
Browsing Category
Featured
ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’ର ତୃତୀୟ ସଂସ୍କରଣର ଶୁଭାରମ୍ଭ ଘୋଷଣା
ଭୁବନେଶ୍ୱର: ଐତିହାସିକ ସହର ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟକୁ ଅନୁସନ୍ଧାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଏକ ନିଆରା ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ…
ଭୁବନେଶ୍ଵର: ଲୋକମାନଙ୍କ ମନରେ ଭୟ ଖେଳାଇଥିବା ଆପାର୍ଟମେଣ୍ଟ ଚୋରକୁ ଗିରଫ କଲା ପୋଲିସ
ଭୁବନେଶ୍ଵର: ରାଜଧାନୀରେ ଅନ୍ଧାର ରାତିରେ ଲୋକମାନଙ୍କ ମନରେ ଭୟ ଖେଳାଇଥିବା ଆପାର୍ଟମେଣ୍ଟ ଚୋରକୁ ଗିରଫ କଲା ପୋଲିସ । ଗତ କିଛି ମାସ ଧରି କମିଶନରେଟ୍ ପୋଲିସକୁ ନାକେଦମ କରିଥିଲେ ଆପାର୍ଟମେଣ୍ଟ ଚୋର । ରାଜଧାନୀ…
ଜଗନ୍ନାଥଙ୍କ ଅର୍ପଣ ରଥ: ଭକ୍ତ ଦେଇଥିବା ଚାଉଳ, ଗୁଆ, ଅର୍ଘ୍ୟ ଆଦି କେଉଁ କାର୍ଯ୍ୟରେ ଲାଗିବ? ଜାଣନ୍ତୁ…
ଓଡିଶା ଭାସ୍କର: ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକର୍ପଣ…
ଓଡ଼ିଶାରେ ବି ଅଧା ଦିନ ଛୁଟି ପାଇଁ ମଞ୍ଜୁରୀ: ପ୍ରାଣ ପ୍ରତିଷ୍ଠାରେ ଖୋଲିବନି ଅଫିସ-ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅଫିସକୁ ଛୁଟି…
(Video)ଏଠି ପ୍ରେମ ବି ଦିଗହରା ହୋଇଯିବ; କାମନା-ବାସନା ନୁହେଁ ବରଂ ଟିକିଏ ସ୍ନେହଁ ପାଇ…
ଓଡ଼ିଶା ଭାସ୍କର: ଆଜିକାଲି ପ୍ରେମ-ପ୍ରତାରଣା ଯୁବ ପିଢ଼ିଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି । ଅନେକ ସମୟରେ ଏମିତି ବି ହୋଇଥାଏ ଯେ ଆପଣ ରିଲେସନସିପରେ ଅଛନ୍ତି କିନ୍ତୁ ଏକଥା କାହାକୁ କହିନଥାନ୍ତି । କେବେକେବେ…
କାହିଁକି ମହାଭାରତକୁ ସମ୍ପୂର୍ଣ୍ଣ ପାଠ ନ କରି ଗୋଟିଏ ପୃଷ୍ଠା ଛାଡି ଦିଆଯାଏ? ଜାଣିଛନ୍ତି କି ଏହାର କାରଣ
ଓଡିଶା ଭାସ୍କର: ମନ୍ଦିରରେ ବା ଖାଲି ସ୍ଥାନରେ ମହାଭାରତର ପାଠ କରଯାଏ । କିନ୍ତୁ ମହାଭାରତର ପାଠ ଘରେ କିମ୍ବା ସର୍ବସମ୍ମୁଖରେ କରାଯାଏ ନାହିଁ । କେବଳ ସେତିକି ନୁହେଁ ବିଶ୍ୱାସ କରାଯାଏ ଯେ ଆପଣ ଯେଉଁଠାରେ ବି ମହାଭାରତ…
ଭୟଙ୍କର ବୋଟ୍ ଦୁର୍ଘଟଣା; ପାଣି ଭିତରେ ଓଲଟିଲା ଡଙ୍ଗା: ୧୪ ଜଣଙ୍କ ମୃତ୍ୟୁ
ଗୁଜୁରାଟ:ଏକାସାଙ୍ଗରେ ୧୪ ଜଣ ଜଣଙ୍କ ଜୀବନ ନେଇଛି ବଡୋଦରାର ହରଣୀ ଜଳାଶୟ । ଛାତ୍ରଛାତ୍ରୀଙ୍କୁ ନେଇ ନଦୀ ପାର୍ ହେବା ସମୟରେ ଗଭୀର ଜଳରେ ଡଙ୍ଗା ଓଲଟିବାରୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ମୃତକଙ୍କ…
Star Sportsରେ ଦେଖିପାରିବେନି IND vs ENG ଟେଷ୍ଟ ସିରିଜ: ଏହି ଚାନେଲରେ ହେବ Live Telecast
ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଉଭୟ ଦଳ ମଧ୍ୟରେ ୫ଟି ଟେଷ୍ଟ ଖେଳାଯିବ । ତେବେ ଏହି ସିରିଜ ପୂର୍ବରୁ ଏହି ସିରିଜର ପ୍ରସାରଣକୁ ନେଇ ଏକ ବଡ଼…
ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା; ଜିଲ୍ଲା ସଦରମହକୁମାରୁ ପୁରୀ ଧାମକୁ ଗଡ଼ିବ ବସ୍
ଭୁବନେଶ୍ଵର: ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା । 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା । ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍…
ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଉପରେ ଏପରି କହିଲେ ହିମନ୍ତ ବିଶ୍ୱ ଶର୍ମା
ନୂଆଦିଲ୍ଲୀ: 'ଭାରତ ଯୋଡୋ ନ୍ୟାୟ ଯାତ୍ରା' କାର୍ଯ୍ୟକ୍ରମ କରୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ବର୍ତ୍ତମାନ ଏହି ଯାତ୍ରା ଆସାମରେ ଚାଲୁଛି । ଗୁରୁବାର ଏହି ଗସ୍ତ ଅବସରରେ ରାହୁଲ ଗାନ୍ଧି କହିଛନ୍ତି, ଭାରତର…