Browsing Category

Featured

ଭୂଗର୍ଭ ଜଳ ଉତ୍ତୋଳନ ଦ୍ୱାରା ବଙ୍କା ହୋଇଗଲାଣି ପୃଥିବୀ, ଜଳବାୟୁ ଉପରେ ପଡିବ ବଡ ପ୍ରଭାବ

ନୂଆଦିଲ୍ଲୀ:ଏବେ ପୃଥିବୀ ଉପରେ ବୋଝ ବହୁତ ବଢିଗଲାଣି । ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନର ବୋଝ ଆଉ ଗୋଟିଏ ପଟେ ମାନବୀୟ ଗତିବିଧି । ଏଣୁ ଏବେ ପୃଥିବୀର ଅକ୍ଷରେ ପରିବର୍ତ୍ତନ ଦେଖାଦେଲାଣି । ଏହି ପରିବର୍ତ୍ତନ ଜଳବାୟୁ…

ବେଆଇନ୍ ଦରଘା ହଟାଇବା ନୋଟିସ ପରେ ଜୁନାଗଡରେ ହିଂସା: ଡିଏସପିଙ୍କ ସମେତ ୪ ପୋଲିସ ଆହତ

ଜୁନାଗଡ: ଗୁଜୁରାଟର ଜୁନାଗଡ ଜିଲ୍ଲାରେ ଜୋର ଧରିଛି ହିଂସା । ଜବରଦଖଲ ଜମିରେ ନିର୍ମିତ ଦରଘା ଭାଙ୍ଗିବା ପାଇଁ ନୋଟିସ ଦିଆଯିବା ପରେ ଏଠାରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ମାରପିଟ ଏବଂ ଗଣ୍ଡଗୋଳ ଭଳି…

ଶନିଙ୍କ ସହିତ ରାହୁ ଓ କେତୁଙ୍କ ଓଲଟା ଚଳଣ, ଏହି ସମସ୍ତ ରାଶିଙ୍କ ଲାଗି କଷ୍ଟଦାୟକ ହେବ ଆଗାମୀ ୫ ମାସ

ଜ୍ୟୋତିଷ ଶାସ୍ତ୍ରରେ ଆଜିର ଦିନର ବେଶ୍ ଗୁରୁତ୍ୱ ରହିଛି । କାରଣ ଶନିଦେବ ଆଜି ବକ୍ରୀ ହୋଇ ସମସ୍ତ ରାଶି ଉପରେ ପ୍ରଭାବ ପକାଇବେ । ଏହି ସ୍ଥିତି ଅକ୍ଟୋବର ପର୍ଯ୍ୟନ୍ତ ରହିବ । ତେବେ କେବଳ ଏତିକି ନୁହେଁ ଶନି ଦେବଙ୍କ ସହିତ…

(Video) ଲଙ୍କାରେ ହରି ନାମ…ବାହାନଗା ଦୁର୍ଘଟଣା ପୀଡିତଙ୍କୁ ୧୦ କୋଟି ଦେବ ମହାଠକ ସୁକେଶ, ଲେଖିଛି ଚିଠି

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଜେଲରୁ ପତ୍ର ଲେଖିଛି । କିନ୍ତୁ ଏଥର ଜନହିତ ପାଇଁ ଆଗେଇ ଆସିଛି ସୁକେଶ । ଜେଲ ଭିତରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ବାଲେଶ୍ୱର ଟ୍ରେନ ଦୁର୍ଘଟଣା…

ଆସୁଛି ଆଉ ଏକ ଭୟଙ୍କର ଭାଇରସ୍ ! ଜଳବାୟୁ ପରିବର୍ତ୍ତନ ଯୋଗୁଁ ନୂଆ ରୋଗର ଚେତାବନୀ ଦେଇଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ବ୍ରିଟେନ ସରକାର ନୂଆ ମହାମାରୀ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି ସମୟରେ ଦେଶର ବୈଜ୍ଞାନିକମାନେ ଏକ ନୂଆ 'ମାରାତ୍ମକ ଭାଇରସ' ବିଷୟରେ ଚେତାବନୀ ଦେଇଛନ୍ତି ଯାହା ପ୍ରାୟ ରୋଗୀଙ୍କୁ ମାରିପାରେ । ମିରର୍…

ପାଠ ଭୟରେ ୮ ବର୍ଷର ଝିଅ କହିଲା ମିଛ, ପିଟା ଖାଇଲେ ଡେଲିଭରୀ ବୟ

ବାଙ୍ଗାଲୁର: ଆମେ ଘରେ ବସି ଅନଲାଇନ୍ ରେ ଖାଦ୍ୟ ବୁକ୍ କରିଦେଲେ ମାତ୍ର କିଛି ସମୟ ମଧ୍ୟରେ ଆମ ଘରେ ଖାଦ୍ୟ ପହଞ୍ଚି ଯାଉଛି । ଏ କ୍ଷେତ୍ରରେ ଅନଲାଇନ୍ କମ୍ପାନୀ କାମ କରୁଥିବା ବେଳେ ବହୁ ଯୁବକ ଏହିସବୁ କମ୍ପାନୀରେ ଏଜେଣ୍ଟ…

ଶନି ପ୍ରତ୍ୟାବର୍ତ୍ତନ: ଆଜି ନିଜ ରାଶି ଅନୁଯାୟୀ ଦାନ କରନ୍ତୁ ଏହି ଜିନିଷ, ଦୂର ହୋଇଯିବ ସମସ୍ତ ସମସ୍ୟା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି। ଶନି ଦେବ ୧୭ ଜୁନ୍ ରେ କୁମ୍ଭରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଯେତେବେଳେ ଶନି ଗ୍ରହ ଏହାର ନିୟମିତ ଗତି ସହିତ ପଛୁଆ କିମ୍ବା ଆଗ ଦିଗକୁ…

ଗରମରେ ଝଲସୁଛି ରାଜଧାନୀ: ସକାଳ ୮.୩୦ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ପାର, ଝାରସୁଗୁଡା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସାରା ରାଜ୍ୟକୁ କବଳିତ କରି ନେଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାରଦ ଖୁବ ଉପରେ ରହିଛି । ଆକାଶରୁ ଗରମ ନିଆଁ ବର୍ଷିଲା ଭଳି ବର୍ଷୁଛି ଖରା ।…

ଦର୍ପଦଳନ ଚକ ଅଖରେ ଫାଟ: ଦୁର୍ବଳ ରହିଛି ମା’ ସୁଭଦ୍ରାଙ୍କ ରଥ

ପୁରୀ: ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଶେଷ ହୋଇନି ରଥ ନିର୍ମାଣ କାର୍ଯ୍ୟ । ଏହା ଉପରେ ଆଉ ଏକ ସମସ୍ୟା ଦେଖିବାକୁ ମିଳିଛି । ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ…

ଆମେରିକାରେ ପିଏମ ମୋଦୀଙ୍କର ବଡ ପ୍ରଶଂସକ, କାର ନମ୍ବର ବି NMODI: ଦେଖନ୍ତୁ Video

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଭାରତରେ ନୁହେଁ, ବରଂ ଆମେରିକାରେ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ଯୁକ୍ତରାଷ୍ଟ୍ରର ମେରିଲ୍ୟାଣ୍ଡରେ ରହୁଥିବା ରାଘବେନ୍ଦ୍ରଙ୍କ କ୍ରେଜରୁ ଏହା…