Browsing Category

ଅପରାଧ

ଯେତେ ବଡ଼ଲୋକ ହେଲେ ବି କାହାକୁ ଛଡ଼ାଯିବନି, ଡ୍ରଗ୍ସମୁକ୍ତ ଭାରତ ଆମର ଲକ୍ଷ୍ୟ: ଏନସିବି ମୁଖ୍ୟ

ନୂଆଦିଲ୍ଲୀ: ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲରେ ବିଳମ୍ବିତ ରାତ୍ରିରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ୮ ଜଣଙ୍କୁ ଅଟକ…

ଆର୍‌ପିଏଫ୍‌ କନଷ୍ଟେବଳଙ୍କ ମାଡ଼ରେ ମହିଳା ଇଞ୍ଜିନିୟରଙ୍କ ଫାଟିଲା ମୁଣ୍ଡ, ଟିକେଟ୍‌ ଦେଖାଇବାକୁ ନେଇ ହୋଇଥିଲା ଯୁକ୍ତତର୍କ

ରାଉରକେଲା, (ଭାସ୍କର ନ୍ୟୁଜ୍‌): ରାଉରକେଲାରେ ଅଜିତ କୁମାର ନାଏକ ନାମକ ଜଣେ ଆରପିଏଫ୍‌ କନଷ୍ଟେବଳଙ୍କ ମାଡ଼ରେ ଅନିତା ରାଜ୍‌ ନାମକ ଜଣେ ମହିଳା ଇଞ୍ଜିନିୟରଙ୍କ ମୁଣ୍ଡ ଫାଟି ଯାଇଥିବା ରାଉରକେଲା ଜିଆର୍‌ପି ଥାନାରେ…

ବନ୍ଧୁକ ମୁନରେ ୧ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଲେ ୨ ହାଇଓ୍ବ ଲୁଟେରା, ଛାନ୍‌ଭିନ୍ ଆରମ୍ଭ କଲା ପୋଲିସ

ଖୋର୍ଦ୍ଧା,(ଭାସ୍କର ନ୍ୟୁଜ୍‌): ଖୋର୍ଦ୍ଧା ନିକଟସ୍ଥ ବାଘମାରୀଠାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍‌ର ଶିକାର ହୋଇଥିବା…

ଜବତ ହେଲା ଧଳା ଜହର

ବାଲେଶ୍ୱର: ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗକୁ ବଡ଼ ସଫଳତା । ଚଢ଼ଉ କରି ଜବତ କଲେ ବ୍ରାଉନ ସୁଗାର । ଯାହାର ଆନୁମାନିକ ମୂଲ୍ୟ ୫୪ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ ଜଳେଶ୍ୱର ଝାଡ଼େଶ୍ୱରପୁର…

ଟେଲିଗ୍ରାମ ୟୁଜର୍ସ ସାବଧାନ୍! ହ୍ୟାକରମାନେ ଚୋରାଇ ନେଉଛନ୍ତି ବ୍ୟାଙ୍କ ଓଟିପି

ନୂଆଦିଲ୍ଲୀ: ଗତକିଛି ବର୍ଷ ଧରି ଅନଲାଇନ୍ ଆକାଉଣ୍ଟକୁ ସୁରକ୍ଷା ଦେବା ପାଇଁ ଦୁଇ-ଫ୍ୟାକ୍ଟର ପ୍ରାମାଣିକିକରଣ ଲୋକଙ୍କ ପାଇଁ ସହଜ ଉପାୟ ପାଲଟିଛି । ଏହାର ଫାଇଦା ଏବେ ସାଇବର ଅପରାଧୀମାନେ ଉଠାଉଛନ୍ତି । ସେମାନଙ୍କ ପାଇଁ…

ଲାଲବାହିନୀକୁ ଶକ୍ତ ଝଟ୍‌କା, ୨ ମହିଳା କ୍ୟାଡରଙ୍କ ସହ ୧୧ ନକ୍ସଲଙ୍କ ଆତ୍ମସମର୍ପଣ

ସୁକମା: ଛତିଶଗଡ ସୁକମା ଜିଲ୍ଲା ପୋଲିସ ନିକଟରେ ୧୧ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ନକ୍ସଲ ଥିବା ସୂଚନା ମିଳିଛି । ସୁକମା ପୋଲିସ ଦ୍ୱାରା ଆରମ୍ଭ କରାଯାଇଥିବା ପୁନା ନାର୍କମ ଅଭିଯାନରେ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କଲା ପୋଲିସ ଅଫିସର

ନୂଆଦିଲ୍ଲୀ: କୋଭିଡ ପେଟ୍ରୋଲିଂ ନାମରେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ପୋଲିସ ଅଫିସର । ଲଣ୍ଡନରେ ଘଟିଯାଇଛି ଏଭଳି ଏକ ଘଟଣା ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ୩୩ ବର୍ଷିୀୟା ମହିଳା ଜଣଙ୍କ ନିଜ ଘରକୁ…

ପାକିସ୍ତାନରେ ଶିଖ୍ ଡାକ୍ତରଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନର ପେଶାୱରରେ ଗୁରୁବାର କିଛି ଅଜଣା ଦୁର୍ବୁତ୍ତ ଜଣେ ଶିଖ୍ ଚିକିତ୍ସକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଶିଖ୍ ହକିମଙ୍କ ନାମ ସତନାମ ସିଂହ । ସତନାମ ସିଂହ ଚାରସଡ୍ଡା ରୋଡଠାରେ ଏକ କ୍ଲିନିକ ଚଳାଉଥିଲେ ।…

ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲା: ଗିରଫ ପରେ ଜେଲ ଗଲେ ଡେପୁଟୀ ଏସପି

ବାରଣାସୀ: ବହୁଜନ ସମାଜ ପାର୍ଟୀର ସାଂସଦ ଅତୁଲ ରାୟଙ୍କ ଉପରେ ଦୁଷ୍କର୍ମ ମାମଲା ରୁଜୁ କରାଇଥିବା ଯୁବତୀ ଏବଂ ତାଙ୍କ ସାକ୍ଷୀଙ୍କ ଦ୍ୱାରା ସୁପ୍ରିମ କୋର୍ଟ ସମ୍ମୁଖରେ ଆତ୍ମହତ୍ୟା କରିବା ମାମଲାରେ ବାରଣାସୀର ତତ୍କାଳୀନ…

ରେପ୍, ବ୍ଲାକମେଲ୍, ଟୁ ଫିଙ୍ଗର୍ ଟେଷ୍ଟ୍…. ଲେଫ୍ଟିନାଣ୍ଟଙ୍କ ଉପରେ ଆଇଏଏଫ ମହିଳା ଅଫିସର୍ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ମହିଳା ଅଧିକାରୀ ନିକଟରେ ନିଜ ସହଯୋଗୀ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, କୋୟମ୍ବଟୁର୍ ଆଇଏଏଫ୍ ସଂସ୍ଥାର ପ୍ରଶିକ୍ଷଣ ପାଠ୍ୟକ୍ରମ ସମୟରେ ତାଙ୍କ ସହିତ…