Browsing Category

Featured

କୃଷକଙ୍କ ଲାଗି ପଶୁଧନ ହେବ ଆୟର ବଡ ମାଧ୍ୟମ, ଦେଶର ବିଭିନ୍ନ ସ୍ଥାନରେ ଖୋଲିବ ଚାରା ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ପଶୁମାନଙ୍କୁ ଭଲ ଓ ଗୁଣବତ୍ତା ବିଶିଷ୍ଟ ଆହାର ଦେବା ପାଇଁ ମୋଦୀ ସରକାର ଚାରା ବ୍ୟାଙ୍କ ନିର୍ମାଣ କରିବାକୁ ଯାଉଛନ୍ତି । ଗାଈ, ମଇଁଷି,ଛେଳି, ଗଧ, ଓଟ, ଘୋଡା ଆଦି ବିଭିନ୍ନ ପଶୁଙ୍କ ସଂଖ୍ୟା ହିସାବରେ…

ଆଜି ବିଜେପିରେ ସାମିଲ ହେବେ ପ୍ରଶାନ୍ତ ଜଗଦ୍ଦେବ: ସୂଚନା ଦେଲେ ଚିଲିକା ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ଏବେଠାରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ…

ନିର୍ବାଚନ ପୂର୍ବରୁ ବାଇଡେନଙ୍କୁ ନେଇ ବଡ ଖବର, ରାଷ୍ଟ୍ରପତି ପଦ ପାଇଁ ଫିଟ୍ କି ନୁହଁନ୍ତି ଡାକ୍ତର ଦେଲେ ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାରେ ନଭେମ୍ବର ୨୦୨୪ରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜୋ ବାଇଡେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆମେରିକା ଡାକ୍ତର ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟର ବାର୍ଷିକ ପରୀକ୍ଷଣ…

ବୈଜ୍ଞାନିକଙ୍କ ସତର୍କତା; ଯଦି ଗ୍ଲୋବାଲ ୱାର୍ମିଂ ଆଉ ୩° C ବୃଦ୍ଧି ପାଏ, ତେବେ ହିମାଳୟର ୯୦% ଅଞ୍ଚଳ ଶୁଖିଯିବ

ନୂଆଦିଲ୍ଲୀ: ପାଣିପାଗର ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ କାରଣରୁ ଅନେକ ଦେଶରେ ଏବେଠୁ ସଙ୍କଟ ଦେଖାଦେଲାଣି। ଏହାରି ଭିତରେ ଏକ ନୂଆ ଗବେଷଣାରୁ ଭୟଙ୍କର କଥା ସାମ୍ନାକୁ ଆସିଛି । ନୂଆ ଗବେଷଣା ଅନୁଯାୟୀ, ଗ୍ଲୋବାଲ…

ଦେଶବ୍ୟାପି ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ ଲାଗି ପ୍ରସ୍ତୁତ ହେଉଛନ୍ତି ରେଳ କର୍ମଚାରୀ, କ’ଣ ରହିଛି ଦାବୀ

ନୂଆଦିଲ୍ଲୀ: ପୁରୁଣା ପେନସନ ପୁନରୁଦ୍ଧାର ଦାବୀରେ ଦେଶବ୍ୟାପି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ହେବାକୁ ଯାଉଛି । ଏଥର ରେଳବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀ ଧର୍ମଘଟ କରିବାକୁ…

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ବିଜେପି ସହ-ପ୍ରଭାରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟର କିଛି କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା…

ହିମାଚଳ ପ୍ରଦେଶ: କ୍ରସ୍ ଭୋଟିଂ କରିଥିବା ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କଲେ ବାଚସ୍ପତି

ନୂଆଦିଲ୍ଲୀ: ଗତ ୨୭ ତାରିଖରେ ରାଜ୍ୟସଭା ନିର୍ବାଚନର ମତଦାନ ସମୟରେ ହିମାଚଳ ପ୍ରଦେଶରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଆବଶ୍ୟକ ବିଧାୟକ ଥାଇ ମଧ୍ୟ କ୍ରସ୍ ଭୋଟିଂ କାରଣରୁ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଘଭୀ…

ପ୍ରତି ୪ ବର୍ଷରେ କାହିଁକି ଆସିଥାଏ Leap Year ? ଫେବୃଆରୀ ମାସରେ 29 ଦିନ ରହିବା ପଛରେ ଜାଣନ୍ତୁ ଇତିହାସ

ଓଡ଼ିଶା ଭାସ୍କର: ଚଳିତ ବର୍ଷର ଫେବୃଆରୀ ମାସ ବିଶେଷ ଅଟେ । ଏଥର ଫେବୃଆରୀ ମାସରେ ୨୯ ଦିନ ରହିଛି । ଆପଣମାନେ ଅନେକ ଥର ଚିନ୍ତା କରିଥିବେ ଯେ ଅନ୍ୟ ମାସ ପରି ଫେବୃଆରୀ ମାସରେ ୩୧ ଦିନ କାହିଁକି ନାହିଁ ? ପ୍ରତି ୪ ବର୍ଷରେ…

ରାଜ୍ୟ ଅର୍ଥନୀତିରେ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ: ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାଜର ବିଭିନ୍ନର ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏହା ମଧ୍ୟରେ ପ୍ରାଣୀଙ୍କର ଚିକିତ୍ସା ସେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ…

RBIର ବଡ଼ କାର୍ଯ୍ୟାନୁଷ୍ଠାନ: SBI ଉପରେ ୨ କୋଟି ଜରିମାନା, ଆଉ ଏକ ବ୍ୟାଙ୍କର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଅନେକ ସମୟରେ ଦେଶର ବିଭିନ୍ନ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ନିୟମ ଖିଲାପି ଓ ଅନ୍ୟ କିଛି କାରଣରୁ କିଛି ବ୍ୟାଙ୍କର ଲାଇସେନ୍ସ ରଦ୍ଦ…