Browsing Category
ମନୋରଞ୍ଜନ
ମୋଦୀଙ୍କ ଜନ୍ମଦିନରେ ରିଲିଜ ହେଲା ନୂଆ ଗୀତ, ରିଲିଜ କଲେ ଭୋଜପୁରୀ ଷ୍ଟାର ପବନ ସିଂ
ମୁମ୍ବାଇ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ହେଉଛି ୭୩ ତମ ଜନ୍ମ ଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ରାଜନେତାମାନଙ୍କ ଠାରୁ ଆରମ୍ଭ କରି ବଲିଉଡର କଳାକାରମାନେ ଶୁଭେଚ୍ଛା ଜଣାଉଛନ୍ତି । ଏହାରି…
ବାହାଘରକୁ ମାତ୍ର ସପ୍ତାହେ ବାକି ଥିବା ବେଳେ କାହିଁକି ରାଗୁଛନ୍ତି ପରିଣୀତି, ଆସନ୍ତୁ ଜାଣିବା କାରଣ
ମୁମ୍ବାଇ: ପରିଣୀତି ଓ ରାଘବ ଚଢା ସେପ୍ଟେମ୍ବର୨୪ ତାରିଖରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି । ପରିଣୀତି ଓ ରାଘବ ଏକ ବଡ ୱେଡିଂ ସେଲିବ୍ରେସନର ପ୍ରସ୍ତୁତି କରୁଛନ୍ତି ଯାହା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ।…
କମଲ ହାସନ ସାଇଲେଣ୍ଟ ଫିଲ୍ମ “ପୁଷ୍ପକ’କୁ ନେଇ କଲେ ବଡ ଘୋଷଣା, ଦ୍ୱିତୀୟ ଥର ସିନେମାଘରେ ହେବ ରିଲିଜ
ମୁମ୍ବାଇ : ଆଦଶୀର ଇରାନୀଙ୍କ ହିନ୍ଦୁସ୍ତାନୀ ଫିଲ୍ମ "ଆଲମ ଆରା' ବହୁ ପ୍ରଚଳିତ ଫିଲ୍ମ ଥିଲା । ଏହା ସଂଳାପ ଥିବା ବା କଥାବାର୍ତ୍ତା କରୁଥିବା ସବୁ ଠାରୁ ପ୍ରଥମ ଫିଲ୍ମ ଥିଲା । ଯାହା ଭାରତୀୟ ଫିଲ୍ମରେ ଏକ ନୂଆ ମୋଡ…
ପ୍ରଶଂସକଙ୍କ ପ୍ରଶ୍ନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଖିଲାଡି ଅକ୍ଷୟ କୁମାର, ଜାଣନ୍ତୁ କ’ଣ ଥିଲା ପ୍ରଶ୍ନ
ମୁମ୍ବାଇ : ପୁଣି ଥରେ ସିଲଭର ସ୍କ୍ରିନରେ ଧମାକା କରିବାକୁ ଆସୁଛନ୍ତି ଖିଲାଡି ଅକ୍ଷୟ କୁମାର । ତାଙ୍କର ଆଗାମୀ ଫିଲ୍ମ ହେଉଛି "ମିଶନ ରନୀଗଞ୍ଜ' ଯାହା ୬ ଅକ୍ଟୋବରରେ ରିଲିଜ ହେବ । ଏହି ଫିଲ୍ମଟି ୧୯୮୯ରେ ରାନୀଗଞ୍ଜରେ…
ଗେରୁଆ ପୋଷାକ ପାଇଁ ଟ୍ରୋଲ ହେଲେ ସ୍ୱରା ଭାଷ୍କର, ଲୋକେ କହିଲେ – ଆଉ କେତେ ଅପମାନ କରିବ
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ସ୍ୱରା ଭାଷ୍କର ଚଳିତ ବର୍ଷ ଫହଦଙ୍କ ସହ ବିବାହ କରିଥିଲେ । ଖୁବ ଶୀଘ୍ର ସେ ମାଆ ହେବାକୁ ଯାଉଥିବାର ଖୁସି, ତାଙ୍କ ସୋସିଆଲ ମିଡ଼ିଆ ପ୍ରଶଂସକଙ୍କ ସହିତ ସେୟାର କରିଥିଲେ । ଏହି…
ସନି ଲିଓନି, ଟାଇଗର ଶ୍ରଫଙ୍କ ସହିତ ବଲିଉଡର ବହୁ କଳାକାରଙ୍କୁ ନୋଟିସ ପଠାଇବ ଇଡି, ୨୦୦ କୋଟିର ବିବାହରେ ନାଚି ଗାଇ ଧୁମ୍ ମଚାଇଥିଲେ
ନୂଆଦିଲ୍ଲୀ: ବେଟିଂ ଆପ୍ ମହାଦେବର ପ୍ରମୋଟର ସୌରଭ ଚନ୍ଦ୍ରାକର ମାମଲାରେ କାର୍ଯ୍ୟାନୁଷ୍ଠାନ ବଢି ଚାଲିଛି । ଏବେ କେନ୍ଦ୍ରୀୟ ସଂସ୍ଥା ସେହି ବଲିଉଡ୍ କଳାକାରଙ୍କୁ ପଚରାଉଚରା କରିବାକୁ ପ୍ରସ୍ତୁତ ହେଉଛନ୍ତି ଯେଉଁମାନେ…
ଇଞ୍ଜିନିୟର ଦିବସ : ବଲିଉଡର ଅନେକ କଳାକାର ପଢିଛନ୍ତି ଇଞ୍ଜିନିୟରିଂ, ଜାଣନ୍ତୁ ସେମାନେ କିଏ
ନୂଆଦିଲ୍ଲୀ : ଆମେ କଳାକାର ମାନଙ୍କୁ ରୂପେଲି ପରଦାରେ ଦେଖି ଖୁସି ହୋଇଥାଉ । ସେମାନଙ୍କ ଅଭିନୟ ଆମକୁ ପସନ୍ଦ ଆସିଥାଏ । ଆମେ ସେମାନଙ୍କର ସବୁ କଥାକୁ ଅନୁସରଣ କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ସିନେମାରେ ଅଭିନୟ…
ଯବାନର ପ୍ରଶଂସା କଲେ ଅଲ୍ଲୁ ଅର୍ଜୁନ: ଖୁସି ହୋଇ ଶାହରୁଖ ଖାନ କହିଲେ ମୁଁ ତିନି ଥର ଦେଖିଛି ପୁଷ୍ପା, ବହୁତ କିଛି ଶିଖିଲି!
ନୂଆଦିଲ୍ଲୀ: ସମସ୍ତେ ଶାହରୁଖ ଖାନଙ୍କ ଯବାନ ପ୍ରଶଂସା କରିବା ବନ୍ଦ କରୁନାହାଁନ୍ତି। ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ଫିଲ୍ମ ଦେଖିବା ପରେ ପ୍ରଶଂସା କରୁଛନ୍ତି ଏବଂ ସୋସିଆଲ ମିଡିଆରେ ସେମାନଙ୍କ ମତାମତ ସେୟାର କରିଛନ୍ତି।…
ବଲିଉଡ ଅଭିନେତା ରିଓ କାପାଡ଼ିଆଙ୍କ ପରଲୋକ
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଲିଉଡ ଅଭିନେତା ରିଓ କାପାଡ଼ିଆଙ୍କର ପରଲୋକ ଘଟିଛି । ରିଓଙ୍କର ମୃତ୍ୟୁ ବାଦରେ ତାଙ୍କର ବନ୍ଧୁ ଫଇଜଲ ମଲିକ ସ୍ପଷ୍ଟ କରିଛନ୍ତି । ରିଓ ବଲିଉଡର ଅନେକ ହିଟ୍…
(Video) ‘ମେ ନିକଲା ଗାଡ୍ଡି ଲେ କେ’… ପିଲାର ଡ୍ୟାନ୍ସ ଦେଖି ଦିୱାନା ହୋଇଯିବେ ଦର୍ଶକ
ବର୍ତ୍ତମାନ ବକ୍ସ ଅଫିସରେ ଖୁବ ଇନକମ୍ କରୁଛି ସନ୍ନି ଦେଓଲଙ୍କ ‘ଗଦର-୨’ । ଅନେକ ଫିଲ୍ମକୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିଛି ଏହି ସୁପରହିଟ ମୋଭି । ଏହି ସିନେମାର ଗୀତଗୁଡ଼ିକ ମଧ୍ୟ ଖୁବ ଲୋକପ୍ରିୟ ହୋଇପାରିଛି । ତେବେ…