Browsing Category
Featured
ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁରୁ ତିଆରି ହେବ ସୁନା; ଅତି ସହଜ ଉପାୟ ଆବିଷ୍କାର କଲେ ବୈଜ୍ଞାନିକ
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଦାମୀ ଧାତୁ ସୁନାକୁ ଏବେ ଅତି ସହଜ ଉପାୟରେ ପ୍ରସ୍ତୁତ କରାଯାଇପାରିବ। ବାସ୍ତବରେ ବୈଜ୍ଞାନିକମାନେ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁରୁ ସୁନା ତିଆରି ଏବଂ ପୁନଃବ୍ୟବହାର କରିବାର ଏକ ଉପାୟ…
ଏଣିକି ଜନ୍ମ ନେବେନି ଦିବ୍ୟାଙ୍ଗ ଶିଶୁ! ଲ୍ୟାବରେ ଶିଶୁ ଅଙ୍ଗ ପ୍ରସ୍ତୁତ କରୁଛନ୍ତି ବୈଜ୍ଞାନିକ
ନୂଆଦିଲ୍ଲୀ: ପୁଣିଥରେ ବିଜ୍ଞାନ କ୍ଷେତ୍ରରେ ବଡ଼ ଚମତ୍କାର ହୋଇଛି । ନବଜାତ ଶିଶୁଙ୍କ ଶାରୀରିକ ବିକାଶକୁ ନେଇ ଏକ ବଡ଼ ଉଦ୍ଭାବନ କରିଛି ବିଜ୍ଞାନ । ଏଣିକି ଦିବ୍ୟାଙ୍ଗ ଶିଶୁ ଜନ୍ମରେ ହ୍ରାସ ଦେଖିବାକୁ ମିଳିପାରେ । ଅନେକ…
ଗର୍ଭାଶୟରୁ ବାହାରିଲା ୧୭ କେଜିର ଟ୍ୟୁମର, କୋରାପୁଟ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର
ଓଡ଼ିଶା ଭାସ୍କର: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ(ଏସଏଲଏନ) ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଅସ୍ତ୍ରୋପଚାର ଦ୍ୱାରା ଜଣେ ମହିଳାଙ୍କ ଗର୍ଭାଶୟରୁ ୧୭ କେଲୋ ୨୭୦ ଗ୍ରାମ୍ ଓଜନର ଟ୍ୟୁମର…
ବାପା ଚାହିଁଲେ ବି ନିଜ ପୁଅ ନାଁରେ ୱିଲ୍ କରିପାରିବେନି ସବୁ ସମ୍ପତ୍ତି; ମୃତ୍ୟୁ ପରେ ଜଣାପଡ଼ିଲେ ବି ହୋଇପାରିବ ଚ୍ୟାଲେଞ୍ଜ
ଓଡ଼ିଶା ଭାସ୍କର : ସମୟ ସହିତ ତାଳ ଦେଇ ଆମ ସମାଜ ବି ଦ୍ରୁତ ଗତିରେ ବଦଳୁଛି । ଆଉ ଏହା ସହିତ ବଦଳୁଛି ଲୋକମାନଙ୍କ ଚିନ୍ତାଧାରା । ଯେଉଁଥି ପାଇଁ ପୁଅ ଓ ଝିଅଙ୍କ ମଧ୍ୟରେ ପାତର ଅନ୍ତର ପୂର୍ବ ଅପେକ୍ଷା ହ୍ରାସ ପାଇଛି ।…
ଅଶ୍ୱୀନଙ୍କ ସହ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ ଆଉ ଜଣେ କ୍ରିକେଟର: ସୃଷ୍ଟି ହେବ ନୂଆ ରେକର୍ଡ?
ନୂଆଦିଲ୍ଲୀ: ଯେକୌଣସି କ୍ରିକେଟରଙ୍କ ପାଇଁ ୧୦୦ତମ ଟେଷ୍ଟ ଖେଳିବା ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ହୋଇଥାଏ । ବିଶ୍ୱର ମାତ୍ର ୭୫ କ୍ରିକେଟର ଏହି ସ୍ୱପ୍ନ ସାକାର କରିବାରେ ସଫଳ ହୋଇଛନ୍ତି । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ…
ଚାକିରି ଓ ବ୍ୟକ୍ତିଗତ ଜୀବନକୁ ସନ୍ତୁଳନ ରଖି ପାରୁନାହାନ୍ତି କି ? ତେବେ ଆପଣାନ୍ତୁ ଏସବୁ ଟିପ୍ସ
ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ନିଜର ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ସନ୍ତୁଳନ ରଖି ପାରୁନାହାନ୍ତି, ଯେଉଁଥିପାଇଁ ସେମାନେ ଟେନସନ୍ ଓ ଚାପରେ ରହୁଛନ୍ତି । ଫଳରେ ପରବର୍ତ୍ତୀ ସମୟରେ ସେମାନେ ମାନସିକ ସ୍ଵାସ୍ଥ୍ୟ…
ନିଶା ସେବନରେ ଦେଶର ତୃତୀୟ ସ୍ଥାନରେ ଭୁବନେଶ୍ୱର, ପ୍ରମୁଖତାରେ ରହିଛି ମଦ ଓ ଗଞ୍ଜେଇ
ଓଡ଼ିଶା ଭାସ୍କର: ନିଶାକବଳରେ ରାଜଧାନୀ ଭୁବନେଶ୍ୱରର ଯୁବପିଢ଼ି। ତେବେ ବଜାରରେ ଯେତେ ପ୍ରକାରର ନିଶା ଉପଲବ୍ଧ ହେଉଛି ତାହା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଖୁବ ସେବନ ହେଉଛି। ଯାହା ଦ୍ୱାରା ନିଶା ସେବନରେ…
ଶରୀର ପାଇଁ କେତେ ଆବଶ୍ୟକ Vitamin B5 ? ଜାଣନ୍ତୁ ଏହାର ଅଭାବ ଯୋଗୁଁ କେଉଁ କେଉଁ ସମସ୍ୟା ସୃଷ୍ଟି ହୋଇପାରେ
ଭିଟାମିନ୍ A,B,C,D ଏବଂ E ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହେଲେ ଆପଣ ଚାଣିଛନ୍ତି କି ଏହା ବ୍ୟତିତ ଅନେକ ଭିଟାମିନ୍ ରହିଛି ଯାହାର କମି ହେବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏଥି ମଧ୍ୟରୁ ଗୋଟିଏ ହେଉଛି…
ପାକିସ୍ତାନରେ ପ୍ରବଳ ତୁଷାରପାତ-ବର୍ଷା; ୩୫ ମୃତ, ଭାଙ୍ଗିଲା ଶହ ଶହ ଘର
ନୂଆଦିଲ୍ଲୀ : ପାକିସ୍ତାନରେ ହଠାତ୍ ତୁଷାରପାତ ଓ ବର୍ଷା ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ଘଟିଛି । ବହୁ ସଂଖ୍ୟକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଅଛନ୍ତି । ଜମି ଖସିବା କାରଣରୁ ଅନେକ ଘର ମଧ୍ୟ…
Lockdownରେ ସ୍ପେଶାଲ ପାୱାର ସହ ଜନ୍ମ ନେଇଛନ୍ତି ଶିଶୁ! ଅନ୍ୟମାନଙ୍କ ଅପେକ୍ଷା କମ୍ ହେଉଛନ୍ତି ଅସୁସ୍ଥ
ଓଡ଼ିଶା ଭାସ୍କର: କରୋନା ସଂକ୍ରମଣ ସମୟରେ ଜନ୍ମ ନେଇଥିବା ଶିଶୁମାନଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଲକଡାଉନ୍ ସମୟରେ ଜନ୍ମ ନେଇଥିବା ଶିଶୁମାନଙ୍କ ଦେହରେ ଏକ ସ୍ୱତନ୍ତ୍ର ଶକ୍ତି ଥିବା କୁହାଯାଉଛି । ଅନ୍ୟ ପିଲାମାନଙ୍କ…