Browsing Category

Featured

ଅଜଣା କଥା: ୧ ଲିଟର ପେଟ୍ରୋଲରେ ସରକାରଙ୍କୁ ମିଳୁଛି ଏତିକି ଲାଭ: ଜାଣି ରଖନ୍ତୁ ଏହି ହିସାବ

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଅପରିବର୍ତ୍ତିତ ରହିଛି ପେଟ୍ରୋଲ-ଡିଜେଲ ଦର । ଋଷ-ୟୁକ୍ରେନ ଯୁଦ୍ଧ ପରେ ତେଲ ଦର ପୃଦ୍ଧି ପାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ତେଲର ଦାମ୍ ବଢିବା ପରେ ଦେଶର ତୈଳ କମ୍ପାନୀଗୁଡିକ ମଧ୍ୟ…

ରାଜଧାନୀରେ ଏହିସବୁ ଯାନର ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧ, କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ:ଦିଲ୍ଲୀ-ଏନସିଆର୍‌ରେ ଏୟାର କ୍ୱାଲିଟି ଅଧିକ ଖରାପ ହୋଇଯାଇଥିବା କାରଣରୁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଅତ୍ୟାବଶ୍ୟକ ନ ଥିବା ବହୁ ନିର୍ମାଣ କାର୍ଯ୍ୟ, ବିଏସ୍ ୩ ପେଟ୍ରୋଲ ଓ ବିଏସ୍ ୪…

ଟି-୨୦ ବିଶ୍ୱକପରେ ଖେଳିବେ ଭୁବନେଶ୍ୱର କୁମାର? ରଣଜୀ ଟ୍ରଫିରେ ଦମଦାର ବୋଲିଂ କରି ଦେଖାଇଲେ ଦମ୍

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାର ଏବେ ଦଳରୁ ବାଦ୍ ପଡ଼ିଛନ୍ତି । ଟିମ ଇଣ୍ଡିଆରେ ସୁଯୋଗ ନ ମିଳିବାରୁ ବର୍ତ୍ତମାନ ରଣଜୀ ଟ୍ରଫି ଖେଳୁଛନ୍ତି ସ୍ୱିଙ୍ଗର ରାଜକୁମାର । ୬ ବର୍ଷ ପରେ ରଣଜୀ ଟ୍ରଫିକୁ…

(video)ହେମା ମାଳିନୀ ଅଯୋଧ୍ୟାରେ ପ୍ରସ୍ତୁତ କରିବେ ନୃତ୍ୟ ନାଟିକା, ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ବଲିଉଡ୍ ଡ୍ରିମ୍ ଗାର୍ଲରୁ ନେତା ହୋଇଥିବା ହେମା ମାଳିନୀ କେବଳ ଜଣେ ଦକ୍ଷ ଅଭିନେତ୍ରୀ ନୁହଁନ୍ତି ଜଣେ ଦକ୍ଷ ନୃତ୍ୟାଙ୍ଗନା ମଧ୍ୟ । ବିଜେପି ନେତ୍ରୀ ହେମା ମାଳିନୀ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦିବସରେ…

Budget 2024: କୃଷକ ଏବଂ କରଦାତାଙ୍କୁ ମିଳିବ ଆଶ୍ୱସ୍ତି, ଜନତାଙ୍କ ପାଇଁ କଣ ରହିବ ଉପହାର, ବିଶେଷଜ୍ଞଙ୍କ ଖୁଲାସା

ନୂଆଦିଲ୍ଲୀ: ବର୍ତ୍ତମାନ ସାଧାରଣ ବଜେଟ୍ ପାଇଁ ମାତ୍ର ୧୫ ଦିନ ବାକି ଅଛି। ଏହାପୂର୍ବରୁ ବଜେଟରେ ମିଳିବାକୁ ଥିବା ଅଶ୍ଵସ୍ତି ଏବଂ ଉପହାର ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ,…

କେବଳ ଗାଣିତିକ ମାପରେ ଆଇନକୁ ଓଜନ କରାଯାଇପାରିବ ନାହିଁ: ଅପହରଣ ଓ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ଖଲାସ କଲେ କୋର୍ଟ

ନୂଆଦିଲ୍ଲୀ: ନାବାଳିକା ଅପହରଣ ଓ ବଳାତ୍କାର ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, କେବଳ ଗାଣିତିକ ମାପରେ ଆଇନକୁ ଓଜନ କରାଯାଇପାରିବ ନାହିଁ । କୋର୍ଟ କହିଛନ୍ତି ଯେ ଯେତେବେଳେ ପିଲାମାନଙ୍କର ସୁଖ, ଜୀବନ ଏବଂ…

ଆଗ ଗୁପଚୁପ ମୁଁ ଖାଇବି… ଏଇ କଥାକୁ ନେଇ ରାଜରାସ୍ତାରେ ଯୁବତୀଙ୍କ ମାରପିଟ୍

ଭୁବନେଶ୍ୱର: ଗୁପଚୁପ ଲୋଭରେ ଆରମ୍ଭ ହେଲା ତୁମୁଳକାଣ୍ଡ । ଆଗେ ଗୁପଚୁପ କିଏ ଖାଇବ, ସେ କଥାକୁ ନେଇ ପାଟିତୁଣ୍ଡ, ଆଉ ତା’ପରେ କାମୁଡ଼ା କାମୁଡ଼ି, ଚୁଟି ଝିଙ୍କାଝିଙ୍କି ହୋଇ ରାଜରାସ୍ତାରେ ଗଡ଼ିଗଲେ ଯୁବତୀ । ଭୁବନେଶ୍ୱରର…

ସାଇବର ଠକେଇର ନୂଆ ଫର୍ମୁଲା: e-SIM ତିଆରି କରି ଉଡାଇ ନେଉଛନ୍ତି ସମସ୍ତ ଡାଟା

ନୂଆଦିଲ୍ଲୀ: ଆଜିର ସମୟରେ ସାଇବର ଠକେଇରୁ ଦୂରେଇ ରହିବା କଷ୍ଟକର ହୋଇପଡିଛି, ସେମାନଙ୍କୁ ଏଡାଇବା ପାଇଁ ଏକମାତ୍ର ଉପାୟ ହେଉଛି ସର୍ବଦା ସତର୍କ ରହିବା। ଯଦି ଆପଣ ଟିକିଏ ଅନ୍ୟମନସ୍କ ରୁହନ୍ତି, ତେବେ ଆପଣ ସାଇବର ଠକେଇ…

ଏପରି ଭାବରେ ନିଅନ୍ତୁ ଆଖିର ଯତ୍ନ, ବଢ଼ିଯିବ ଦୃଷ୍ଟି ଶକ୍ତି

ଶରୀରରେ ମାଂସପେଶୀ ଠିକ୍ ଭାବରେ କାର୍ଯ୍ୟ ନକଲେ ଆପଣ ଦୁର୍ବଳ ହେବାକୁ ଲାଗିଥା’ନ୍ତି । ଶରୀରର ଅନ୍ୟ ସମସ୍ତ ମାଂସପେଶୀ ପରି ଆଖିର ମାଂସପେଶୀକୁ ମଧ୍ୟ ବ୍ୟାୟାମର ଆବଶ୍ୟକତା ପଡ଼ିଥାଏ । ଏହି ବ୍ୟାୟାମ ଦ୍ୱାରା ଆଖି ଠିକ୍…

ଶିଶୁର କଟାମୁଣ୍ଡ ଉଦ୍ଧାର, କୁକୁର ଧରି ବୁଲୁଥିବାର ଦେଖିଥିଲେ ଗ୍ରାମବାସୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣଙ୍କ ଘର ପଛ ବାଡିରୁ କଟାମୁଣ୍ଡ ଉଦ୍ଧାର ହୋଇଛି । ଏହା ଯାଜପୁର ରୋଡ୍ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁର ଘଟଣା । ଏଠାରେ ଏକ ଶିଶୁର…