Browsing Category

Featured

୭୦୦ କି.ମି ଦୂର ଚାଲି ଚାଲି ଗଲେ ନାବାଳିକା : ପ୍ରେମ ପାଇଁ ବ୍ଲେଡରେ କାଟିଲେ ହାତ

ଉତ୍ତରପ୍ରଦେଶ : ପ୍ରେମ ସବୁ ବେଳେ ଅନ୍ଧ ହୋଇଥାଏ । ପ୍ରେମରେ ମଣିଷ କିଛି ବି କରିପାରେ । ଏହିପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ଆସିଛି ଉତ୍ତରପ୍ରଦେଶର କାନପୁର ଦେହତରୁ । ସେଠାରେ ଜଣେ ନାବାଳିକା ନିଜ ପ୍ରେମିକ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ ନେତା, ପୁଣି ଜିତିବେ ନିର୍ବାଚନ: The Economist

ନୁଆଦିଲ୍ଲୀ: ବ୍ରିଟେନର ପ୍ରସିଦ୍ଧ ଖବର କାଗଜ 'ଦି ଇକୋନୋମିଷ୍ଟ' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ ନେତା ବୋଲି କହିଛି । ଦି ଇକୋନୋମିଷ୍ଟ ଏହାର ଗମ୍ଭିର ବାଣିଜ୍ୟ ଖବର ଏବଂ…

ଇନଷ୍ଟାଗ୍ରାମରେ ରିଲ୍ସ କରିବା ପଡିବ ମହଙ୍ଗା ! ଏହି ସ୍ଥାନରେ ଭିଡ଼ିଓ କଲେ ହୋଇପାରେ ଜେଲ୍‌

ଇନଷ୍ଟାଗ୍ରାମରେ ରିଲ୍ସ କରିବା ନିଶା ଆଜିକାଲିର ଯୁବପିଢ଼ିଙ୍କୁ ବେଶୀ ଘାରିଛି। ଅନେକ ଲୋକ ରିଲ୍ସ କରିବା ଚକ୍କରରେ ନିଜ ଜୀବନକୁ ବିପଦ ମୁହଁକୁ ଠେଲିବା ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଥିବା ଦେଖିବାକୁ ମିଳିଛି।…

(Video) ସେ ଝିଅର ପ୍ଲାନ ଥିଲା ମୋ ପୁଅଠୁ ପଇସା ନେଇ ରଶ୍ମୀ ସାଙ୍ଗରେ ରହିଥାନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାର୍ଚ୍ଚ ମାସ ୧୮ ତାରିଖରେ ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ଅକାଳ ବିୟୋଗ ଘଟିଥିଲା । ଡିଜେ ଆଜେକ୍ସଙ୍କ ମୃତଦେହ ରାଜଧାନୀରେ ଥିବା ତାଙ୍କ…

ବୁମ୍ରାଙ୍କୁ ଆଇସିସି ଝଟକା: ପ୍ରତ୍ୟାବର୍ତ୍ତନର ସମସ୍ତ ଦ୍ୱାର ବନ୍ଦ, ବିପଦରେ କ୍ୟାରିୟର

ନୂଆଦିଲ୍ଲ: ଭାରତୀୟ ତାରକା କ୍ରିକେଟର ଜସପ୍ରିତ ବୁମ୍ରା ବର୍ତ୍ତମାନ ଆଗାତ ସମସ୍ୟା ପାଇଁ ଭାରତୀୟ ଦଳରୁ ଦୁରରେ ରହିଛନ୍ତି । ତେବେ ତାଙ୍କର ସମସ୍ୟା ବର୍ତ୍ତମାନ କମିବାର ନାଁ ନେଉନାହିଁ । ଗମ୍ଭିର ଆଘାତ କାରଣରୁ ଗଲା…

ଏହି ଉପାୟରେ ହୃଦୟକୁ ରଖନ୍ତୁ ସୁସ୍ଥ , ନଚେତ୍ ହୋଇପାରେ ହାର୍ଟ ଆଟାକ୍

ହାର୍ଟ ସମ୍ବନ୍ଧୀୟ ଅନେକ ରୋଗ ସାମ୍ନାକୁ ଆସୁଛି । ହାର୍ଟ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇବା ପାଇଁ, ଆପଣ ଏହାକୁ ସୁସ୍ଥ ରଖିବା ପାଇଁ ସଠିକ୍ ଉପାୟ ଜାଣିବା ଉଚିତ୍ । ଏଥି ସହିତ ପ୍ରଦୂଷଣ ହେତୁ ହାର୍ଟ ସହିତ ଜଡିତ ରୋଗ…

ବ୍ରେଷ୍ଟ କ୍ୟାନ୍ସରରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ମାଛ ଶରୀର ପାଇଁ ଉପକାରୀ। ସପ୍ତାହରେ ଥରେ ମାଛ ଖାଇଲେ ସ୍ତନ କର୍କଟରୁ ମୁକ୍ତି ମିଳିଥାଏ ବୋଲି ମିସିଗାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗବେଷକଙ୍କ ମତରେ ଯେଉଁମାନେ ସପ୍ତାହକୁ…

ଆଉ ୨ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ପୁରୀକୁ ୧୫ଟି ସ୍ପେଶାଲ ଟ୍ରେନ୍‍

ପୁରୀ: ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ବିଭିନ୍ନ ସ୍ଥାନରୁ ପୁରୀକୁ ୧୫ଟି ସ୍ପେଶାଲ ଟ୍ରେନ୍‍ ଚଳାଚଳ ଲାଗି ବ୍ୟବସ୍ଥା…

ତୃତୀୟ ପର୍ଯ୍ୟାୟ ମୁକ୍ତା ଯୋଜନା ପାଇଁ ୨୨୫କୋଟି ୫୩ ହଜାର ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ ଚଳିତ ଆର୍ଥିକବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଟଙ୍କା ମଞ୍ଜୁର କରିଛନ୍ତି । ଢେଙ୍କାନାଳ , ଅନୁଗୁଳ,…

ଆକାଶରୁ ଅଗ୍ନି ବର୍ଷା, ଏହି ରାଜ୍ୟରେ ଗତ ୩ ଦିନରେ ଅଂଶୁଘାତରେ ୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ଏବେ ଦେଶର ବିଭିନ୍ନ ରାଜ୍ୟରେ ତାପମାତ୍ରା ଅସମ୍ଭବ ଭାବରେ ବୃଦ୍ଧି ପାଇଛି । ମନେ ହେଉଛି ଆକାଶରୁ ଯେପରି ନିଆଁ ଖସୁଛି । ଏପରି ପରିସ୍ଥିତିରେ ଜନଜୀବନ ଦୂର୍ବିସହ ହୋଇପଡିଥିବା ବେଳେ କିଛି ରାଜ୍ୟରେ ଅଂଶୁଘାତରେ…