Browsing Category
Featured
ଦଶହରା ପୂଜା ବୁଲିବାକୁ ଯାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ ବାଇକ ଧକ୍କାରେ ୪ ମୃତ, ୩ ଗୁରୁତର
ଓଡିଶା ଭାସ୍କର; ଦଶହରା ପୂଜା ବୁଲିବାକୁ ଯାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ଏହା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା…
‘ଜେଲର’ ଫିଲ୍ମର ଖଳନାୟକ ବିନାୟକନ ଗିରଫ: ମଦ୍ୟପାନ କରି ହଙ୍ଗାମା କରୁଥିଲେ, ଆସିଲା ବଡ଼ ଅଭିଯୋଗ
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ରେ ଅଭିନୟ କରିଥିବା ଜଣେ ଅଭିନେତାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଫିଲ୍ମରେ ଖଳନାୟକ ଚରିତ୍ରରେ ଆସିଥିବା ଅଭିନେତା ବିନାୟକନଙ୍କୁ ପୋଲିସ ଗିରଫ କରିଛି ।…
ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଶ୍ରୀଜିଉ
ଓଡିଶା ଭାସ୍କର; ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି । ଏହି ଅବସରରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶରେ ଦର୍ଶନ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ପ୍ରତିବର୍ଷ କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ…
ଓଡ଼ିଶା ପାଇଁ ସୁନାମ ଆଣିଲେ ପ୍ରମୋଦ ଭଗତ: ଏସୀୟ ପାରା କ୍ରୀଡ଼ାରେ ଜିତିଲେ ପଦକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ତୃତୀୟ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ…
ମାଲବାହୀ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ଘଟଣାସ୍ଥଳରେ ବନ ବିଭାଗ
ଓଡିଶା ଭାସ୍କର; ମାଲବାହୀ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ । ଟ୍ରେନଲାଇନ ପାର ହେଲା ବେଳେ ଟ୍ରେନ ଧକ୍କାରେ ଏହି ହାତୀର ମୃତ୍ୟୁ ହୋଇଥିବା ସୂଚନା । ଯୋଡ଼ା – ଚମ୍ପୁଆ ରେଞ୍ଜ ବାମେବାରି ବିଟ୍ ଅନ୍ତର୍ଗତ ପଳାସ…
ପୁରୁଷ ଜାଭେଲିନ ଥ୍ରୋ F64 ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ: ସୁମିତ ଅନ୍ତିଲଙ୍କ ନୂଆ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ତୃତୀୟ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଜିତିଥିଲା । ଏହା…
ସ୍ବପ୍ନରେ ବି ଭାବିନଥିଲେ ଆଉ ଥରେ ପରିବାରକୁ ଭେଟିପାରିବେ ବୋଲି: ବାର ବର୍ଷ ପରେ ଘରକୁ ଫେରିଲେ ହଜି ଯାଇଥିବା ସ୍ୱାମୀ
ଓଡ଼ିଶା ଭାସ୍କର: ସ୍ବପ୍ନରେ ବି ଭାବିବି ନଥିଲେ ଆଉ ଥରେ ପରିବାରକୁ ଭେଟିପାରିବେ ବୋଲି । ସେପଟେ 10 ବର୍ଷ ରୁ ଅଧିକ ହେବ ପରିବାର ସହିତ ନଥିଲା କିଛି ସମ୍ପର୍କ ଓ ଯୋଗାଯୋଗ । ସ୍ତ୍ରୀ ହୋଇସାରିଥିଲେ ଏକ ପ୍ରକାର ବିଧବା…
(Video) ଠିପିର ରଙ୍ଗ ଦେଖି କିଣନ୍ତୁ ପାଣି ବୋତଲ; କ୍ୟାପ୍ରେ ପ୍ରତ୍ୟେକ ରଙ୍ଗର ରହିଛି ନିଜସ୍ୱ ଅର୍ଥ
ଓଡ଼ିଶା ଭାସ୍କର: ବଜାରରେ ସବୁକିଛି କିଣା ମିଳୁଛି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୋକାନୀମାନେ ଦୋକାନରେ ସବୁକିଛି ରଖୁଛନ୍ତି । ତେଣୁ ସବୁକିଛି ମାର୍କେଟରେ ମିଳିଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ…
(Video) ପାକିସ୍ତାନ ଦଳ ଭିତରେ ଚାଲିଛି ଅନ୍ତର୍କନ୍ଦଳ; ନିଜ ଭିତରେ ପିଟାପିଟି ହେଲେ ପାକିସ୍ତାନୀ ଖେଳାଳି, ଏକଘରିିଆ ହେଲେ ଦଳର ଅଧିନାୟକ
ଓଡ଼ିଶା ଭାସ୍କର: ଚଳିତ ବିଶ୍ୱକପ୍ରେ ଖେଳୁଥିବା ପାକିସ୍ତାନ କ୍ରିକେଟ୍ ଟିମ୍ ଏବେ ଭାରତରେ ରହିଛି । ହେଲେ ଦଳ ଭିତରେ କିଛି ବି ଠିକ୍ ଚାଲିନଥିବା କଥା ପଦାକୁ ଆସିଛି । ଚଳିତ ବିଶ୍ୱକପ୍ରେ ଲଗାତର ତିନିଟି ମ୍ୟାଚ୍…
‘ପ୍ରତିଦିନ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପ୍ରସ୍ତୁତ ରୁହ’; ସରକାରଙ୍କ ଏପରି ନିର୍ଦ୍ଦେଶ ପରେ ମଦ୍ରାସାରେ ହଇଚଇ
ଓଡ଼ିଶା ଭାସ୍କର: ତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ରାଜ୍ୟର ମଦ୍ରାସା ସର୍ଭେ ପରେ ପୁଣି ଥରେ ମୁଜାଫରନଗରର ମଦ୍ରାସା ଗୁଡ଼ିକ ଚର୍ଚ୍ଚାରେ ଅଛନ୍ତି। କାରଣ ମୁଜାଫରନଗରଶିକ୍ଷା ବିଭାଗ ମୁଜାଫରନଗରର ଏକ ଡଜନରୁ ଅଧିକ…