Browsing Category

Featured

ଭାଲେଣ୍ଟାଇନ୍ ଡେ’ରେ ହୋଇପାରେ ରୋମାନ୍ସ ସ୍କାମ୍‌, AI ଜରିଆରେ ସାଇବର ଅପରାଧୀ ବିଛାଇଛନ୍ତି ଜାଲ

ନୂଆଦିଲ୍ଲୀ: ଏବେ ଚାଲିଛି ଭାଲେଣ୍ଟାଇନ୍ ୱିକ୍ । ଏହି ସମୟରେ ପ୍ରେମୀ ଯୁଗଳ ପରସ୍ପରକୁ ନେଇ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରିବାରେ ବ୍ୟସ୍ତ । କିନ୍ତୁ ସାଇବର ଅପରାଧୀ ବି ଏହାର ଫାଇଦା ଉଠାଇବାକୁ ନୂଆ ନୂଆ ଯୋଜନା…

କାନ୍ଧର ଯନ୍ତ୍ରଣାକୁ କରନ୍ତୁନି ଅଣଦେଖା, ହୋଇପାରେ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ

ଅନେକ ଥର ଆମେ ଶରୀରର ଛୋଟ ସମସ୍ୟାକୁ ଅଣଦେଖା କରିବାରେ ଭୁଲ୍ କରିଥାଉ । ଆମେ ଭାବୁ ଯେ ଏହି ସମସ୍ୟାଗୁଡିକ ସାଧାରଣ, ଯାହା କିଛି ସମୟ ପରେ ଆପେ ଆପେ ଭଲ ହୋଇଯିବ । ଆମର ଏହି ଅସାବଧାନତା ଯୋଗୁ ଶରୀରରେ ରୋଗର ବିସ୍ତାର…

କ୍ରୀଡ଼ା ଜଗତରୁ ଆସିଲା ଦୁଃଖ ଖବର: ଭାରତର ସବୁଠାରୁ ବୟସ୍କ କ୍ରିକେଟର ଦତ୍ତାଜୀରାଓ ଗାୟକୱାଡଙ୍କ ପରଲୋକ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । ଭାରତର ସବୁଠାରୁ ବୟସ୍କ କ୍ରିକେଟର ଭାବେ ପରିଚିତ ଦତ୍ତାଜୀରାଓ ଗାୟକୱାଡଙ୍କ ପରଲୋକ ଘଟିଛି । ଶ୍ରୀ ଗାୟକୱାଡ ୯୫ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ…

ବିଜେପିରେ ସାମିଲ ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଗତ ୧୨ ତାରିଖ ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡ଼ିଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ନ ପୂରୁଣୁ ଅଶୋକ ପଦ୍ମ ଧରିଛନ୍ତି । ଆଜି ଅଶୋକ ବିଧିବଦ୍ଧ ଭାବେ…

OPSC ପକ୍ଷରୁ ସୂଚନା: ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରିନ୍ସପାଲ ପଦ ପାଇଁ ଆବେଦନ କରିଥିବା ଦୁଇ ଜଣଙ୍କ ପ୍ରାର୍ଥୀତ୍ୱ ରିଜେକ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରିନ୍ସପାଲ ପଦ ପାଇଁ ଆବେଦନ କରିଥିବା ଦୁଇଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ରିଜେକ୍ଟ ହୋଇଯାଇଛି । ୨୦୨୩/୨୪ର ବିଜ୍ଞାପନ ନଂ-୧୮ରେ କୁ ନେଇ ଆସିଛି ଏହି…

କୃଷକ ଆନ୍ଦୋଳନ; ଶମ୍ଭୁ ବର୍ଡରରେ ପରିସ୍ଥିତି ଅଣାୟତ, ଡ୍ରୋନ୍‌ରେ ପକାଗଲା ଲୁହବୁହା ଗ୍ୟାସ୍ ଗୋଳା

ଚଣ୍ଡୀଗଡ: କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ହରିୟାଣାର ଶମ୍ଭୁ ବର୍ଡରରେ ହଙ୍ଗାମା ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ହରିୟାଣା ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ସ୍ପ୍ରେ କରାଯାଇଛି । ଏହାପରେ…

PKL 2024: ବଡ଼ ବିଜୟ ସହ ସେମିଫାଇନାଲରେ ପହଞ୍ଚିଲା ଜୟପୁର ପିଙ୍କ ପାନ୍ଥର୍ସ

ନୂଆଦିଲ୍ଲୀ: ପ୍ରୋ କବାଡ଼ି ଲିଗ (ପିକେଏଲ) ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଉତ୍ତରପ୍ରଦେଶ ଯୋଦ୍ଧା ବିପକ୍ଷରେ ୬୭-୩୦ ବ୍ୟବଧାନରେ ଏକ ବଡ଼ ବିଜୟ ହାସଲ କରିଛି ଜୟପୁର ପିଙ୍କ ପାନ୍ଥର୍ସ । ଅର୍ଜୁନ ଦେଶୱାଲ ପୁଣି ଥରେ…

UAE ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ ମୁଁ ନିଜ ଭାଇଙ୍କୁ ଭେଟିବାକୁ ବେଶ୍ ଉତ୍ସୁକ ରହିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ଆରବ ଏମିରେଟସ୍ (UAE) କୁ ଦୁଇ ଦିବସୀୟ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି…

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି: ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି, ଉପକୃତ ହେବେ ପାଖାପାଖି ୫ ଲକ୍ଷ ପିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏଣିକି…

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍‌ର ଆପତ୍ତି, ମୁଖ୍ୟ ବିଚାରପତି ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ କାରଣରୁ ସାଧାରଣ ଜନଜୀବନ ଉପରେ ପଡୁଥିବା ପ୍ରଭାବକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏହା ଉପରେ ହସ୍ତକ୍ଷେପ କରିବାକୁ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ…