Browsing Category

Featured

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି : ପରଦାକୁ ଫେରିଲେ ଭୁଲଭୁଲେୟା ୨ର ହିଟ୍ ଯୋଡି

ନୂଆଦିଲ୍ଲୀ : ଜୁନ ୨୯ ଆସିଗଲା ଏବଂ ଦର୍ଶକଙ୍କ ଅପେକ୍ଷାର ଅନ୍ତ ବି ଘଟିଲା । ଆଜି ରିଲିଜ ହୋଇଛି ସତ୍ୟାପ୍ରେମ କି କଥା । ପୁଣି ପରଦାକୁ ଆସିଛନ୍ତି ଭୁଲ ଭୁଲେୟା ୨ର ହିରୋ-ହିରୋଇନ । ଦର୍ଶକ ଜାଣି ଖୁସି ହେବେ ଯେ ତାଙ୍କ…

ନୁଡୁଲ୍ସରେ କୁମ୍ଭୀରର ଆଗ ଗୋଡ, ୪୦ ପ୍ରକାର ମସଲା ଦେଇ ସିଝାଯାଇଛି ବାମ୍ଫରେ

ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବତୀଙ୍କୁ ନୁଡୁଲ୍ସ ଖାଇବାକୁ ଦିଆଯାଇଛି । ଆଉ ସେ ନୁଡୁଲ୍ସରେ ଯାହା ଖାଉଛନ୍ତି ତାହା ଦେଖିଲେ ଆପଣ ଚମକି ପଡିବା ସହ ବାନ୍ତି…

୫ ଘଣ୍ଟା କାଳ ଅମିତ ଶାହ ଓ ଜେପି ନଡ୍ଡାଙ୍କ ସହ କେଉଁ ପ୍ରସଙ୍ଗରେ କଥା ହେଉଥିଲେ ପ୍ରଧାନମନ୍ତ୍ରୀ? ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡାଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ସୂଚନାନୁସାରେ,…

କୃଷି ବୈଜ୍ଞାନକ କହିଲେ କାହିଁକି ବଢିଲା ଟମାଟୋ ଦର, ଜାଣି ନିଅନ୍ତୁ ଶସ୍ତା ହେବ କେବେ

ନୂଆଦିଲ୍ଲୀ:ପନିପରିବା ମଧ୍ୟରେ ଟମାଟୋ ସମସ୍ତଙ୍କର ଭାରି ପସନ୍ଦ । ଏହା ବିନା ତରକାରୀ ହେବା ଯେମିତି ଅସମ୍ଭବ ମନେ ହୁଏ । କିନ୍ତୁ ଏହି ଟମାଟୋ ଏବେ ସାଧାରଣ ଗ୍ରାହକଙ୍କ ପକେଟରେ ଏକ ଭାରି ବୋଝ ପକାଉଛି । ଏହାର ମୂଲ୍ୟ ମେ…

ମୁଣ୍ଡବ୍ୟଥା ପାଇଁ ଖାଆନ୍ତୁ ନାହିଁ ଔଷଧ, ଗୋଟିଏ ମିନିଟରେ ଆରାମ ଦେବ ଘରୋଇ ଉପଚାର

ଭୁବନେଶ୍ୱର : ମୁଣ୍ଡବ୍ୟଥା ଏମିତି ଏକ ରୋଗ ଯାହା ପ୍ରତ୍ୟେକ ବ୍ୟକ୍ତି ପାଖରେ ଦେଖା ଦେଇଥାଏ। ଗରମ ଦିନ ପରେ ଆରମ୍ଭ ହୋଇଛି ବର୍ଷା ଦିନ । ବର୍ଷା ଯୋଗୁଁ ଅନେକ ଲୋକଙ୍କୁ ଥଣ୍ଡା, କାଶ ଏବଂ ମୁଣ୍ଡବ୍ୟଥା ଭଳି ସମସ୍ୟା…

(Video) ତ୍ରିପୁରା ରଥ ଦୁର୍ଘଟଣା: ୨ ଶିଶୁ ସମେତ ୬ ଜଣ ଜୀବନ୍ତ ଦଗ୍ଧ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ତ୍ରିପୁରା: ତ୍ରିପୁରାର ଉନାକୋଟୀ ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ରଥରେ ନିଆଁ ଲାଗି ୨ ଶିଶୁ ସମେତ ୬ ଜଣଙ୍କର…

ବିନା ପୋଷାକରେ ରାତିରେ ଶୋଇବା ପୁରୁଷଙ୍କ ପାଇଁ ବେଶ୍ ଉପକାରୀ: ମିଳିଥାଏ ଏହିସବୁ ଫାଇଦା

ଆଜି ଆମ ସମାଜରେ ଠିକ୍ ସମୟରେ ନିଦ ନଆସିବା ଅଧିକାଂଶ ଲୋକଙ୍କ ରୋଗରେ ପରିଣତ ହୋଇଛି । ଅନେକ ଲୋକ ଅଛନ୍ତି ଯେଉଁମାନେ ଅନିଦ୍ରା ସମସ୍ୟା ସହିତ ସଂଘର୍ଷ କରନ୍ତି । କେହି କେହି ଖାଇବା ଅଭ୍ୟାସକୁ ପରିବର୍ତ୍ତନ କରନ୍ତି ଏବଂ…

ରାଶିଫଳ(ଗୁରୁବାର,୨୯ ଜୁନ,୨୦୨୩)

ମେଷ - ନିଜର ବାହାନ ଜନିତ ଭୟ ରହିଛି ସତର୍କ ରହିଥିବେ, ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜିବନରେ ସତର୍କତାର ସହିତ ରୁହନ୍ତୁ, ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହି ଅପମାନିତ…

ବର୍ଷା ଦିନେ ଦହି ଖାଇବା ଠିକ୍ ନା ଭୁଲ? ଜାଣନ୍ତୁ କ’ଣ କହୁଛନ୍ତି ଆୟୁର୍ବେଦିକ ଡାକ୍ତର

ନୂଆଦିଲ୍ଲୀ: ଭାରତର ଅଧିକାଂଶ ରାଜ୍ୟରେ ମୌସୁମୀ ଛୁଇଁଛି ଏବଂ ବର୍ଷା ଋତୁ ଆରମ୍ଭ ହୋଇସାରିଛି। ଉତ୍ତାପରେ ପୀଡିତ ଲୋକଙ୍କୁ ବର୍ଷା ଆରାମ ଦେଇଥାଏ, କିନ୍ତୁ ଏହି ଋତୁରେ ରୋଗ ହେବାର ଆଶଙ୍କା ବଢିଥାଏ। ବର୍ଷା ଋତୁରେ ସୁସ୍ଥ…

୮୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ପରୀକ୍ଷାରେ ପାସ୍ କରିବା ଲାଗି ଆପଣାଇଥିଲେ ଅନୁଚିତ ମାର୍ଗ

ନୂଆଦିଲ୍ଲୀ: ଏଆଇ ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉତ୍ତରପ୍ରଦେଶ ପୋଲିସକୁ ବଡ ସହାୟତା କରିଛି । ଆଡଭାନ୍ସଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଫେସ୍ ରେକଗନିସନ ସଫ୍ଟୱେୟାର ଉପଯୋଗରେ ଉତ୍ତରପ୍ରଦେଶ ପୋଲିସ…