Browsing Category
ମନୋରଞ୍ଜନ
ବଲିଉଡ୍ ରେ ପୁଣି ଦୁଃଖ, ଚାଲିଗଲେ ଆଉଜଣେ ଚର୍ଚ୍ଚିତ କଳାକାର
ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଅଭିନେତା ଅନୁପମ ଶ୍ୟାମ୍ ଟେଲି ଦୁନିଆରେ ମଧ୍ୟ ଖୁବ୍ ସକ୍ରିୟ ଥିଲେ । ଉଭୟ ପରଦାରେ ନିଜର ନିଚ୍ଛକ ଅଭିନୟ ଯାଦୁ ଦେଖାଇଥିବା ଏହି ଅଭିନେତା ‘ପ୍ରତିଜ୍ଞା’ ଧାରାବାହିକରେ ଠାକୁର ସଜ୍ଜନ…
ଅଭିନେତ୍ରୀ ଶିଳ୍ପାଙ୍କ ପାଇଁ ବଢ଼ିଲା ସମସ୍ୟା, ମା-ଝିଅଙ୍କ ଉପରେ ଲାଗିଲା ଠକେଇର ଅଭିଯୋଗ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ୱାମୀ ରାଜ କୁନ୍ଦ୍ରାଙ୍କ ମାମଲା ଏବେ ସୁଦ୍ଧା ସମାଧାନ ହୋଇନଥିବା ବେଳେ ଅଭିନେତ୍ରୀ ଓ ତାଙ୍କ ମା’ଙ୍କ ଉପରେ ଠକେଇର…
ପରଲୋକରେ ଜଣାଶୁଣା ଅଭିନେତା ଅନୁପମ ଶ୍ୟାମ
ମୁମ୍ବାଇ: ଜଣାଶୁଣା ବଲିଉଡ ଅଭିନେତା ଅନୁପମ ଶ୍ୟାମଙ୍କର ପରଲୋକ ଘଟିଛି । କିଡନୀ ସଂକ୍ରମଣ ହେତୁ ଗତ ସପ୍ତାହରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନେକ ଅଙ୍ଗ କାର୍ଯ୍ୟ ବନ୍ଦ ହେବା ପରେ ୬୩ ବର୍ଷ ବୟସରେ…
୪୬ ବର୍ଷରେ Tollywoodର ଗ୍ରୀକ୍ ଗଡ; ଗୋଆରେ ପରିବାର ସହ ପାଳିବେ ଜନ୍ମଦିନ
ନୂଆଦିଲ୍ଳୀ: ଟଲିଉଡର ଅନ୍ୟତମ ହ୍ୟାଣ୍ଡସମ ହିରୋ ମହେଶ ବାବୁ ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି । ମହେଶ ବାବୁ ନିଜ ବୟସ ସହିତ ତାଳ ଦେଇ ଆହୁରି ଅଧିକ ହ୍ୟାଣ୍ଡସମ ଲାଗୁଛନ୍ତି । ଏହି ଅଭିନେତା ଜଣକ ବୟସର ବୀପରିତ ଦିଗରେ…
କଳାର ଅସଲ ପୂଜାରୀ ଚିର ସ୍ମରଣୀୟ; ତାଙ୍କ ଜନ୍ମଦିନରେ…
ଓଡ଼ିଶା ଭାସ୍କର ବ୍ୟୁରୋ: ଓଡ଼ିଆ ଚଳଚ୍ଚିତ୍ରର କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ଜଣେ ଚିତ୍ରକର ଏବଂ ଶିକ୍ଷାବିତ୍ #ଶରତ ପୂଜାରୀଙ୍କ ୮୭ତମ ଜୟନ୍ତୀରେ ରାଜ୍ୟର ବିଭିନ୍ନ ବର୍ଗ ଜଣାଇଛନ୍ତି ଭକ୍ତି…
ଡାନ୍ସରେ ହୃଦୟ ଜିତୁଛନ୍ତି ପୋଲିସ ଯବାନ, ବନିଯାଇଛନ୍ତି ଇଣ୍ଟରନେଟ ସେନସେସନ
ମୁମ୍ବାଇ ପୋଲିସର ୩୮ ବର୍ଷୀୟ ପୋଲିସକର୍ମୀ ଅମୋଲ ଯଶବନ୍ତ କାମ୍ବଲେ ନିଜର ଡାନ୍ସ ଭିଡିଓ ପାଇଁ ଏବେ ବନିଯାଇଛନ୍ତି ଇଣ୍ଟରନେଟ ସେନସେସନ । ସୋସିଆଲ ମିଡିଆରେ ମିଳିଛି ତାଙ୍କୁ ନୂଆ ପରିଚୟ । ଆଉ ତାଙ୍କର ଡାନ୍ସ ଭିଡିଓ…
ଦେଶଭକ୍ତି ଭରା ୨୦ଟି ହିନ୍ଦୀ ଗୀତ, ଶୁଣି ଶୁଣାନ୍ତୁ…
ଓଡ଼ିଶା ଭାସ୍କର ବ୍ୟୁରୋ: ଦେଶ ସ୍ୱାଧୀନତାର ଗାଥା ଓ ବ୍ୟଥାକୁ ନେଇ ଅନେକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ସେହିପରି ଅନେକ ଦେଶାତ୍ମବୋଧକ ଗୀତ-ସଂଗୀତ ମନପ୍ରାଣକୁ ଉଲ୍ଲସିତ କରିଥାଏ । ବ୍ରିଟିଶ୍ ଶାସନ କାଳର କରୁଣ ଦୃଶ୍ୟ ଓ…
‘ଭାଗ୍ ମିଲ୍ଖା ଭାଗ୍’ ପାଇଁ ସୋନମ୍ ନେଇଥିଲେ ୧୧ଟଙ୍କା ଫିସ୍, ଫିଲ୍ମ ନିର୍ମାତା ଓମପ୍ରକାଶ କଲେ ଖୁଲାସା
ନୂଆଦିଲ୍ଲୀ: ବଲିଉଡରେ ଏପରି ଅନେକ ଫିଲ୍ମ ତିଆରି ହୁଏ ଯାହା ବକ୍ସ ଅଫିସ୍ ରେ ଧମାଲ୍ କରେ । ଅନ୍ୟପଟେ କିଛି ଫିଲ୍ମକୁ ନେଇ ସେଲେବ୍ ମାନେ ସ୍କ୍ରିପ୍ଟ ଦେଖୁ ଦେଖୁ ମୁହଁ ବୁଲାଇ ନିଅନ୍ତି । ହେଲେ କିଛି ସେଲେବ୍ ଏମିତି ବି…
ଜାଣନ୍ତୁ କାହାକୁ ନିଜ ବାୟୋପିକରେ ଦେଖିବାକୁ ପସନ୍ଦ କରିବେ ଗୋଲ୍ଡେନ୍ ବୟ୍ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ଛାତି ଚଉଡ଼ା କରିଥିବା ନୀରଜ ଚୋପ୍ରା ଏବେ ଚର୍ଚ୍ଚାରେ ରହିଛନ୍ତି । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସବୁଆଡ଼ୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ…
ସେଟରେ ବନ୍ଧୁକ ନେଇ ପହଞ୍ଚିଲେ ସନି ଲିଓନି, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନି ଲିଓନି ଆଜିକାଲି ତାଙ୍କ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ସହ ସେ ଅନେକ ମଜାଦାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ସୁଟିଂ ଅବସରରେ ସନି ନିଜର ଖାଲି ସମୟରେ…