Browsing Category
Featured
ଗୋଟିଏ ରାତି ଭିତରେ ବୟସ ୨ ବର୍ଷ କମିଗଲା! କାଲି ଯାହାର ବୟସ ଥିଲା ୨୪ ବର୍ଷ ଆଜି ତାକୁ ୨୨ ବର୍ଷ, କ’ଣ ରହିଛି କାରଣ
ନୂଆଦିଲ୍ଲୀ: ସାଧାରଣ ଭାବେ ସମୟ ସ୍ରୋତରେ ଆମ ସମସ୍ତଙ୍କର ବୟସ ବଢ଼ିବାରେ ଲାଗିଥାଏ । ବୟସ ଥରେ ଚାଲିଗଲେ ଆଉ ଫେରେନାହିଁ । ତେବେ ଅଚାନକ ବୟସ କମିଯାଏ ବୋଲି ଆପଣ କେବେ ଶୁଣିଛନ୍ତି କି? ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ…
ଲର୍ଡସରେ ହଙ୍ଗାମା: ଆସେଜ ଟେଷ୍ଟରେ ପିଚ୍ ଖରାପ କରିବା ପାଇଁ ପଡିଆରେ ପଶିଗଲେ ଦର୍ଶକ
ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାରି ରହିଛି । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଷ୍ଟାଡିୟମରେ ହଙ୍ଗାମା ଦେଖିବାକୁ ମିଳିଛି ।…
ବୈବାହିକ ବିବାଦର କରୁଣ ପରିଣତି: ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କୁ ଗୁଳିକରି ହତ୍ୟା
ନୂଆଦିଲ୍ଲୀ: ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନରୁ ଆସିଛି ଏଭଳି ଏକ ବଡ଼ ଖବର । ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପାଖତୁଙ୍ଖୱା ରାଜ୍ୟରେ ଏଭଳି ଏକ ହୃଦୟ ବିଦାରକ ତଥା…
ଖୁସି ଖବର, ଚାଷୀଙ୍କୁ ବଡ ଉପହାର ଦେଲେ ପ୍ରଧାନମନ୍ତ୍ରୀ: ଆଖୁଚାଷରେ ବୃଦ୍ଧି ପାଇଲା MSP ଦର
ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଏକ ବଡ ଖୁସିଖବର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଖୁଚାଷରେ ଏମଏସପି ଦର ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା…
ବଡଦାଣ୍ଡରେ ବିରାଟ ଅଘଟଣ: ବାହୁଡାଯାତରେ ଛିଡିଲା ତାଳଧ୍ୱଜ ରଥର ଦଉଡି, ଭକ୍ତ ଆହତ
ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ମାଉସୀ ଘରେ ନବଦିନାତ୍ମକ ଲୀଳାଶେଷ କରି ପୁଣି ବଡ ଦେଉଳକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତୀ । ପ୍ରଥମେ ବଡ ଭାଇ ବଳଭଦ୍ର ଶରଧାବାଲିରୁ ବାହାରି ଶ୍ରୀମନ୍ଦିରକୁ ଆସିଥିଲେ ଏବଂ ପରେ ମା’…
ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ପୂରଣ ହେବ ଶିକ୍ଷକ ଓ ଅଣଶିକ୍ଷକ ପଦ: ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ଖୁବଶୀଘ୍ର ପୂରଣ କରାଯିବ । ରାଜ୍ୟ…
ଏଣିକି ଚିନ୍ତା ନାହିଁ : ପାଦର ଆକାର ସହ ବଢିବ ଜୋତାର ଆକାର
ଭୁବନେଶ୍ୱର : ପିଲାଙ୍କ ବୟସର ବୃଦ୍ଧି ସହିତ ପିଲାଙ୍କ ଶରୀରରେ ମଧ୍ୟ ବୃଦ୍ଧି ହୋଇଥାଏ । କିଛି ଦିନ ବ୍ୟବହାର କରିବା ପରେ ଜୋତା ଗୁଡିକ ଛୋଟ ହୋଇଯାଉଛି । ଏଥିଯୋଗୁଁ ପ୍ରତିବର୍ଷ ପିଲାଙ୍କ ଲାଗି ଜୋତା କିଣିବାକୁ ପଡେ ।…
ଆମ୍ବୁଲାନ୍ସରେ ବରଯାତ୍ରୀଙ୍କୁ ଧରି ପହଞ୍ଚିଲା ବର, ଷ୍ଟ୍ରେଚରରେ ବସି କନ୍ୟା ସହ କଲେ ବେଦୀ ପରିକ୍ରମା
ପଲାମୁ: ବିବାହକୁ ସ୍ମରଣୀୟ କରିବା ଲାଗି କିଏ କେତେପ୍ରକାର ପ୍ରୟାସ କରିଥାନ୍ତି । କିନ୍ତୁ ଏବେ ଝାରଖଣ୍ଡର ପଲାମୁରୁ ଏପରି ଏକ ବିବାହର ଚିତ୍ର ସାମନାକୁ ଆସିଛି ଯାହା ଦେଖିବା ପରେ ଆପଣଙ୍କୁ ଏହା କୌଣସି ଏକ ଫିଲ୍ମର…
ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ରକ୍ଷେତ୍ର । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆମେନିଟିଜ୍ ଆଣ୍ଡ…
ଶସ୍ତା ଘରୋଇ ହସ୍ପିଟାଲ: ମାତ୍ର ୧୧ ଟଙ୍କାରେ ହେଉଛି ଚିକିତ୍ସା, ଏଠାରେ ସମସ୍ତ ଡାକ୍ତର MBBS
ନୂଆଦିଲ୍ଲୀ: ଯଦି ସ୍ୱାସ୍ଥ୍ୟ ସଠିକ ଅଛି ତେବେ ସବୁକିଛି ଠିକ ଅଛି। କରୋନା ପରେ ଲୋକମାନେ ପୂର୍ବ ଅପେକ୍ଷା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇଛନ୍ତି। ଏହିପରି ଚିକିତ୍ସା ମଧ୍ୟ ମହଙ୍ଗା ହୋଇଯାଉଛି। କିନ୍ତୁ,…