଗିରଫ ହୋଇଛନ୍ତି ।…