Browsing Category
Featured
BIG BREAKING: ଘାଟିରୁ ୩୦ ଫୁଟ୍ ତଳକୁ ଓଲଟିଲା ଗାଡି, ୩୦ ଆହତ, ୧୦ ଗୁରୁତର
ଓଡ଼ିଶା ଭାସ୍କର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବାଙ୍କେଶ୍ଵରୀ ଘାଟିରେ ବଡ଼ ଧରଣର ଦୁର୍ଘଟଣା। ଘାଟିରୁ ଗାଡି ତଳକୁ ଓଲଟିବାରୁ ୪୦ ଜଣ ଯାତ୍ରୀ ଆହତ। ବାଙ୍କେଶ୍ଵରୀ ପୀଠରୁ ଫେରୁଥିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଥିବା…
ଏଥର ହୋଲିରେ ସୂର୍ଯ୍ୟ-ରାହୁ ଆଣୁଛନ୍ତି ଗ୍ରହଣ ଯୋଗ, ସାବଧାନ ରୁହନ୍ତୁ ଏହି ରାଶି
ଓଡ଼ିଶା ଭାସ୍କର: ରଙ୍ଗର ପର୍ବ ହୋଲିରେ ଏଥର ବାଧା ଉପୁଜିବ । କାରଣ ଏହିଦିନ ଚନ୍ଦ୍ର ଗ୍ରହଣ ବି ଲାଗୁଛି । ଏହାସହିତ ଏହି ସମୟରେ ମୀନ ରାଶିରେ ସୂର୍ଯ୍ୟ-ରାହୁଙ୍କ ଯୋଗ ହେଉଛି । ଏହାଦ୍ୱାରା କିଛି ରାଶିଙ୍କୁ ଅଶୁଭ ଫଳ…
BIG BREAKING: ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ
ଓଡ଼ିଶା ଭାସ୍କର: ପୁଣି ଡକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ। ଏହା ସହ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ସେମାନଙ୍କ ସହିତ ଦିଲ୍ଲୀ ଯାଇଛନ୍ତି। ବିଜେପି…
ପ୍ଲାଷ୍ଟିକ୍ ଚାଉଳ ତ ଖାଉନାହାନ୍ତି ଆପଣ? ଏହିପରି କରନ୍ତୁ ଚେକ୍
ଓଡ଼ିଶା ଭାସ୍କର: ଆଜିକାଲି ଖାଦ୍ୟସାମଗ୍ରୀରେ ବହୁତ ଭେଜାଲ କାରବାର ହେଉଛି । ଏବେ ମାର୍କେଟରେ ନକଲି ପ୍ଲାଷ୍ଟିକ ଚାଉଳ ମିଳୁଛି ଯାହା ପରିବେଶ ଓ ସ୍ୱାସ୍ଥ୍ୟ ଉଭୟ ଲାଗି କ୍ଷତିକାରକ । ଆପଣ ଏହାକୁ ଦେଖି ଜାଣିପାରିବେ ନାହିଁ…
ପ୍ରକାଶ ପାଇଲା ବିଜ୍ଞପ୍ତି: ଅଣସରକାରୀ ସହାୟତାପ୍ରାପ୍ତ କଲେଜରେ ପୂରଣ ହେବ ୭୮୬ଟି ଅଧ୍ୟାପକ ପଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଣସରକାରୀ ସହାୟତାପ୍ରାପ୍ତ କଲେଜମାନଙ୍କରେ ୭୮୬ଟି ଅଧ୍ୟାପକ ପଦ ପୂରଣ ହେବ । ଏନେଇ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୦ରୁ ଏଥିପାଇଁ…
(Video) Miss World 2024 ହାରିବା ପରେ ଏପରି କାନ୍ଦିଲେ ଭାରତୀୟ ପ୍ରତିଯୋଗୀ ସିନୀ ଶେଟ୍ଟୀ, ଭିଡିଓ ଦେଖିଲେ ହୋଇଯିବେ ଇମୋସନାଲ
ନୂଆଦିଲ୍ଲୀ: ୯ ମାର୍ଚ୍ଚରେ ମିସ ୱାର୍ଲଡ ୨୦୨୪କୁ ନିଜର ୱିନର ମିଳିଯାଇଛି । ଚଳିତ ବର୍ଷ ଖ୍ରୀଷ୍ଟିନା ପିସକୋଭା ମିସ ୱାର୍ଲଡ ମୁକୁଟ ପିନ୍ଧିଛନ୍ତି । ସେହିପରି ଲେବନାନର ଯାସ୍ମିନା ଫାର୍ଷ୍ଟ ରନର-ଅପ ହୋଇଛନ୍ତି । ତେବେ…
ନନ୍ଦନକାନନରେ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ୍ ଆଟ୍ ଜୁ’
ଭୁୁବନେଶ୍ୱର: ନନ୍ଦନକାନନ ପକ୍ଷରୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ଠାରୁ ଅର୍ଥାତ୍ ରବିବାର ମାର୍ଚ୍ଚ ୧୦ ତାରିଖ ଠାରୁ ବନ୍ୟପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ‘ନାଇଟ୍ ଆଉଟ୍ ଆଟ୍ ଜୁ’…
୩ ହଜାର ଆପ୍ରେଣ୍ଟିସ ପଦର ଆବେଦନ ଅବଧି ବୃଦ୍ଧି ଘୋଷଣା: ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଆସିଲା ଅପଡେଟ୍
ନୂଆଦିଲ୍ଲୀ: ଗତ ଫେବୃଆରୀ ମାସରେ ୩ ହଜାର ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ଫେବୃଆରୀ ମାସ ୨୧ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା…
ପଶ୍ଚିମବଙ୍ଗ ରାଜନୀତି: TMC ଲୋକସଭା ନିର୍ବାଚନ ତାଲିକାରୁ ଅଭିନେତ୍ରୀ ନୁସରତ ଆଉଟ ରଚନା ଇନ୍
କୋଲକତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ରବିବାର (ମାର୍ଚ୍ଚ ୧୦, ୨୦୨୪) ଲୋକସଭା ନିର୍ବାଚନ ୨୦୨୪ ପାଇଁ ତା'ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜଧାନୀ କୋଲକାତାରେ ଟିଏମସି ସୁପ୍ରିମୋଙ୍କ…
ଭାରତ-EFTA ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ୧୫ ବର୍ଷ ମଧ୍ୟରେ ନିବେଶ ହେବ ୧୦୦ ବିଲିୟନ ଡଲାର, ସୃଷ୍ଟି ହେବ ୧୦ ଲକ୍ଷ ଚାକିରି
ନୂଆଦିଲ୍ଲୀ: ଭାରତ ଓ ଚାରି ରାଷ୍ଟ୍ରର ୟୁରୋପିଆନ ଫ୍ରି ଟ୍ରେଡ ଆସୋସିଏସନ (ଏଫଟା) ମଧ୍ୟରେ ଆର୍ଥିକ କ୍ଷେତ୍ରରେ ଏକ ବଡ଼ ବୁଝାମଣା ସ୍ୱାକ୍ଷର କରାଯାଇଛି । ଏଫଟାରେ ସାମିଲ ଥିବା ଆଇସିଲାଣ୍ଡ, ଲିଚେନଷ୍ଟେନ, ନରୱେ ଓ…