Browsing Category

ମନୋରଞ୍ଜନ

ଅଭିନେତା ବ୍ରହ୍ମା ମିଶ୍ରାଙ୍କ ପରଲୋକ; ମିର୍ଜାପୁର ରେ ‘ଲଳିତ’ ଭୂମିକାରେ ଅଭିନୟ କରି ଜିତିଥିଲେ ହୃଦୟ

ମୁମ୍ବାଇ: ଲୋକପ୍ରିୟ ୱେବ୍ ସିରିଜ ‘ମିର୍ଜାପୁର’ରେ ଲଳିତ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ଦେହାନ୍ତ । ବ୍ରହ୍ମାଙ୍କ ମୃତ୍ୟୁର ଖବର ‘ମିର୍ଜାପୁର’ରେ ମୁନ୍ନା ତ୍ରିପାଠୀ…

ରିଲିଜ୍ ହେଲା ‘ଦ ରେଲୱେ ମେନ୍’ ର ଫାଷ୍ଟ ଲୁକ୍, ଦେଖିବାକୁ ମିଳିବ ଭୋପାଳ ଗ୍ୟାସ ଟ୍ରାଜେଡି

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ପ୍ରଡକ୍ସନ ହାଉସ୍ ୟଶରାଜ ଫିଲ୍ମ୍ସ ଓଟିଟି ଦୁନିଆରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତି କରିସାରିଛି । ୟଶରାଜ୍ ଫିଲ୍ମ୍ ଏହାର ସିରିଜ୍ ‘ଦ ରେଲୱେ ମ୍ୟାନ’ ର ଘୋଷଣା କରିସାରିଛି ।…

ଖାଇବା ଅପେକ୍ଷା କରିପାରେ ହେଲେ SEX ନୁହେଁ: ଦେଖନ୍ତୁ ସାମନ୍ଥାଙ୍କ Viral Video

ନୂଆଦିଲ୍ଲୀ: ଡିଭୋର୍ସ ପରେ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରଥ୍ ପ୍ରଭୁ ବେଶ ଚର୍ଚ୍ଚାରେ । ସାମନ୍ଥା ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରର ବୟାନ ବର୍ତ୍ତମାନ ବେଶ ଭାଇରାଲ ହୋଇଛି । ସାମନ୍ଥାଙ୍କୁ ପଚରା ଯାଇଥିଲା କି ସେକ୍ସ…

ବେଶ୍ୟାବୃତ୍ତି କାରଣରୁ ଏହି ଅଭିନେତ୍ରୀଙ୍କ ହୋଇଥିଲା ଏଡସ୍, ଏହି ଷ୍ଟାର୍ ମାନେ ଏଚଆଇଭି ଯୋଗୁଁ ହରାଇଛନ୍ତି ଜୀବନ…

ନୂଆଦିଲ୍ଲୀ: ଆଜି ପୂରା ବିଶ୍ୱ ଏଡସ୍ ଦିବସ ପାଳନ କରୁଛି । ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ଏଡସ୍ ଦିବସ ଭାବରେ ପାଳନ କରାଯାଏ । ଡିସେମ୍ବର ୧ ତାରିଖ ୧୯୮୮ ମସିହାରେ ପ୍ରଥମେ ଏହି ଦିନକୁ ପାଳନ କରାଯାଇଥିଲା । ଏହିଦିନର…

ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ପଡିଲା ହାତ ଗଣ୍ଠି, ଅଭିସ୍ମିତଙ୍କ ହେଲେ ସାତ ଜନ୍ମର ଜୀବନ ସାଥୀ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ସବୁ ପ୍ରତୀକ୍ଷା ଏବଂ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଓଲିଉଡ ଅଭିନେତ୍ରୀ, ପ୍ରଯୋଜିକା ତଥା ସୁନ୍ଦରୀ ସଂଯୋଜିକା ଗୁନ୍‌ଗୁନ୍‌ ପଡିଲା ହାତ ଗଣ୍ଠି ପଡିଛି । ଅଭିସ୍ମିତଙ୍କୁ ସାତ ଜନ୍ମର…

ବଲିଉଡରେ ବିବାହ ଋତୁ: ବାହା ହେବେ ନାଗିନ୍ ମୌନୀ ରୟ

ମୁମ୍ବାଇ: ଚର୍ଚ୍ଚାର ହେଲା ଦ ଏଣ୍ଡ ଆଉ ଫାଇନାଲ ହେଲା ବାହାଘର ତାରିଖ । ଖୁବ ଶୀଘ୍ର ହାତକୁ ଦିହାତ ହେବେ ଆଉ ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ମୌନୀ ରୟ । ଅନେକ ଥର ଚର୍ଚ୍ଚାରେ ରହିଥିବା ଏ ଅଭିନେତ୍ରୀ ଏବେ…

‘୮୩’ରେ ଛାଇଲେ ରଣବୀର, ଦମଦାର୍ ଅଭିନୟକୁ ପ୍ରଶଂସାର ସୁଅ; ଫ୍ୟାନ୍ସ କହିଲେ- ଐତିହାସିକ

ମୁମ୍ବାଇ: ବଲିଉଡ୍ ର ବହୁ ପ୍ରତୀକ୍ଷିତ ଫିଲ୍ମ '୮୩' ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଫିଲ୍ମର ଟ୍ରେଲର୍ ଖୁବ୍ ଦମଦାର୍ ହୋଇଛି । ଏଥିରେ ଆପଣ ୧୯୮୩ ର ସେହି ଐତିହାସିକ ମୁହୂର୍ତ୍ତକୁ ଅନୁଭବ କରିପାରିବେ, ଯେବେ ଭାରତ…

ଅମୀଷା ପଟେଲଙ୍କ ନାମରେ ୱାରେଣ୍ଟ: ଲକ୍ଷ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଡିସେମ୍ବର ୪ରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏକ ଚେକ୍ ବାଉନ୍ସ ମାମଲାରେ ଫସିଯାଇଛନ୍ତି । ଏହି ମାମଲରେ ଅମୀଷାଙ୍କ ନାମରେ ୱାରେଣ୍ଟ ଜାରି ହେବା ସହ ଆସନ୍ତା ୪ ତାରିଖରେ କୋର୍ଟରେ ହାଜର ହେବାକୁ ସମନ୍ ଜାରି କରାଯାଇଛି ।…

Instagramରେ ନିଆଁ ଲଗାଇଦେଲେ ପ୍ରକୃତି ମିଶ୍ର: ଦେଖନ୍ତୁ ହଟ୍ ଡ୍ୟାନ୍ସର Viral ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଦା ନିଜର ଚୁଲବୁଲି ଓ ବୋଲ୍ଡ ଅନ୍ଦାଜ ପାଇଁ ପରିଚିତ ପ୍ରକୃତି ମିଶ୍ରଙ୍କ ହଟ ଡ୍ୟାନ୍ସ ପୁଣି ଥରେ ଭାଇରାଲ ହୋଇଛି । କିଛି ଦିନ ପୂର୍ବରୁ ଟିପ ଟିପ ବର୍ଷା ପାନି ଗୀତରେ ପ୍ରକୃତି…