CHARIDHAM
Browsing Category

Featured

ତୀରନ୍ଦାଜି ବିଶ୍ୱକପ୍: ଦୀପିକା କୁମାରୀ ଜିତିଲେ ରୌପ୍ୟ ପଦକ, ଭାରତ ଜିତିଲା ରେକର୍ଡ ୫ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ( ଓଡ଼ିଶା ଭାସ୍କର ) ସାଂଘାଇରେ ଖେଳାଯାଉଥିବା ତୀରନ୍ଦାଜି ବିଶ୍ୱକପରେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆର ତୀରନ୍ଦାଜ…

ଲଭ୍ ଜିହାଦର ଶିକାର ହେଲେ ହିନ୍ଦୁ ଯୁବତୀ: ଧମକ ଦେଇ ୩ ବର୍ଷ ଧରି ଯୌନ ଶୋଷଣ, ଧର୍ମ ପରିବର୍ତ୍ତନ କରିବାକୁ ପ୍ରୟାସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଆସିଛି ଏକ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଗ୍ୱାଲିୟରରେ ଜଣେ ହିନ୍ଦୁ ଯୁବତୀ ଲଭ୍ ଜିହାଦର ଶିକାର ହୋଇଛନ୍ତି । ଯୁବତୀଙ୍କୁ ଜଣେ ଯୁବକ ୩ ବର୍ଷ ଧରି ଶାରୀରକ ଶୋଷଣ କରିବା ସହିତ ମାରପିଟ୍ କରିଥିବା…

ଗୁଜରାଟ ଉପକୂଳରୁ ୬୦୦ କୋଟି ଟଙ୍କାର ଡ୍ରଗ୍ସ ସହ ଧରାପଡ଼ିଲେ ୧୪ ପାକିସ୍ତାନୀ ନାଗରିକ

ଓଡ଼ିଶା ଭାସ୍କର: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଗୁଜରାଟ ଏଟିଏସର ମିଳିତ ଅପରେସନରେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରୁ ପ୍ରାୟ ୯୦ କେଜି…

ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଆସିବ ବଡ଼ ଉପହାର! କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଜାରି ରହିଛି । ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟର ମତଦାନ ସରିଥିବା ବେଳେ ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଜୁନ୍ ୪ ତାରିଖରେ…

କାହିଁକି ପାଳନ କରାଯାଏ ଅକ୍ଷୟ ତୃତୀୟା, ଜାଣନ୍ତୁ କାହିଁକି ଏହି ଦିନକୁ ଏତେ ଶୁଭ ବୋଲି ବିବେଚନା କରାଯାଏ?

ଓଡ଼ିଶା ଭାସ୍କର: ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଅକ୍ଷୟ ଅର୍ଥାତ୍ ଯାହା କେବେ ଶେଷ ହୁଏ ନାହିଁ । ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ । ଚଳିତ ବର୍ଷ ଅକ୍ଷୟ…

(Video) ନ୍ୟୁୟର୍କରେ ଓଡ଼ିଆ ଫିଲ୍ମ ଦେଖିବେ ଦର୍ଶନ: ‘ଦମନ’-‘ପ୍ରତୀକ୍ଷା’ ପାଇଁ ନୂଆ ପରିଚୟ ପାଇଲା ଓଲିଉଡ ସିନେମା

ଓଡ଼ିଶା ଭାସ୍କର: ଅନେକ ବାଧାବିଘ୍ନ ଏବଂ ସମସ୍ୟା ଘେରରେ ଫସି ରହିଥିଲା ଓଡ଼ିଆ ସିନେ ଜଗତ । ଏହି ସମୟରେ ଚକଲେଟ ହିରୋ ବାବୁସାନ୍ ଓଲିଉଡକୁ ଦେଇଛନ୍ତି ନୂଆ ପରିଚୟ । ‘ଦମନ’ ସିନେମାରେ ଓଡ଼ିଶା ନୁହେଁ ସାରା ଭାରତରେ ସଫଳତାର…

ଭାରତ ନ ଆସି ଚୁପଚାପ ଚୀନ ଚାଲିଗଲେ ଏଲନ ମସ୍କ, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: ଟେସଲା ସିଇଓ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ୍ସର ମାଲିକ ଏଲନ ମସ୍କ ରବିବାର ଦିନ ଚୀନ ଗସ୍ତ କରିଛନ୍ତି । ସମାଚର ଏଜେନ୍ସି ରଏଟର୍ସ ଏହି ମାମଲା ବିଷୟରେ ସୂଚନା ଦେଇଛନ୍ତି । ଏହା ଆଶ୍ଚର୍ଯ୍ୟଜନକ…

T-20 ବିଶ୍ୱକପରେ ଖେଳିବ ଭାରତର ଏହି ୧୫ ଜଣିଆ ଦଳ! ଏଥର ଜିତିବ ଟିମ ଇଣ୍ଡିଆ?

ନୂଆଦିଲ୍ଲୀ: ସାରା ଭାରତ ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତ ରହିଛି । ସେପଟେ ଟି-୨୦ ବିଶ୍ୱକପ ପାଇଁ ଦଳ ଚୟନରେ ବ୍ୟସ୍ତ ହୋଇଗଲାଣି ବିସିସିଆଇ । ଆଉ ୨-୩ ଦିନ ମଧ୍ୟରେ ବିଶ୍ୱକପ ପାଇଁ ଦଳ ଘୋଷଣା କରାଯିବ । ଦଳରେ କେଉଁ…

ଗୋପାଳଗଞ୍ଜରେ ଭୟଙ୍କର ସଡ଼କ ଦୁର୍ଘଟଣା: ଡ୍ରାଇଭର ସମେତ ତିନିଜଣ ଯବାନ ସହୀଦ, ଅନେକ ଆହତ

ନୂଆଦିଲ୍ଲୀ: ବିହାରର ଗୋପାଳଗଞ୍ଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଯେଉଁଠାରେ ଗୋପାଳଗଞ୍ଜରୁ ସୁପୌଲକୁ ଯାଉଥିବା ସୁରକ୍ଷା ବଳର ତିନିଟି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ…

ସାବଧାନ୍! ଆପଣଙ୍କ ଶରୀରରେ ଭିଟାମିନ୍ Dର ଅଭାବ ହେଲେ ହୋଇପାରନ୍ତି କ୍ୟାନ୍ସରର ଶିକାର

ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ଶରୀରରେ ସମସ୍ତ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ସଠିକ୍ ପରିମାଣରେ ରହିବା ଦ୍ୱାରା ଆପଣଙ୍କ ସୁସ୍ଥ ରୁହନ୍ତି ।…