Browsing Category

Featured

ଚିଲିକା ମଝିରେ ଖରାପ ହୋଇଗଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଛନ୍ତି ୩୦ରୁ ଅଧିକ ଯାତ୍ରୀ

ଭୁବନେଶ୍ୱର: ବାରମ୍ବାର ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଖରାପ ହେଉଥିବାର ଖବର ସାମ୍ନାକୁ ଆସୁଛି । ଆଜି ସକାଳୁ ସକାଳୁ ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି । କୃଷ୍ଣପ୍ରସାଦ ଅଞ୍ଚଳରେ ଚିଲିକା ମଝିରେ ଡଙ୍ଗା…

ବିକାଶଠୁ ଅନେକ ଦୂରରେ ମହ୍ଲାରପୁର: ଦୀପାବଳି କ’ଣ ଜାଣନ୍ତିନି, ଡିବିରି ଆଲୁଅରେ ଦୂର ହୁଏ ଅନ୍ଧାର

ଅନୁଗୁଳ: ଆଲୋକର ପର୍ବ ଦୀପାବଳିକୁ ନେଇ ଆଜି ଚାରିଆଡ଼େ ବେଶ ଉତ୍ସାହ । ଛୋଟ ବଡ଼ ଧନୀ ଗରୀବ, ସଭିଙ୍କ ମନରେ ଉତ୍ସାହ । କିଏ ବାଣ କିଣେ, କିଏ ଦୀପ କିଣେ ତ କିଏ ରଙ୍ଗୀନ ଆଲୁଅରେ ଘର ଆଲୋକିତ କରେ । କିନ୍ତୁ ଦୀପ ତଳ ଅନ୍ଧାର…

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ, ମୁଣ୍ଡ ଉପରେ ଲାଗିଥିଲା ୫୦ ହଜାର ଟଙ୍କା ପୁରସ୍କାର

ମଥୁରା: ଗତ ରାତିରେ ମଥୁରା ପୋଲିସର ଏକ ଦୁର୍ଦ୍ଦାନ୍ତ ଅପରାଧ ସହ ସାମ୍ନାସାମ୍ନି ହୋଇଥିଲା । ଏହି ସମୟରେ ଅପରାଧୀକୁ କାବୁ କରିବା ପାଇଁ ପୋଲିସ ଟିମ୍‌କୁ ଗୁଳି ଚଳାଇବାକୁ ପଡିଥିଲା । ଏଥିରେ ଅପରାଧୀର ମୃତ୍ୟୁ ହୋଇଥିବା…

କାର୍ତ୍ତିକ ଅମାବାସ୍ୟାରେ ଆପଣାନ୍ତୁ ଏହି ଉପାୟ, ରୋଗରୁ ମିଳିଯିବ ମୁକ୍ତି

କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପାଳନ କରାଯାଏ । ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ । ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ରୀତିନୀତି ସହିତ ପୂଜା କରନ୍ତି ।…

ଆଜି ଲକ୍ଷ୍ମୀ ଗଣେଶଙ୍କ ପୂଜାର କ’ଣ ରହିଛି ଶୁଭ ମୁହୂର୍ତ୍ତ ଓ ଏହା କେତେ ସମୟ ପର୍ଯ୍ୟନ୍ତ ରହିବ ଜାଣି ନିଅନ୍ତୁ

ଓଡ଼ିଶା ଭାସ୍କର:ଆଜି ପବିତ୍ର ଦୀପାବଳି । ପ୍ରତିବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଇଥାଏ । ଆଜିର ଦିନରେ ବିଶେଷ କରି ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ଶ୍ରୀଗଶେଣଙ୍କୁ ପୂଜା କରାଯାଇଥାଏ…

ପ୍ରଥମ ଥର ଜାତିସଂଘରେ ଇସ୍ରାଏଲ ବିରୁଦ୍ଧରେ ଭୋଟ ଦେଲା ଭାରତ, ଜାଣନ୍ତୁ କ’ଣ ଥିଲା ପ୍ରସ୍ତାବ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ୩୭ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଜାତିସଂଘରେ ଏକ ପ୍ରସ୍ତାବ ଅଣାଯାଇଛି । ଏହି ମାମଲାରେ ଭାରତ ପ୍ରଥମ ଥର ଭୋଟ ଦେଇଛି । ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ…

ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ଏହି ଜିଲ୍ଲାଗୁଡିକରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା !

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୫ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ…

ଟ୍ରେନ ଲଗାଇଲା ଏତେ ଜୋରରେ ବ୍ରେକ୍, ଝଟକାରେ ୨ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଝାଡଖଣ୍ଡର କୋଡରମା ଜିଲ୍ଲାରେ ଶନିବାର ଦିନ ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଛିଡିବା କାରଣରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ୍ ଅଚାନକ୍ ଝଟକାରେ ଅଟକିଯାଇଥିଲା, ଯାହାଫଳରେ ଦୁର୍ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ…

ଦୀପାବଳିରେ ଲଗାନ୍ତୁ ଏହି ପତ୍ରର ତୋରଣ, ନିଶ୍ଚୟ ମା’ ଲକ୍ଷ୍ମୀଙ୍କ ହେବ ଗୃହ ପ୍ରବେଶ

ଓଡ଼ିଶା ଭାସ୍କର:ଦୀପାବଳିରେ ସମସ୍ତ ଘରର ମୁଖ୍ୟ ଦ୍ୱାରରେ ସୁନ୍ଦର ତୋରଣ ନଜର ଆସିଥାଏ । ଏହା ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଶୁଭ ବି ହୋଇଥାଏ । ଏହି ଦୀପାବଳିରେ ଆପଣ ବଜାରରୁ ତୋରଣ ପାଇଁ ସାମଗ୍ରୀ ନ କିଣି…

ଦୁନିଆର ସବୁଠାରୁ ବଡ଼ ‘ବାବୁ ସାହେବ’ କିଏ? ଯିଏ ପୃଥିବୀର ୧୬ ପ୍ରତିଶତ ଜମିର ମାଲିକ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ କିଏ? କାହାର ସର୍ବାଧିକ ଶକ୍ତି ଅଛି? ସବୁଠାରୁ ଶକ୍ତିଶାଳୀ ସିଇଓ କିଏ? ଆପଣ ପ୍ରତିଦିନ ଏହିପରି ଅନେକ ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି। ଆପଣ ଜାଣନ୍ତି କି ଅଧିକ ଜମିର ମାଲିକ କିଏ?…