fbpx
Browsing Category

Featured

୩ ମାସରେ ଚୀନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ ଭାରତ: UN ରିପୋର୍ଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜନସଂଖ୍ୟା ଡିଭିଜନର ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଆସନ୍ତା ତିନିମାସ ମଧ୍ୟରେ ଭାରତ ଚୀନକୁ ଅତିକ୍ରମ କରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ । ଏହି କାରଣରୁ ଉଭୟ ଦେଶରେ…

ଦଶମ ପାସ କରିପାରିବେ ଆବେଦନ, କନଷ୍ଟେବଳ ପଦବୀ ପାଇଁ ବାହାରିଲା ବମ୍ପର ନିଯୁକ୍ତିର ସୁଯୋଗ

ବର୍ତ୍ତମାନ ସମୟରେ ସରକାରୀ ଚାକିରୀ ପାଇବା ବହୁତ କଷ୍ଟ। କିନ୍ତୁ ଆପଣ ଯଦି ଏହି ସୁଯୋଗ ର ଫାଇଦା ଉଠେଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଆସାମ ରାଜ୍ୟ ସ୍ତରୀୟ ପୋଲିସ୍ ନିଯୁକ୍ତି ବୋର୍ଡ (SLPRB)…

ଏପ୍ରିଲ ୧ରୁ ବଢ଼ିବ PM Kisanର ଟଙ୍କା ! ୬୦୦୦ ବଦଳରେ ଏବେ ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ: ୧ ଫେବୃଆରୀ ୨୦୨୩ ରେ ଉପସ୍ଥାପିତ ହେବାକୁ ଥିବା ଆଗାମୀ ବଜେଟକୁ ନେଇ ଉଭୟ ଚାକିରିଆ ଓ ଚାଷୀଙ୍କର ବହୁତ ଆଶା ରହିଛି । ଏଥର ଚାକିରିଆଙ୍କୁ ଆୟକର ଛାଡ ମାମଲାରେ ଆରାମ ମିଳିବାର ସମ୍ଭାବନା ରହିଛି । ଏହା…

ଟେଲର ସ୍ବିଫ୍ଟ ଏବଂ ରିହାନ୍ନାଙ୍କ ଗୀତକୁ ପଛରେ ପକାଇ ଗୋଲଡେନ୍ ଗ୍ଲୋବସ୍ ଆୱାର୍ଡ ଜିତିଲା ଆରଆରଆର

ନୂଆଦିଲ୍ଲୀ:ସିନେମା ପ୍ରେମୀମାନଙ୍କ ପାଇଁ ଖୁସି ଖବର। ନିର୍ଦ୍ଦେଶକ ଏସ ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର 'ଆରଆରଆର' ଗୋଲଡେନ୍ ଗ୍ଲୋବସ୍ ୨୦୨୩ରେ ସମ୍ମାନ ଅର୍ଜନ କରିଛି। ଏହି ଫିଲ୍ମର ଗୀତ 'ନାଟୁ ନାଟୁ ' ଶ୍ରେଷ୍ଠ ଗୀତ…

ହଜିଯାଇଛି କି PAN Card ? ତେବେ ତୁରନ୍ତ କରନ୍ତୁ ଏହି କାମ, ନଚେତ୍…

ନୂଆଦିଲ୍ଲୀ: ଆଜିକାଲି ପାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଯାହା ମାଧ୍ୟମରେ ଆପଣ ଅନେକ ସରକାରୀ ଯୋଜନାର ଲାଭ ଉଠାଇପାରିବେ । ପାନ୍ କାର୍ଡ ଆବେଦନ ଦୁଇ ପ୍ରକାରର ରହିଛି- ଗୋଟିଏ ଭାରତୀୟଙ୍କ ପାଇଁ ଏବଂ…

ସାବଧାନ୍! ମାତ୍ର ୩ ସେକେଣ୍ଟରେ କପି ହୋଇପାରେ ଆପଣଙ୍କ ସ୍ୱର, ବନ୍ଧୁମାନଙ୍କୁ ଦେଇପାରେ ଧୋକା : ଜାଣନ୍ତୁ କିପରି

ଚେହେରା ପରି ଆପଣ ସ୍ୱର ମଧ୍ୟ ଆପଣଙ୍କୁ ଚିହ୍ନିବାର ଏକ ଭରସାଯୋଗ୍ୟ ଉପାୟ ମଧ୍ୟରୁ ଗୋଟିଏ । କିନ୍ତୁ ଯଦି ଏହା ସହଜରେ କପିହୋଇପାରେ, ତେବେ କ’ଣ କରିବେ ଆପଣ । ଉଦ୍ୱେଗଜନକ ବିଷୟ ହେଉଛି କି, ଏହା ପ୍ରକୃତରେ ହୋଇପାରେ ଏବଂ…

୧୨ ବର୍ଷ ପରେ ମଙ୍ଗଳରେ ପ୍ରବେଶ କରିବେ ବୃହସ୍ପତି; ଏହି ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ଯେଉଁ…

JEE Advanced ଓ JEE Mainରେ ୭୫% ଯୋଗ୍ୟତା ମାନଦଣ୍ଡକୁ ଶିକ୍ଷା ମନ୍ତ୍ରଣାଳୟ ଦେଲା ଆରାମ: ରିପୋର୍ଟ

ନୂଆଦିଲ୍ଲୀ: ଜେଇଇ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସିଖବର । ଜେଇଇ ମେନ୍ ୨୦୨୩ ଯୋଗତ୍ୟ ମାନଦଣ୍ଡକୁ ସରକାର ଆରାମ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଶିକ୍ଷା ମନ୍ତ୍ରଣାଳୟ(ଏମଓଇ) ଉଭୟ ଜେଇଇ ମେନ୍ ଓ ଜେଇଇ…

ଆଖି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଲାପ ଜଳ ଲାଭଦାୟକ: ଜାଣନ୍ତୁ କିପରି କରିବେ ବ୍ୟବହାର ?

ଅଧିକାଂଶ ଲୋକ କମ୍ପ୍ୟୁଟର ଓ ସ୍ମାର୍ଟଫୋନର ମାତ୍ରାଧିକ ବ୍ୟବହାର ଦ୍ୱାରା ଆଖି ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଅଧିକାଂଶ ଲୋକଙ୍କ ଠାରେ ଏହି କାରଣରୁ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଦେଉଛି । ଏହି ସମସ୍ୟାରୁ…

ଶୀତଦିନେ ଚର୍ମ ଫାଟିବା ଏବଂ ହାତ ପାଦ ଶୁଖିଲା ଦେଖାଯାଉଛି, ଆପଣାନ୍ତୁ ଏହି ଘରୋଇ ଉପଚାର, ଦୂର ହୋଇଯିବ ସମସ୍ୟା

ଶୀତଦିନ ଆସିବା ମାତ୍ରେ ବାୟୁ ଶୁଷ୍କ ଏବଂ ଥଣ୍ଡା ହୋଇଯାଏ, ଯାହା ଚର୍ମ ଉପରେ ପ୍ରଭାବ ପକାଇଥାଏ । ଏହି ଦିନରେ, ଚର୍ମ ଅତ୍ୟଧିକ ଶୁଷ୍କ ଏବଂ ଫାଟିବା ଦେଖା ଦେଇଥାଏ । ଏହି କାରଣରୁ, ଆପଣ ହାଲୁକା ନଖରେ ଛୁଇଁଲେ ମଧ୍ୟ…