Browsing Category
Featured
ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ଓଡ଼ିଶା ଭାସ୍କର: ଗତକାଲି ପୁରୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଅଣହିନ୍ଦୁ। ଏହି ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ସିଂହଦ୍ୱାର ସାମ୍ନାରେ…
ବିଜେପି ନେତାମାନେ ବଦଳାଇଲେ ‘X’ ପ୍ରୋଫାଇଲ୍, ଦେଖନ୍ତୁ ଅମିତ ଶାହା ଏବଂ ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ନେତାଙ୍କ ନୂଆ ନାମ କ’ଣ?
ନୂଆଦିଲଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ବିଜେପିର ସମସ୍ତ ଆଗଧାଡିର ନେତାମାନେ ସେମାନଙ୍କ ଏକ୍ସ ହ୍ୟାଣ୍ଡେଲର ପ୍ରୋଫାଇଲ ବଦଳାଇଛନ୍ତି । ଏହି ପରିବର୍ତ୍ତନ ହଠାତ୍ ଘଟିଛି ଏବଂ ସାରା ଦେଶରେ ବିଜେପି ନେତା ତଥା ଦଳର…
ଜେଲ୍ରୁ ଖସିଗଲେ ୪,୦୦୦ ଦୁର୍ଦ୍ଦାନ୍ତ ଅପରାଧୀ, ଦେଶରେ ଜାରି ହେଲା କର୍ଫ୍ୟୁ
ନୂଆଦିଲ୍ଲୀ: ହାଇତିରୁ ଦୀର୍ଘଦିନ ଧରି ହିଂସାତ୍ମକ ଘଟଣାମାନ ସାମ୍ନାକୁ ଆସୁଛି । ରବିବାର ରାତିରେ ଏଠାରେ ଏପରି ଉଗ୍ର ପ୍ରଦର୍ଶନ ହେଲା କି ଜେଲ୍ କୋଠରୀର ବି ତାଲା ଭାଙ୍ଗିଦିଆଗଲା । ଫଳରେ ୪ ହଜାର ଦୁର୍ଦ୍ଦାନ୍ତ ଅପରାଧୀ…
IND vs ENG ଶେଷ ଟେଷ୍ଟରେ କାହାକୁ ମିଳିବ ସୁଯୋଗ? କ’ଣ ରହିବ ଭାରତର Playing-11
ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ପାଇଁ ପ୍ରସ୍ତୁତ ରହିଛି ଟିମ ଇଣ୍ଡିଆ । ସିରିଜର ୪ଟି ଟେଷ୍ଟରୁ ୩-୧ରେ ସିରିଜ ହାତେଇ ସାରିଥିବା ବେଳେ ଭାରତ ଏହାକୁ ୪-୧ରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ।…
ମହାଶିବରାତ୍ରୀରେ ଭୋଲେନାଥଙ୍କୁ କିପରି କରିବେ ପ୍ରସନ୍ନ, ଜାଣନ୍ତୁ
ସନାତନ ପରମ୍ପରା ଅନୁଯାୟୀ ମହାଶିବରାତ୍ରୀକୁ ହିନ୍ଦୁମାନଙ୍କର ସବୁଠାରୁ ପବିତ୍ର ପର୍ବ ଭାବରେ ବିବେଚନା କରାଯାଏ । ଏହି ସମୟରେ ଭୋଲେନାଥଙ୍କ ପୂଜା ବିଶେଷ ମହତ୍ତ୍ୱ ରଖେ । ମହାଶିବରାତ୍ରୀ ଅବସରରେ ମହାଦେବଙ୍କ ଭକ୍ତମାନେ…
ପୋଷ୍ଟ ଅଫିସ୍ ଦେଉଛି ଅତିରିକ୍ତ ଆୟର ସୁଯୋଗ, ପ୍ରତି ମାସରେ ଗ୍ୟାରେଣ୍ଟି ସହ କରିବେ ଏତିକି ଆୟ
ନୂଆଦିଲ୍ଲୀ:ଆମେ ସମସ୍ତେ ସର୍ବଦା ଅତିରିକ୍ତ ଆୟ ସନ୍ଧାନରେ ରହିଥାଉ । ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ହେଉ କିମ୍ବା ଜରୁରୀ ସମୟରେ ଭରଣା କରିବା ପାଇଁ ହେଉ ଆମେ ବିଭିନ୍ନ ସଞ୍ଚୟ ଯୋଜନାରେ ଟଙ୍କା ନିବେଶ କରିଥାଉ ।…
କମ୍ ବୟସରେ କାହିଁକି ହୁଏ ମୃତ୍ୟୁ? ରିସର୍ଚ୍ଚ ଦର୍ଶାଇଲା ଏହିସବୁ କାରଣ
ଆପଣ ପାଣିର ମହତ୍ତ୍ୱ ବିଷୟରେ ତ ନିଶ୍ଚିତ ପଢ଼ିଥିବେ ବା ଶୁଣିଥିବେ । ଶରୀର ପାଇଁ ପାଣି କେତେ ଜରୁରୀ, ତାହା ଆପଣ ଭଲଭାବରେ ଜାଣିଛନ୍ତି । ଅନେକ ଥର ଡାକ୍ତରମାନେ ମଧ୍ୟ ଆପଣଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ କହିଥିବେ ।…
ଯଦି ଆପଣଙ୍କର ଡାଇବେଟିସ୍ ଅଛି, ତେବେ କିପରି ଖାଇବେ ଭାତ ? ଡାକ୍ତର କହିଲେ ରୋଷେଇ ଟିପ୍ସ (Video)
ମଧୁମେହ ହେଉଛି ଏକ ଜଟିଳ ରୋଗ, ଯାହା ଥରେ କାହାକୁ ହୋଇଗଲେ, ସାରା ଜୀବନ ଅସୁବିଧାରେ ପକାଇଥାଏ । ଯେତେବେଳେ ଜଣେ ମଧୁମେହ ରୋଗରେ ଆକ୍ରାନ୍ତ ହୁଏ, ସେତେବେଳେ ଖାଇବା ପିଇବା ବିଷୟରେ ବହୁତ ଯତ୍ନ ନେବାକୁ ପଡେ, ନଚେତ୍…
ଖାଦ୍ୟ ଦେଖିଲେ ଲାଗୁଛି ଡର, ଏପରି ଭୟଙ୍କର ଲକ୍ଷଣ ଥିବା ରୋଗରେ ଶିକାର ୩ ବର୍ଷର ଶିଶୁ
ନୂଆଦିଲ୍ଲୀ: ଦୁନିଆରେ ଆମେ ବହୁ ବିଚିତ୍ର ଘଟଣାମାନ ଦେଖିଛୁ । କେତେବେଳେ କୌଣସି ବ୍ୟକ୍ତିକୁ ପାଣି ଦେଖିଲେ ଭୟ ଲାଗିଥାଏ ତ ପୁଣି କେତେବେଳେ କାହାକୁ ଅନ୍ଧାରକୁ ଭୟ ଲାଗିଥାଏ । କିନ୍ତୁ ଆପଣ କେବେ ଏପରି ଭୟ ବିଷୟରେ…
ମହିଳାଙ୍କ ପାଇଁ ବଡ଼ ଘୋଷଣା: ମାସିକ ୧୦୦୦ ଟଙ୍କା ପ୍ରଦାନ କରିବେ ସରକାର
ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ପ୍ରତି ମାସ ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ରାଜଧାନୀ ଦିଲ୍ଲୀର ଅର୍ଥମନ୍ତ୍ରୀ ଆତିଶି ମାର୍ଲେନା ସୋମବାର…