Browsing Category

Featured

ରୋଗୀଙ୍କ ଜୀବନ ସହ ଖେଳୁଥିଲେ ଡାକ୍ତର, ବିଦେଶ ଯାତ୍ରା ପାଇଁ ୨୫୦ ରୋଗୀଙ୍କ ଠାରେ ଲଗାଇଥିଲେ ନକଲି ପେସ୍‌ମେକର

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ଭଗବାନଙ୍କ ଅନ୍ୟ ରୂପ ହୋଇଥାନ୍ତି । କିନ୍ତୁ ଏଠି ଜଣେ ଡାକ୍ତର ରୋଗୀଙ୍କ ଜୀବନ ସହ ଏପରି ଖେଳ ଖେଳିଛନ୍ତି ଯାହା ଜାଣିବା ପରେ ଆପଣ ତାଙ୍କୁ ଡାକ୍ତର ନୁହେଁ ସଇତାନ ବୋଲି କହିବେ ।…

ନାରାୟଣ ମୂର୍ତ୍ତିଙ୍କ କଥାକୁ ସମର୍ଥନ କଲେ କଂଗ୍ରେସ ସାଂସଦ, କହିଲେ ସପ୍ତାହକୁ ଗୋଟିଏ ଦିନ ଛୁଟି ଯଥେଷ୍ଟ

ନୂଆଦିଲ୍ଲୀ: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଭାରତର ଲୋକମାନେ ସପ୍ତାହକୁ ୭୦ ଘଣ୍ଟା କାମ କରିବା ଉଚିତ ବୋଲି କହିବା ପରେ ଏହାକୁ ନେଇ ଏ ପର୍ଯ୍ୟନ୍ତ ବିବାଦ ଲାଗି ରହିଛି । କିଛି ଲୋକ ମୂର୍ତ୍ତିଙ୍କୁ ସମର୍ଥନ…

ଟଙ୍କା ଅଭାବରୁ ପାକିସ୍ତାନରେ ପାସପୋର୍ଟ ତିଆରି ବନ୍ଦ: ଯାତ୍ରୀ ହନ୍ତସନ୍ତ

ଇସଲାମାବାଦ: ପାକିସ୍ତାନରେ ମହଙ୍ଗାମାଡ଼ ଦ୍ୱାରା ପ୍ରଭାବିତ ହେଉଛନ୍ତି ଜନସାଧାରଣ । ତେବେ ଏପରି ସ୍ଥିତିରେ ଆଉ ଏକ ସଙ୍କଟ ଦେଖାଦେଇଛି । ଦେଶରେ ଲାମିନେସନ୍ ପେପରର ଅଭାବ ଯୋଗୁ ପାକିସ୍ତାନୀ ନାଗରିକମାନେ ନୂଆ ପାସପୋର୍ଟ…

‘ଟାଇଗର ୩’ରେ ବ୍ୟବହାର ହୋଇଛି ସେନାଙ୍କ ଅସଲି ଅସ୍ତ୍ର, ଖୁଲାସା କଲେ ଫିଲ୍ମ ନିର୍ଦ୍ଦେଶକ ମନୀଷ ଶର୍ମା

ନୂଆଦିଲ୍ଲୀ: ଦୀପାବଳିର ପର୍ବ ଆରମ୍ଭ ହୋଇସାରିଛି। ଲୋକମାନେ ଏହି ଉତ୍ସବକୁ ନେଇ ଯେତିକି ଉତ୍ସାହିତ ଅଛନ୍ତି, ସେମାନେ ମଧ୍ୟ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର 'ଟାଇଗର ୩' କୁ ନେଇ ଲୋକେ…

ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା, ୧୦ ଆହତ

ଭୁବନେଶ୍ୱର:ପୁରୀ ଶ୍ରୀମନ୍ଦିରରେ ଆଜି ସକାଳେ ମଙ୍ଗଳ ଆଳତି ସମୟରେ ପୁଣି ଅଘଟଣ ଘଟିଯାଇଛି । ଏହି ସମୟରେ ଭିଡ ଅଧିକ ଥିବାରୁ ଠେଲାପେଲାରେ ୧୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସମସ୍ତ ଆହତ ଶ୍ରଦ୍ଧାଳୁଙ୍କୁ ପୁରୀ…

ଦୀପାବଳି ପରେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ମିଳିବ ଶସ୍ତା ଫ୍ଲାଇଟ ଟିକେଟ, ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ: ଭିଷ୍ଟାରା ଏୟାରଲାଇନ୍ ୭ ନଭେମ୍ବର ୨୦୨୩ ରେ ଫେଷ୍ଟିଭାଲ ସେଲ ଆରମ୍ଭ କରିଥିଲା। ଏହି ବିକ୍ରୟ ଅଧୀନରେ, ଆପଣ ବର୍ତ୍ତମାନ ଦିୱାଲୀରୁ ହୋଲି ପର୍ଯ୍ୟନ୍ତ ବିମାନ ଟିକେଟ ବୁକ୍ କରିପାରିବେ। ଏହି ଅଫରରେ ଆପଣ…

ବୈଷ୍ଣୋଦେବୀ ଦର୍ଶନ ସାରି ଫେରୁଥିଲା ବେଳେ ଘଟିଗଲା ଅଘଟଣ, ଗାଡି ଖାଇରେ ଖସିି ଜଣେ ମୃତ ଓ ୭ ଗୁରୁତର

କଟରା:ଜାମ୍ମୁ କାଶ୍ମୀରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।…

ଭାରତକୁ ସୁରକ୍ଷିତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ କରିବ ବ୍ରିଟେନ, ପ୍ରଭାବିତ ହେବେ ବେଆଇନ ଭାବେ ପ୍ରବେଶ କରୁଥିବା ନାଗରିକ

ନୂଆଦିଲ୍ଲୀ: ବ୍ରିଟେନ ସରକାର ଘୋଷଣା କରିଛନ୍ତି ଯେ, ଏହା ସୁରକ୍ଷିତ ଦେଶ ତାଲିକାରେ ଭାରତକୁ ଯୋଗ କରିବ। ଏହା ପରେ ଭାରତରୁ ବେଆଇନ ଭାବେ ଯାତ୍ରା କରୁଥିବା ଲୋକଙ୍କୁ ଫେରିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଆହୁରି ମଧ୍ୟ,…

୧୪ରେ ଘୂର୍ଣ୍ଣିବଳୟ, ୧୫ରେ ଲଘୁଚାପ: ରାଜ୍ୟର ଏହି ଅଞ୍ଚଳରେ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଚଳିତ ମାସ ୧୪ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହା ୧୫ରେ ଲଘୁଚାପର ରୂପ ନେଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ…

ସାବଧାନ୍ ! ଏଣିକି ମୋବାଇଲ କହିଦେବ ଆପଣ ମଦ ପିଇଛନ୍ତି କି ନାହିଁ ? ଜାଣନ୍ତୁ ରିସର୍ଚ୍ଚର ଫାଇଦା

ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯାଇଛି । କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ମଦ୍ୟପାନ କରୁଛନ୍ତି । ଅବଶ୍ୟ, ଅନେକ ଥର ମଦ୍ୟପାନ କରିବା ପରେ ଲୋକମାନେ ଦେଖାଇବାକୁ ଚେଷ୍ଟା କରନ୍ତି…