Browsing Category
Featured
ମୁଣ୍ଡଫଟା ଖରା ମଧ୍ୟରେ ଚାଲିଛି ଆନ୍ତଃରାଜ୍ୟ ଚାମ୍ପିଅନସିପ୍: ଆଥଲେଟ୍ଙ୍କ ନାକରୁ ବାହାରିଲା ରକ୍ତ
ଭୁବନେଶ୍ୱର: ସାରା ରାଜ୍ୟର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅତିଷ୍ଠ କରି ପକାଇଛି । ରାତି ପାଇ ସକାଳ ହେଲାବେଳକୁ ତାପମାତ୍ରା ୪୦ ଛୁଇଁଯାଉଛି । ୯ଟା ବାଜିଲା…
ଘରୁ ବାହାରନ୍ତୁ ନାହିଁ! ରାଜଧାନୀରେ ଅତି ବାଇଗଣୀ ରଶ୍ମୀର ଇଣ୍ଡେକ୍ସ ୧୩ ଛୁଇଁଲା, ସନବର୍ଣ୍ଣ, ଦୃଷ୍ଟିଶକ୍ତି ହ୍ରାସ ଓ କର୍କଟ ରୋଗକୁ ନେଇ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ରୌଦ୍ର ତାପରେ କଲବଲ ହେଉଛନ୍ତି ରାଜଧାନୀ ବାସିନ୍ଦା । ସକାଳ ୮ଟା ସମୟରେ ତାପମାତ୍ରା ୩୪ ଡିଗ୍ରୀ ଟପି ଯାଉଛି । ତେଣୁ ଲୋକମାନେ ନିଜକୁ ବଞ୍ଚାଇବା ପାଇଁ କେବଳ କୁଲର, ଏସିର ସାହାରା…
ମୃତ୍ୟୁର ଶକ୍ତ ପ୍ରହାର: ବଜ୍ରପାତ ଘଟି ଲିଭିଗଲା ୩ଟି ଜୀବନ, ୪ ଜଣ ଆହତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକୃତିର ତାଣ୍ଡବ ଆଗରେ ମଣିଷ କିଛି କରିପାରେ ନାହିଁ । ଅନେକ ସମୟରେ ବନ୍ୟା, ବାତ୍ୟା, ବଜ୍ରପାତ ଘଟି ବହୁ ଧନଜୀବନ ହାନୀ ହୋଇଥାଏ । ଏଭଳି ବିପତ୍ତି ବେଳେ ଭାଗ୍ୟକୁ ଆଦରି ପଡ଼ି ରହିବା ଛଡ଼ା…
ଭୁବନେଶ୍ୱର ପରେ ବେଙ୍ଗାଲୁରୁ: ସବୁଆଡ଼େ ମାତିଛନ୍ତି ଅନ୍ତବସ୍ତ୍ର ଚୋର, ରସିକିଆ ଚୋରକୁ ଖୋଜୁଛି ପୋଲିସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଲୋକମାନେ ଯେତେ ଅଧିକ ଶିକ୍ଷିତ ହେଉଛନ୍ତି ସେହି ଅନୁପାତରେ ସେମାନଙ୍କର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏଭଳି ଶିକ୍ଷିତ ସମାଜରେ ଅସାମାଜିକ…
ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂଆ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍-୨୦୨୩ ପ୍ରକାଶିତ
ନୂଆଦିଲ୍ଲୀ: ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂତନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍-୨୦୨୩ ପ୍ରକାଶ ପାଇଛି । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ…
Operation Ganga Documentary: ‘ଅପରେସନ୍ ଗଙ୍ଗା’ ଦେଶର ଅବିସ୍ମରଣୀୟ ଆତ୍ମାକୁ ପ୍ରତୀକ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ସମୟରେ ସେଠାରେ ଥିବା ଭାରତୀୟ ମାନଙ୍କୁ ସରକାର 'ଅପରେସନ୍ ଗଙ୍ଗା' ମାଧ୍ୟମରେ ସେଠାରୁ ଉଦ୍ଧାର କରିଥିଲେ। ଏବେ ଏହି ଅପରେସନ ଉପରେ ଏକ ଡକ୍ୟୁମେଣ୍ଟାରୀ…
ଡେଭିଡ ୱାର୍ନରଙ୍କ ଡେଭିଡ ୱାର୍ନରଙ୍କ ବିରଳ ରେକର୍ଡ, ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ୧୫ ଥର ହେଲେଣି ଆଉଟ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଏବଂ ଇଲଂଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ମଧ୍ୟରେ କ୍ରିଜ୍ରେ କଡ଼ା ଟକ୍କର ଦେଖିବାକୁ ମିଳେ । ତେବେ ଗତ କିଛି ବର୍ଷ ମଧ୍ୟରେ ବ୍ରଡ ବାରମ୍ବାର…
ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ: ୩୮ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଆକ୍ରମଣରେ ଚାଲିଯାଇଛି । ୩୮ ଜଣ ନିରୀହ ସ୍କୁଲ ପିଲାଙ୍କ ଜୀବନ । ସ୍କୁଲ ଛାତ୍ରଙ୍କ ସହିତ ମୋଟ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ଉଗାଣ୍ଡାରୁ ଆସିଛି ଏଭଳି ଏକ ଭୟଙ୍କର ଖବର । ଆଲାଇଡ୍…
UGC ଲାଗୁ କରିବ ନୂଆ ନିୟମ: ଏଣିକି ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ଣ୍ଣଶିପ୍ ବାଧ୍ୟତାମୂଳକ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ…
୨୦୧୯ର ଭୁଲ୍ ହେବନି ୨୦୨୪ରେ: ଅପରାଜିତାଙ୍କୁ ଚେକ୍ ଦେବେ ଶ୍ରୀମୟୀ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ନୂଆ ଯୋଜନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ବିଧାନସଭା ନିର୍ବାଚନରେ ରାଜଧାନୀର ଉତ୍ତର, ମଧ୍ୟ ଓ ଏକାମ୍ର ତିନୋଟି ଆସନକୁ ବିଜେଡି କବଜା କରିଥିଲା । ମାତ୍ର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଆଗରେ…