CHARIDHAM
Browsing Category

Featured

(Video)ସମସ୍ତେ କହୁଥିଲେ ଗୋଡ଼ ଭଲ ହେବନି କିନ୍ତୁ SCBରେ ହେଲା ଗୋଦରା ଗୋଡର ସଫଳ ଅସ୍ତ୍ରୋପଚାର: ରୋଗୀ

ଓଡ଼ିଶା ଭାସ୍କର: ଫାଇଲେରିଆ ସହ ବିଭିନ୍ନ କାରଣରୁ ଗୋଦରା ଗୋଡ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଭଲ ଖବର। କାରଣ କଟକ ଏସ୍.ସି.ବି ମେଡିକାଲରେ ଗୋଦରା ଗୋଡର ଅସ୍ତ୍ରୋପଚାର କରି ସ୍ୱାଭାବିକ କରିବା ପାଇଁ…

ନିର୍ବାଚନ ଆଚରଣବିଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ବର ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଥିବାରୁ ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ ଶୁଣାଣି…

ଲୋକସଭା ନିର୍ବାଚନ ପୂର୍ବରୁ ଆଗାମୀ ୫ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କଲେ ପ୍ରଧାନମନ୍ତ୍ରୀ: ନିଜ ମନ୍ତ୍ରୀମାନଙ୍କୁ ଦେଲେ ଏହି ବଡ ଆଦେଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ସନରେ ଦେଖିବାକୁ ମିଳିଛି । ଆସନ୍ତା ୫ ବର୍ଷ ପାଇଁ ସେ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ବଡ ନିର୍ଦ୍ଦେଶ ଦେଇଛନ୍ତି । ସୂତ୍ରରୁ ମିଳିଥିବା…

ମହିଳା ଏକ ବର୍ଷରେ ମାଗଣାରେ ଭରିଛନ୍ତି ୨୨ ଲକ୍ଷ ଟଙ୍କାର ପେଟ୍ରୋଲ, ପମ୍ପରେ ତ୍ରୁଟିରୁ ଉଠାଇଥିଲେ ଫାଇଦା

ନୂଆଦିଲ୍ଲୀ: କଥାରେ କୁହନ୍ତି ମାଗଣା ମିଳିଲେ ଲୋକେ ପେଟ୍ରୋଲ ବି ପିଇଯିବେ । ଏଠି ଏହି କଥାଟି ବାସ୍ତବରେ ପରିଣତ ହୋଇଛି । ଆମେରିକାରେ ରହୁଥିବା ଜଣେ ୪୫ ବର୍ଷୀୟା ମହିଳା ଗୋଟିଏ ଟଙ୍କା ବି ଖର୍ଚ୍ଚ ନ କରି ଏକ ବର୍ଷରେ…

ଚାକିରି ଆଶାୟୀଙ୍କ ପାଇଁ ବଡ଼ ନିଯୁକ୍ତି ସୁଯୋଗ: ଦଶମ ପାସ୍ କରିଥିଲେ ନବୋଦୟ ବିଦ୍ୟାଳୟ ସମିତିରେ ମିଳିବ ଚାକିରି

ଓଡ଼ିଶା ଭାସ୍କର: ପୁଣି ଚାକିରି ଆଶାୟୀଙ୍କ ପାଇଁ ଆସିଛି ଆଉ ବଡ଼ ନିଯୁକ୍ତି ସୁଯୋଗ। ଗୋଟିଏ ନୁହେଁ କିମ୍ବା ୨ଟି ନୁହେଁ ଏକାବେଳେ ୧୩୭୭ଟି ପଦବୀ ପୂରଣ ପାଇଁ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ମାଧ୍ୟମରେ ଅଣ-ଶିକ୍ଷଣ…

ସିବିଏସଇ ପକ୍ଷରୁ ଆବେଦନ ଆରମ୍ଭ: ପୂରଣ ହେବ ସହକାରୀ ସଚିବ, ଆକାଉଣ୍ଟସ ଅଫିସର, ଅନୁବାଦକ ଅଫିସର ଓ ଆକାଉଣ୍ଟାଣ୍ଟ ପଦ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ରେଟାରୀ (ଆଡମିନିଷ୍ଟ୍ରେସନ), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଆକାଡେମିକ୍ସ),…

ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡ ପୂର୍ବ CM ଭୁପେଶ ବଘେଲଙ୍କ ବିରୋଧରେ FIR, ମହାଦେବ ବେଟିଂ ଆପ୍ ଯୋଗୁଁ ବଢ଼ିଲା ସମସ୍ୟା

ରାୟପୁର : ଛତିଶଗଡର ପୂର୍ବତନ ସିଏମ ଭୁପେଶ ବଘେଲଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ମହାଦେବ ବେଟିଂ ଆପ୍, ଠକେଇ, ବିଶ୍ୱାସଘାତ, ଜାଲିଆତି ଏବଂ ଅନ୍ୟାନ୍ୟ ମାମଲାରେ ତାଙ୍କ ବିରୋଧରେ ଅନେକ ମାମଲା ପଞ୍ଜୀକୃତ ହୋଇଛି ।…

ଘରଭଡ଼ା ଭତ୍ତା ସଂଶୋଧନ କଲେ ରାଜ୍ୟ ସରକାର: ମୂଳ ବେତନର ୧୬ ପ୍ରତିଶତ ଘରଭଡ଼ା ଭତ୍ତା ପାଇବେ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ଘରଭଡ଼ା ଭତ୍ତାରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏଣିକି ସପ୍ତମ ବେତନ କମିଶନ ଆଧାରରେ କର୍ମଚାରୀମାନେ ସଂଶୋଧିତ ବେତନ ପାଇବେ । ରାଜ୍ୟର ଭୁବନେଶ୍ୱର, କଟକ,…

ମାଳଦ୍ୱୀପରେ ନିର୍ବାଚନ ଲାଗି ଭାରତର ଏହି ରାଜ୍ୟରେ ହେବ ମତଦାନ, ଏହାର କାରଣ କ’ଣ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ମାଳଦ୍ୱୀପରେ ହେଉଥିବା ସଂସଦୀୟ ନିର୍ବାଚନ ଲାଗି ଭାରତର କେରଳରେ ବି ଭୋଟିଂ ହେବ । ଏହି ଦ୍ୱୀପ ଦେଶର ନିର୍ବାଚନ କମିଶନ ମତଦାତାଙ୍କ ଲାଗି ଥିରୁଅନନ୍ତପୁରମରେ ଭୋଟବାକ୍ସ ରଖିବେ । ଏ ବିଷୟରେ ସୂଚନା ଦେଇ…

ପଞ୍ଚାୟତ ସମିତି ସଦସ୍ୟ, ଉପାଧ୍ୟକ୍ଷଙ୍କ ଭତ୍ତା ଓ ପାରିଶ୍ରମିକ ପୁଣି ବଢ଼ିଲା: ପଞ୍ଚାୟତିରାଜ ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ କାର୍ଯ୍ୟରତ ବହୁ କର୍ମଚାରୀଙ୍କର ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଗତ ୧୨ ତାରିଖରେ…