Browsing Category

Featured

(Video) ‘ମୁଁ ମୁସଲମାନ ସତ କିନ୍ତୁ ରାମ ଭକ୍ତ, ମୋ ନାଁରେ ହିଁ ରହିଛନ୍ତି ପ୍ରଭୁ ଶ୍ରୀରାମ’

ଓଡ଼ିଶା ଭାସ୍କର: ମୁସଲମାନ ଅଭିନେତା କହିଲେ ମୋ ନାଁରେ ରହିଛି ରାମ । ମୁଁ ମୁସଲମାନ ସତ କିନ୍ତୁ ରାମ ଭକ୍ତ, ମୋ ନାଁରେ ହିଁ ରହିଛନ୍ତି ପ୍ରଭୁ ଶ୍ରୀରାମ । ମୁଁ ହିନ୍ଦୀ ସିନେମାରେ ଖଳ ନାୟକ । କିନ୍ତୁ ପ୍ରକୃତରେ ଜଣେ…

ସାବଧାନ! ରାସ୍ତାରେ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି, ଦୁହାଁଳିଆ ଗାଈ ଫେରାଇବାକୁ ନିଆଯିବ ଦୁଇଗୁଣା ଜରିମାନା

ଭୁବନେଶ୍ୱର: ସହରକୁ ଗୋରୁମୁକ୍ତ କରିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସଚେତନ ଏବଂ ଚେତାବନୀ ପରେ ଏବେ ବିଏମ୍‌ସି ପୁରା ଆକ୍ସନ ମୁଡ୍‌କୁ ଆସିଥିବା ଦେଖିବାକୁ ମିଳୁଛି। ଆଉ…

Ro-Ko ଖେଳିବେନି ଟି-୨୦ ବିଶ୍ୱକପ? ଟିମ୍ ଇଣ୍ଡିଆ କୋଚଙ୍କର ବଡ଼ ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ତା’ର ପରବର୍ତ୍ତୀ ସିରିଜ୍ ଆଫଗାନିସ୍ତାନ ସହ ଖେଳିବ । ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଜାନୁଆରୀ ମାସ ୧୧ ତାରିଖରୁ ଆରମ୍ଭ ହେବ । ମାତ୍ର ଏହା ମଧ୍ୟରେ ଆସିଛି…

ଅଯୋଧ୍ୟା: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ୧୧ ହଜାର VIP ଅତିଥି, ଦିଆଯିବ ଖାସ୍ ଉପହାର, ଫଟୋ ଦେଖନ୍ତୁ

ନୂଆଦିଲ୍ଲୀ: ଜାନୁଆରୀ ମାସ ୨୨ ତାରିଖରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ରାମ ମନ୍ଦିରର ଏହି ଭବ୍ୟ ଉଦଘାଟନୀ ଉତ୍ସବକୁ ଅବିସ୍ମରଣୀୟ କରିବା ପାଇଁ ବଡ଼ ଜୋରସୋରରେ…

୨୨ରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା: ନିମନ୍ତ୍ରଣ ମିଳିଛି ହେଲେ ଆମ ଦଳର ନେତା ଅଯୋଧ୍ୟା ଯିବେ ନାହିଁ: କଂଗ୍ରେସ

ଓଡିଶା ଭାସ୍କର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଲାଗି ରହିଛି ଅନେକ ଚର୍ଚ୍ଚା ଓ ଆଲୋଚନା । ସେହିପରି ଏହାକୁ ନେଇ ରାଜନୀତି ମଧ୍ୟ ବେଶ୍ ସରଗରମ ରହିଛି। ତେବେ ଆସନ୍ତା ଜାନୁଆରୀ ୨୨…

IAS ନା IPS? କାହାର ପାୱର ଅଧିକ, କିଏ ବେଶୀ ଶକ୍ତିଶାଳୀ, କାହାକୁ ମିଳେ ବେଶି ସୁବିଧା, ଜାଣନ୍ତୁ ସବୁକିଛି

ନୂଆଦିଲ୍ଲୀ: ଭାରତରେ ସଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷା ମାଧ୍ୟମରେ ଦେଶର ଟପ୍ ପଦ ପାଇଁ ପ୍ରାର୍ଥୀ ଚୟନ କରାଯାଇଥାଏ । ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ସର୍ବଭାରତୀୟ ପୋଲିସ ସେବା (ଆଇପିଏସ),…

୧୨୫ ବର୍ଷ ହେଲାଣି ପାକିସ୍ତାନରେ ବନ୍ଦୀ ହୋଇ ରହିଛି ଏହି ବରଗଛ, ହେଲେ କାହିଁକି? କାରଣ ଜାଣନ୍ତୁ

ଇସଲାମବାଦ: ବିଭିନ୍ନ ଦେଶରେ ବିଭିନ୍ନ ଅଜବ ଘଟଣା ଦେଖିବାକୁ ମିଳିଥାଏ। ଏହି ଅଜବ ଘଟଣା ବିଷୟରେ ଜାଣିବାକୁ ଖୁବ ମଜା ଲାଗିଥାଏ। ବିଶେଷକରି ସମସ୍ତେ ହଜାର ହଜାର ବର୍ଷ ତଳର ଘଟଣାକୁ ଜାଣିବା ପାଇଁ ବେଶୀ ଇଚ୍ଛା ପ୍ରକାଶ…

କ’ଣ ହେବ ଉଦ୍ଧବଙ୍କ ଭବିଷ୍ୟତ: ଶିବସେନାକୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ସେ ଏବେ କ’ଣ ପଦକ୍ଷେପ ନେବେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଲାଗିଛି ଏକ ବଡ଼ ଝଟକା । ଦୀର୍ଘଦିନ ଧରି ଲାଗି ରହିଥିବା ଏହି ମାମଲାକୁ ନେଇ ଆଜି ରାଜ୍ୟ ବିଧାନସଭାର ବାଚସ୍ପତି ରାହୁଲ ନର୍ଭେକର ଏକ ବଡ଼ ନିଷ୍ପତ୍ତି…

ରାମମନ୍ଦିର ନିମନ୍ତ୍ରଣକୁ କଂଗ୍ରେସ ମନା କରିବା ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ଅଂଶଗ୍ରହଣ ନ କରିବା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିକ୍ରିୟା ଆସିଛି । ଅନୁରାଗ ଠାକୁର କହିଛନ୍ତି ଯେ ଏଥିରେ…

ମାସ୍କ ବାଧ୍ୟତାମୂଳକ ହେଲା: କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀର୍ଘ ତିନିବର୍ଷ ଧରି କରୋନା ମହାମାରୀ ସାରା ବିଶ୍ୱକୁ ଭୟଙ୍କର ଭାବେ କଲବଲ କରିବା ପରେ ନିକଟରେ ପୁଣି ଥରେ କଡ଼ ଲେଉଟାଇଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେବା ସହିତ ଓଡ଼ିଶାରେ ମଧ୍ୟ ନୂଆ…