
Browsing Category
ମନୋରଞ୍ଜନ
Video: ବିରାଟ କୋହଲିଙ୍କ ବାୟୋପିକରେ ଅଭିନୟ କରିବାକୁ ଚାହୁଁଛନ୍ତି ରାମ ଚରଣ, କହିଲେ-ସୁଯୋଗ ମିଳିଲେ…
ନୂଆଦିଲ୍ଲୀ: ଫିଲ୍ମ RRR ଜରିଆରେ ଗ୍ଲୋବାଲ ତାରକା ପାଲଟିଥିବା ରାମ ଚରଣ ବିରାଟ କୋହଲିଙ୍କ ବାୟୋପିକରେ ଅଭିନୟ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଯଦି ସୁଯୋଗ ଦିଆଯାଏ ତେବେ ସେ ଦିନେ ଭାରତୀୟ କ୍ରିକେଟରଙ୍କ ଉପରେ…
ଦର୍ଶକଙ୍କ ଉପରେ ଚାଲିଲା ରଣବୀରଙ୍କ ‘ମକ୍କାରୀ’ ର ଯାଦୁ, ୯ ଦିନରେ ଫିଲ୍ମ ରୋଜଗାର କଲା ଏତିକି କୋଟି
ନୂଆଦିଲ୍ଲୀ: ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ତୁ ଝୁଟି ମେଁ ମକ୍କାର' କୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ଏବଂ କ୍ରମାଗତ ଭାବରେ ଏହା ସଫଳତାର ସହ ଆଗେଇ ଚାଲିଛି। ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୮ରେ…
(Video) ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ: ICUରେ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝି ଆସିବା ପରେ କଲେ ଟ୍ୱିଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଆସିଛି ଏକ ଖବର । ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଅନୁଭବ ଦିଲ୍ଲୀରୁ ଓଡ଼ିଶା ଆସିଥିଲେ । ତେବେ ଆଇସିୟୁରେ…
ବଡ ପରଦାରେ କମେଡି କିଙ୍ଗ୍ ଙ୍କ ସହ ନଜର ଆସିବେ କଟକର ଶିଶୁ କଳାକାର ପ୍ରଜ୍ୱଳ ସାହୁ
ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ଫିଲ୍ମ ଜ୍ୱିଗାଟୋ ଆସନ୍ତାକାଲି ରିଲିଜ୍ ହେବ । କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ ଓଡିଶା ସହ ଏକ ନିଆରା ସମ୍ପର୍କ ରହିଛି । ଖାସ୍ କରି କଟକ ଓ ଭୁବନେଶ୍ୱରର ସହ ସମ୍ପର୍କ…
ଓସ୍କାର ପୁରସ୍କାର ପ୍ରାପ୍ତ ‘RRR’, ଆଉ ‘The Elephant Whisperers’ ସ୍କ୍ରିନିଂ କରାଇବେ କେନ୍ଦ୍ର ମନ୍ତ୍ରୀ; ପ୍ରସାରିତ ସହିତ ହେବ ସମ୍ମାନିତ
ନୂଆଦିଲ୍ଲୀ:ଚଳିତ ଥର ଭାରତୀୟ ମାନଙ୍କ ପାଇଁ ଆରଆରଆର ଏବଂ ଦି ଏଲିଫାଣ୍ଟ ହ୍ୱିସସ୍ପର ଗର୍ବ ଆଉ ଗୌରବ ଆଣି ଦେଇଛି। ଉଭୟ ଓସ୍କାର ପୁରସ୍କାର ଜିତିବା ପରେ ସାରା ଭାରତ ଏହାକୁ ନେଇ ଉତ୍ସବ ପାଳନ କରୁଛି । ତେବେ ଏହି ଦୁଇଟି…
ବଲିଉଡରୁ ଆସିଲା ଦୁଃଖ ଖବର: ଚାଲିଗଲେ ଜଣେ ସିନିୟର ଆର୍ଟିଷ୍ଟ
ନୂଆଦିଲ୍ଲୀ: ନିକଟରେ ଅଭିନେତା ସତୀଶ କୌଶିକଙ୍କ ପରଲୋକ ଘଟିଥିବା ବେଳେ ପୁଣି ବଲିଉଡ ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ଦୁଃଖଦ ଖବର । ଅଭିନେତା ସମୀର ଖାଖର ମନୋରଞ୍ଜନଧର୍ମୀ ଦୁନିଆକୁ ଅଲବିଦା ଜଣାଇଛନ୍ତି । ସମୀରଙ୍କୁ…
(Video) ମୋ ବାପା ICUରେ ଅଛନ୍ତି, ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅ: ବର୍ଷାଙ୍କୁ ହାତ ଯୋଡ଼ି ଅନୁରୋଧ କଲେ ଅନୁଭବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବର୍ଷ ବର୍ଷ ଧରି କୋର୍ଟରେ ବିଚାରାଧୀନ ରହିଛି । ଦୁହିଁଙ୍କ ପକ୍ଷରୁ ବିଭିନ୍ନ କୋର୍ଟରେ…
Oscars 2023 Winner: ସର୍ଟ ଡକ୍ୟୁମେଣ୍ଟାରୀ The Elephants Whisperersରେ ଭାରତକୁ ଓସ୍କାର
ନୂଆଦିଲ୍ଲୀ : ଓସ୍କାର ଅର୍ଥାତ୍ ଏକାଡେମୀ ପୁରସ୍କାର ଦୁନିଆର ସବୁଠୁ ବଡ ଚଳଚ୍ଚିତ୍ର ପୁରସ୍କାର। ଏବଂ ଏହି ବର୍ଷ ଏହି ପୁରସ୍କାରଗୁଡ଼ିକ ବର୍ତ୍ତମାନ ଲସ୍ ଆଞ୍ଜେଲସରେ ଲାଇଭ୍ ଆୟୋଜିତ ହେଉଛି। ଏହି ପୁରସ୍କାର କାର୍ଯ୍ୟ…
ପୁଣି ମଞ୍ଚକୁ ଫେରୁଛି ‘ଆହେ ନୀଳଶଇଳ’: ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ, ଆରମ୍ଭ ହେଲା ଅଗ୍ରୀମ ଟିକେଟ୍ ବୁକିଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ଏପ୍ରିଲ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବହୁଚର୍ଚ୍ଚିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ରାଜଧାନୀ ଭୁବନେଶ୍ୱରରେ ମଞ୍ଚସ୍ଥ ହୋଇଥିଲା । ଦର୍ଶକଙ୍କ ଅନୁରୋଧ କ୍ରମେ…
(Video) ଅନୁଭବ-ବର୍ଷାଙ୍କୁ ନେଇ ଆସିଲା ବଡ଼ ଖବର: ଚଳିତ ମାସରେ ୩୦ ହଜାର ଟଙ୍କା ଦେଲେନି କେନ୍ଦ୍ରାପଡ଼ା ସାଂସଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବର୍ଷ ବର୍ଷ ଧରି କୋର୍ଟରେ ବିଚାରାଧୀନ ରହିଛି । ବିଭିନ୍ନ କୋର୍ଟରେ…