
Browsing Category
Featured
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ବିଜେପିର ରହିଛି ଏହି ମେଗା ପ୍ଲାନ୍, ଟାର୍ଗେଟ୍ ସ୍ଥିର ହୋଇସାରିଲାଣି
ନୂଆଦିଲ୍ଲୀ: ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ କରିବା ପରେ ବିଜେପି ୨୦୨୪ ଲୋକସଭା ନିର୍ବାଚନ ଲାଗି ଜୋରଦାର ପ୍ରସ୍ତୁତିରେ ଲାଗିଯିବ । ଏଥିପାଇଁ ବିଜେପି ମେଗାପ୍ଲାନ ପ୍ରସ୍ତୁତ କରିନେଇଛି । ମିଳିଥିବା ସୂଚନା ଅନୁଯାୟୀ…
ଏବେ ଚାଷ ଜମିରେ ଡ୍ରୋନ ଦ୍ୱାରା ସିଞ୍ଚନ ହେବ ୟୁରିଆ, ଗୋଟିଏ ଏକର ଜମିରେ ଖର୍ଚ୍ଚ ହେବ ୧୦୦ ଟଙ୍କା
ନୂଆଦିଲ୍ଲୀ: ସରକାର କୃଷକଙ୍କ ପାଇଁ ବର୍ତ୍ତମାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହରିୟାଣା ସରକାର ଚାଷ ଜମିରେ ୟୁରିଆ ସିଞ୍ଚନ ଏବେ ଡ୍ରୋନ ଦ୍ୱାରା କରାଇବେ । ହରିୟାଣା ରାଜ୍ୟର ୮.୮୭ ଲକ୍ଷ କୃଷକ ‘ମେରୀ ଫସଲ-ବ୍ୟୁରୋ…
ଫିଲ୍ମ ‘ଅନ୍ନପୂର୍ଣ୍ଣି’ ବିବାଦକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ନୟନତାରା
ଭୁବନେଶ୍ଵର: ଫିଲ୍ମ ଅନ୍ନପୂର୍ଣ୍ଣିକୁ ନେଇ ବିବାଦ ଏବଂ ଏହାକୁ ନେଟଫ୍ଲିକ୍ସରୁ ହଟାଇବା ପରେ ଫିଲ୍ମର ଅଭିନେତ୍ରୀ ନୟନତାରା ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏବଂ ଫିଲ୍ମକୁ ନେଇ ଲୋକଙ୍କ ଆପତ୍ତି ଉଠାଇଛନ୍ତି ।…
Vadodara Boat Accident: ୧୬ ଜଣ ଶିଶୁଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ୧୮ ଜଣଙ୍କ ବିରୋଧରେ FIR ଦାଖଲ କଲା ପୋଲିସ
ନୂଆଦିଲ୍ଲୀ: ଗୁଜୁରାଟର ଭଦୋଦରା ଠାରେ ଡଙ୍ଗା ଦୁର୍ଘଟଣା ସମ୍ପର୍କରେ ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଦିନ ଭଦୋଦରାର ହରନୀ ହ୍ରଦରେ ସେମାନଙ୍କ ଡଙ୍ଗା ବୁଡ଼ିଯିବା ପରେ ୧୬ ଜଣଙ୍କ ମୃତ୍ୟୁ…
SCBରେ ପ୍ରଥମ ହାପ୍ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ
କଟକ: SCBରେ ପ୍ରଥମ ହାପ୍ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାର ଶୁଭ୍ରାଂଶୁ ସାହୁ ନାମକ ରୋଗୀଙ୍କ ମୃତ୍ୟୁ ସୂଚନା । ୯ରେ SCBରେ ହାପ୍ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ।…
OTT ରେ ଦେଖିପାରିବେନି ଆନିମଲ ଫିଲ୍ମ, ହାଇକୋର୍ଟରେ T-Series ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: OTT ପ୍ଲାଟଫର୍ମରେ ରଣବୀର କପୁରଙ୍କ ଅଭିନୀତ 'ଆନିମଲ୍'ର ମୁକ୍ତିଲାଭ ପାଇଁ ବିବାଦ ସୃଷ୍ଟି ହୋଇଛି। ସିନେ୧ ଷ୍ଟୁଡିଓ ପିଭି ଲିମିଟେଡ୍ ଦ୍ୱାରା ଦାଖଲ ହୋଇଥିବା ଏକ ମକଦ୍ଦମାକୁ ଦୃଷ୍ଟିରେ ରଖି ଦିଲ୍ଲୀ…
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ; ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଯାତ୍ରୀଙ୍କୁ କରାଗଲା ସ୍ବାଗତ
ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ । ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ପହଞ୍ଚିଲା ୧୨ଟି ବସ୍ । ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଯାତ୍ରୀଙ୍କୁ କରାଗଲା ସ୍ବାଗତ । ଏହି ସୁପର ପ୍ରିମିୟର ବସର କିମି ପିଛା…
ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ UP ATSର ବଡ଼ ଆକ୍ସନ, ତିନିଜଣ ସନ୍ଦିଗ୍ଧଙ୍କୁ କରାଗଲା ଗିରଫ
ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠାକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ତେବେ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାରେ ୩ଜଣ…
ମଣିପୁର ହିଂସା: ୫ ସାଧାରଣ ନାଗରିକ, ୩ ସୁରକ୍ଷାକର୍ମୀ ମୃତ
ଇମ୍ଫାଲ: ମଣିପୁରରେ ପୁଣି ହିଂସାର ନୂଆ ଲହର ଆରମ୍ଭ ହୋଇଛି । ଗୁରୁବାର ଓ ବୁଧବାର ମଧ୍ୟରାତ୍ରିରେ ହୋଇଥିବା ଏହି ହିଂସାକାଣ୍ଡରେ ୫ ଜଣ ସାଧାରଣ ନାଗରିକ ଏବଂ ୩ ଜଣ ସେନା ଯବାନ ସହିଦ ହୋଇଥିଲେ। ବୁଧବାର ସକାଳେ…
Ramlala Pran Pratishtha: ସାମ୍ନାକୁ ଆସିଲା ରାମ ମନ୍ଦିର ଗର୍ଭଗୃହରୁ ରାମଲଲାଙ୍କ ପ୍ରଥମ ଫଟୋ
ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ରାମଙ୍କ ଶିଶୁ ରୂପ ରାମଲଲାଙ୍କ ମୂର୍ତ୍ତି ଗର୍ଭଗୃହରେ ରଖାଯାଇଛି। ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ବର୍ତ୍ତମାନ ମୂର୍ତ୍ତିର ମୁଖା ଆଚ୍ଛାଦିତ ହୋଇଛି। ୨୨…