Browsing Category

Featured

Debit ନୁହେଁ Credit Cardରେ ମିଳୁଛି ଏହି ୫ଟି ଫାଇଦା, ସଞ୍ଚୟ କରିପାରିବେ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ଡେବିଟ୍ କାର୍ଡ ତୁଳନାରେ କ୍ରେଡିଟ୍ କାର୍ଡର ବ୍ୟବହାର ଅଧିକ ହୋଇଯାଇଛି। ଏହାର କାରଣ ହେଉଛି ଅନେକ ସୁବିଧା ଅଛି ଯାହା କେବଳ କ୍ରେଡିଟ୍ କାର୍ଡ ସହିତ ଉପଲବ୍ଧ। ଏହା ମାଧ୍ୟମରେ ଆପଣ ସହଜରେ ବହୁ ଅର୍ଥ…

‘ବିବାହ’ ମହିଳାଙ୍କୁ ଚାକିରିରୁ ବାହାର କରିବାର କାରଣ ହୋଇପାରିବ ନାହିଁ… ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କ ବିବାହ ତାଙ୍କୁ କୌଣସି ଚାକିରିରୁ ବାଦ୍ ଦେଇପାରିବ ନାହିଁ । ସେମାନଙ୍କ ଚାକିରି ଏବଂ ଘରୋଇ କାର୍ଯ୍ୟକୁ ଅଯୋଗ୍ୟତାର ଅଧାର ବୋଲି କହୁଥିବା ନିୟମକୁ ସମ୍ବିଧାନର ବିରୋଧ ବୋଲି କହି ରାୟ…

(Video) ଶାହରୁଖ ଖାନ ଏବଂ ନୟନତାରା ଜିତିଲେ ‘ଯବାନ’ ପାଇଁ ଦାଦାସାହେବ ଫାଲକେ ବେଷ୍ଟ ଆକ୍ଟର ଆୱାର୍ଡ, ଏହି ତାରକାମାନେ ମଧ୍ୟ ମାରିଲେ ବାଜି

ନୂଆଦିଲ୍ଲୀ: ଦେଶର ସବୁଠାରୁ ପ୍ରତିଷ୍ଠିତ ପୁରଷ୍କାର ମଧ୍ୟରେ ଦାଦା ସାହେବ ଫାଲକେ ଇଣ୍ଟରନାସନାଲ ଆୱାର୍ଡ ଅନ୍ୟତମ । ଆୱାର୍ଡ ପ୍ରଦାନର କାର୍ଯ୍ୟକ୍ରମ ମଙ୍ଗଳବାର ସଂଧ୍ୟାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ…

ଭାରତୀୟ ଲାଇସେନ୍ସରେ ଆମେରିକାରେ ଚଲାଇପାରିବେ ଗାଡ଼ି, ଜାଣନ୍ତୁ କ’ଣ ରହିଛି ନିୟମ ?

ନୂଆଦିଲ୍ଲୀ: ଆଜିକାଲି ଅନେକ ଭାରତୀୟ ପଢ଼ାପଢ଼ି ହେଉ କିମ୍ବା ଚାକିରି, ବିଦେଶ ଯିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ବିଶେଷ କରି ଆମେରିକାରେ ଭାରତୀୟଙ୍କ ସଂଖ୍ୟା ଅଧିକ । ଆମେରିକା ଯିବାପାଇଁ ଆଗ୍ରହୀ ଥିବା ଅନେକଙ୍କ…

Mumbai Indiansରୁ ବିଦାୟ ନେବେ ରୋହିତ ଶର୍ମା! IPL ’25ରୁ ଅନ୍ୟ ଦଳରେ ସାମିଲ ହୋଇପାରନ୍ତି ହିଟମ୍ୟାନ୍

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏଥିପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଖେଳାଳିମାନେ ମଧ୍ୟ ନିଜର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏହାମଧ୍ୟରେ…

ପାକିସ୍ତାନରେ ନୂତନ ସରକାର ଗଠନ ପାଇଁ ରାସ୍ତା ସଫା, ଶହବାଜ ହେବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଡିଟେଲ୍ସ

ଇସଲାମାବାଦ: ପାକିସ୍ତାନ ପିପୁଲ୍ସ ପାର୍ଟୀ ଏବଂ ପାକିସ୍ତାନ ମୁସଲିମ ଲିଗ-ନୱାଜ ପାକିସ୍ତାନ ମଧ୍ୟରେ ଏକ ନୂତନ ମିଳିତ ସରକାର ଗଠନ ପାଇଁ ଅନେକ ଦିନରୁ ଆଲୋଚନା ଚାଲୁଥିଲା । ଶେଷରେ ମଙ୍ଗଳବାର ଦିନ ଏମାନଙ୍କ ମଧ୍ୟରେ ଏକ…

ବୁଦ୍ଧ ଗୋଚର: ବୃଦ୍ଧି ହେବ ଆୟ, କ୍ୟାରିୟରରେ ମିଳିବ ସଫଳତା, ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ ଲାଭ

ଓଡ଼ିଶା ଭାସ୍କର: ଗ୍ରହର ରାଜକୁମାର ହେଉଛନ୍ତି ବୁଦ୍ଧ । ଫେବୃଆରୀ ୨୦ ସକାଳ ୫ଟା ୪୮ ମିନିଟରେ ସେ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି । ବୁଦ୍ଧି, ଚିନ୍ତାଧାରା, ଶିକ୍ଷା, ବିତର୍କ ଏବଂ ପବ୍ଲିକ୍ କମ୍ୟୁନିକେସନ୍ ପାଇଁ…

୧୬ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ଖାତା ଦେଖା: ସରିଲା ପ୍ରଥମ ଦିନର ମାଟ୍ରିକ ବୋର୍ଡ ପରୀକ୍ଷା

ଭୁବାନେଶ୍ୱର: ଶେଷ ହୋଇଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଖୁବ୍ ଭଲ ହୋଇଥିବା ପ୍ରକାଶ କରିଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ପ୍ରଶ୍ନପତ୍ରକୁ ନେଇ ସେମାନେ ମଧ୍ୟ ବେଶ୍…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୮ ଜଣଙ୍କ ମୃତ୍ୟୁ

ଓଡ଼ିଶା ଭାସ୍କର: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଅଜଣା ଗାଡ଼ି ଧକ୍କାରେ ଏକ ଭ୍ୟାନ୍ ଦୁର୍ଘଟଣାର ଶିକାର ହୋଇଛି । ଫଳରେ ୮ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ଲଖିସରାଇ-ସିକନ୍ଦରା ମୁଖ୍ୟ…

ଅନଲାଇନ୍ ଆବେଦନ ଆରମ୍ଭ: ଲାଇବ୍ରେରିଆନ, ଆସିଷ୍ଟାଣ୍ଟ ଆନାଲିଷ୍ଟ ଓ ପ୍ରାଇମେରୀ ଇନଭେଷ୍ଟିଗେଟର ପଦ ପାଇଁ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ କିଛି ପଦ ପୂରଣ ପାଇଁ ଗତ ଡିସେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା…