Browsing Category

Featured

ଆମେରିକାରେ ଦେବାଳିଆ ଘୋଷିତ ହେବା ପାଇଁ WeWork କଲା ଆବେଦନ, ଋଣ ଓ ବିପୁଳ କ୍ଷତି ସହ ସଂଘର୍ଷ କରୁଛି କମ୍ପାନୀ

ନୂଆଦିଲ୍ଲୀ: ଅଫିସ୍ ସେୟାରିଂ କମ୍ପାନୀ ୱିଇୱାର୍କ ସୋମବାର ନ୍ୟୁ ଜର୍ସି ଫେଡେରାଲ୍ କୋର୍ଟରେ ଦେବାଳିଆ ଘୋଷିତ ହେବା ପାଇଁ ଆବେଦନ କରିଛି । ସଫ୍ଟବ୍ୟାଙ୍କ ଦ୍ୱାରା ନିବେଶ କରୁଥିବା ସହକର୍ମୀ କମ୍ପାନୀ ୱିଇୱାର୍କ ପ୍ରବଳ…

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ: ପ୍ରଦୂଷଣ ବଳୟରେ ରାଜ୍ୟର ୭ଟି ସହର, ହାର୍ଟ, ଲଙ୍ଗସ ଓ ବ୍ରେନ ଷ୍ଟ୍ରୋକକୁ ନେଇ ଚେତାବନୀ ଦେଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ଚିନ୍ତା ବଢ଼ାଇଛି । ବିଷାକ୍ତ ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କରିବା ଫଳରେ ଲୋକମାନେ ଅନେକ ଭୟଙ୍କର ରୋଗର ଶିକାର ହେଉଛନ୍ତି । ବିଶେଷ କରି…

ପୁଣି ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ: ମହିଳାଙ୍କୁ ଛୁରୀ ଭୁସି ହତ୍ୟା

ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଛି ଆଉ ଏକ ବିଭତ୍ସ ହତ୍ୟାକାଣ୍ଡ । ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଠାରେ ।…

ବାସି ଖାଦ୍ୟ ଖାଇ ହସ୍ପିଟାଲରେ ଭର୍ତ୍ତିହେଲେ ୩୧ କଲେଜ ଛାତ୍ରୀ: ବାସି ଖାଦ୍ୟ ଖାଇଲେ ୫ ପ୍ରକାର ରୋଗ ହୋଇଥାଏ- ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଲୋକଙ୍କର ବାସି ଖାଦ୍ୟ ଖାଇବା ଅଭ୍ୟାସ ରହିଥାଏ । ଏପରି କିଛି ଲୋକ ଖରା, ବର୍ଷା, ଶୀତ ଅଧିକାଂଶ ସମୟରେ ବାସି ଖାଦ୍ୟ ଖାଉଥିବା ଦେଖାଯାଇଥାଏ । ତେବେ ଏହି ଅଭ୍ୟାସ ଆପଣଙ୍କ ପାଇଁ ବିପଦ…

ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ: ପ୍ରତିବର୍ଷ ରାଜ୍ୟର ୧ ଲକ୍ଷ ଯୁବକ ଯୁବତୀଙ୍କୁ ଦିଆଯିବ ଅତ୍ୟାଧୁନିକ ଦକ୍ଷତା ତାଲିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ…

ଭୁବନେଶ୍ୱରରେ କେତେ ସୁରକ୍ଷିତ ମହିଳା: ଗୋଟିଏ ଦିନରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ଗୋଟିଏ ଦିନରେ ୩ ଭିନ୍ନ ଘଟଣାରେ ତିନି ଜଣ ମହିଳାଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ସାରା ରାଜଧାନୀରେ ଚର୍ଚ୍ଚା । ମୃତ…

ଶରୀରର ଏହି ଅଙ୍ଗ ଦେଇଥାଏ ମଧୁମେହର ସଙ୍କେତ: ଲକ୍ଷଣକୁ କରନ୍ତୁନି ଅଣଦେଖା, ନଚେତ୍ ଆପଣଙ୍କୁ ପଡ଼ିବ ମହଙ୍ଗା

ମଧୁମେହ ବା ଡାଇବେଟିସ୍ ଏକ ମହାମାରୀ ପରି ବ୍ୟାପୁଥିବା ପରି ମନେହେଉଛି । ମଧୁମେହର ସମସ୍ୟା ବୟସ୍କ ହୁଅନ୍ତୁ ବା ଯୁବକ, ଏପରିକି ପିଲାମାନଙ୍କଠାରେ ଦେଖାଯାଉଛି । ଆଜି ସାରା ବିଶ୍ୱରେ କୋଟି କୋଟି ଲୋକ ଏହି ରୋଗରେ ପୀଡିତ…

ଜାନୁଆରୀ ୧୫ ସୁଦ୍ଧା ହେବ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଏପରି ଆବେଦନ କରନ୍ତୁ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ମାସ ୧୫ ତାରିଖ ସୁଦ୍ଧା ହେବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ…

ବିଜେଡି ନେତାଙ୍କୁ ଦଳରୁ ବହିଷ୍କୃତ କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରାଜ୍ୟର…

ବିଧାନସଭା ନିର୍ବାଚନ: ଛତିଶଗଡ-ମିଜୋରାମରେ ଭୋଟିଂ ଆରମ୍ଭ, ସୁକମାରେ IED ବିସ୍ଫୋରଣ

ନୂଆଦିଲ୍ଲୀ: ଛତିଶଗଡର ୨୦ ଟି ବିଧାନସଭା ଆସନ ଏବଂ ମିଜୋରାମର ସମସ୍ତ ୪୦ ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ନଭେମ୍ବର ୧୭ ରେ ଛତିଶଗଡର ଅବଶିଷ୍ଟ ୭୦ ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ମତଦାନକୁ…