Browsing Category
Featured
ବିଶ୍ୱକପ୍ରେ ଲଜ୍ଜାଜନକ ପରାଜୟ ପରେ ଇସ୍ତଫା ଦେଲେ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ୍-ହକ୍
ଓଡ଼ିଶା ଭାସ୍କର: ବିଶ୍ୱକପରେ ପାକିସ୍ତାନ ଲଜ୍ଜାଜନକ ପ୍ରଦର୍ଶନ କରୁଥିବା ବେଳେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଯାହାତୁ ନେଇ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ-ହକ୍ ଇସ୍ତଫା ଦେଇଛନ୍ତି। ବାବର ଆଜମଙ୍କ…
ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ଭୁବନେଶ୍ୱର JMFC କୋର୍ଟରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ
ଓଡିଶା ଭାସ୍କର; ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ । ରାଜଧାନୀ ଭୁବନେଶ୍ୱରରୁ ଏଭଳି ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତ…
ବିଶ୍ୱକପ୍ ୨୦୨୩: ଆଫଗାନିସ୍ତାନ ଖେଳାଳି ରସିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଥିଲେ କି ରତନ ଟାଟା ? ଜାଣନ୍ତୁ କ’ଣ ରହିଛି ସତ…
ଓଡ଼ିଶା ଭାସ୍କର: ନିକଟରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା। ଆଫଗାନିସ୍ତାନର ବିଜୟ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥିଲା । ପାକିସ୍ତାନ ବିପକ୍ଷ ବିଜୟ ପରେ ଭାରତୀୟ ଶିଳ୍ପପତି…
(video)ଜନ୍ମଦିନରେ ଆକାଶରେ ୧୦୦୦ଫୁଟ ଉଚ୍ଚତାରେ ଉଡିଲେ ଅଭିନେତ୍ରୀ, ଭିଡିଓ ସେୟାର କରି ବୟସ ଲୁଚାଇଥିବାରୁ ହେଲେ ଟ୍ରୋଲ
ମୁମ୍ବାଇ: ମଲାଇକା ଆରୋରା ଅକ୍ଟୋବର ୨୩ ତାରିଖରେ ନିଜର ୫୦ ତମ ଜନ୍ମଦିନ ମନାଇଛନ୍ତି । ଏହି ଅବସରରେ ସେ ଦୁବାଇରେ ଛୁଟୀ କାଟୁଥିବାର ନଜର ଆସିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏହାର ଝଲକ ବି ସେୟାର କରିଛନ୍ତି…
ରାସ୍ତା ସମସ୍ୟା; କୁମ୍ଭକର୍ଣ୍ଣ ନିଦ୍ରାରେ ବିଞ୍ଝାରପୁର ବ୍ଲକ ପ୍ରଶାସନ, ନାହିଁ ନଥିବା ହଇରାଣ ହେଉଛନ୍ତି ୫ରୁ ଉର୍ଦ୍ଧ୍ୱ ପଞ୍ଚାୟତବାସୀ
ଯାଜପୁର: (ଓଡ଼ିଶା ଭାସ୍କର) ଏ ହେଉଛି ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତ ଠାରୁ ସିଂହପୁର କୁ ସଂଯୋଗ କରୁଥିବା ରାସ୍ତା ଆଉ ରାସ୍ତାର ଦୁର୍ଦ୍ଦଶା ଏମିତି ଯେ ଯାହା ସଧାରଣ ଲୋକଙ୍କ ଚଳ ପ୍ରଚଳ ପାଇଁ ଯୋଗ୍ୟ ନୁହେଁ ଗାଡ଼ି…
ଭାରତରେ ପ୍ରତିଦିନ ୧୩୫ କୋଟି ଟଙ୍କା ରୋଜଗାର କଲା Apple କମ୍ପାନୀ, ୫୦ ହଜାର କୋଟି ପାଖାପାଖି ପହଁଚିଲା ଇନକମ
ନୂଆଦିଲ୍ଲୀ: ଯେତେବେଳେ ଭାରତରେ ଆପଲ୍ ଷ୍ଟୋର ଖୋଲାଗଲା, ସେତେବେଳେ ଆପଲ୍ ଭାରତର ବଡ ବଜାରରେ ଭଲ ଚାଲିବ ବୋଲି ଅନୁମାନ କରାଯାଉଥିଲା। ବର୍ତ୍ତମାନ ଏହା ପ୍ରକୃତ ଅର୍ଥରେ ପ୍ରମାଣିତ ହୋଇଥିବା ପରି ମନେ ହେଉଛି। ବାସ୍ତବରେ,…
ଐତିହାସିକ ନିଷ୍ପତ୍ତି, ପ୍ରଥମ ଥର ଏହି ମନ୍ଦିରରେ ନିଯୁକ୍ତ ହେଲେ ମହିଳା ପୂଜାରୀ
ପିଥୌରାଗଡ: ଉତ୍ତରାଖଣ୍ଡରେ ପ୍ରଥମଥର ଯୋଗେଶ୍ୱର ଶ୍ରୀକୃଷ୍ଣ ମନ୍ଦିର କମିଟି ଏକ ଐତିହାସିକ ନିଷ୍ପତ୍ତି ନେଇ ୨ ଜଣ ମହିଳାଙ୍କୁ ମନ୍ଦିରରେ ପୂଜାରୀ ଭାବରେ ନିଯୁକ୍ତ କରିଛନ୍ତି । ପିଥୌରାଗଡ ଜିଲ୍ଲାର ଚଣ୍ଡାକସ୍ଥିତ…
ପୁଣି ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ; ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଥର କଲେଣି ହମଲା
ଓଡିଶା ଭାସ୍କର; ପୁଣି ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ । ୨୪ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ଦୁଇ ଦୁଇଥର ହମଲା । ତେବେ ଏହି ଆକ୍ରମଣରେ ପୁଲୱାମାର ନାଓପରା ଅଞ୍ଚଳରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…
ଆମ୍ରି ହସ୍ପିଟାଲରେ ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ; ପ୍ରତିଦିନ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଲେ ବିଶେଷଜ୍ଞ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ୍ରି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ବ୍ରେନ୍ ଷ୍ଟ୍ରୋକ୍ର କାରଣ…
ଦକ୍ଷିଣ ଭାରତ ସମେତ ଓଡ଼ିଶାରେ ବି କାହିଁକି ବୃଦ୍ଧି ପାଉଛି ନିଜ ସମ୍ପର୍କୀୟଙ୍କୁ ବିବାହ କରିବାର ଧାରା ?
ଓଡ଼ିଶା ଭାସ୍କର: ଭାରତରେ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ବିବେଚନା କରାଯାଏ । ଜଣେ ପୁଅ-ଝିଅ ସାରା ଜୀବନ ପରସ୍ପରକୁ ଜୀବନ ସାଥୀ କରିବାକୁ ଶପଥ ନେଇଥାନ୍ତି । ଦୁନିଆର ପ୍ରତ୍ୟେକ ଧର୍ମରେ ବିବାହକୁ ନେଇ ନିଜସ୍ୱ ନିୟମ…