Browsing Category

Featured

ପ୍ରେମର ଭୟଙ୍କର ଚିତ୍ର; ଘରକୁ ଡକାଇ ଯୁବକଙ୍କ ଗୁପ୍ତାଙ୍ଗ କାଟିଲା ପ୍ରେମିକାର ଭାଇ

ନୂଆଦିଲ୍ଲୀ: ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ବେଳେବେଳେ ପୋଲିସ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିହାରର ମୁଜଫରପୁରରୁ ଆସିଛି ଛାତିଥରା ଖବର । ଯୁବକଙ୍କ ଗୁପ୍ତାଙ୍ଗ…

ଭୁବନେଶ୍ୱର; ଅବକାରୀ ବିଭାଗ ପକ୍ଷରୁ ୫ଟି ଡ୍ୟାନସ ବାରକୁ କାରଣ ଦର୍ଶାଅ ନୋଟିସ

ଓଡିଶା ଭାସ୍କର; ଅବକାରୀ ବିଭାଗ ପକ୍ଷରୁ ୫ଟି ଡ୍ୟାନସ ବାରକୁ କାରଣ ଦର୍ଶାଅ ନୋଟିସ । କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦିପାଳି ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା…

ଜୟ ଶ୍ରୀରାମ ଧ୍ୱନି ଦେଉଥିବା ଭାରତର କ୍ରିକେଟ୍ ଫ୍ୟାନମାନଙ୍କୁ ନିନ୍ଦା କଲେ ଷ୍ଟାଲିନ, କହିଲେ ଏହା ଆଦୌ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ: ତାମିଲନାଡୁ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଭାରତର ସେହି କ୍ରିକେଟ୍ ଫ୍ୟାନମାନଙ୍କୁ ନିନ୍ଦା କରିଛନ୍ତି ଯେଉଁମାନେ ଶନିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୱାର୍ଲ୍ଡକପ୍ ମ୍ୟାଚ୍ ଚାଲିଥିବା ବେଳେ…

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: STFକୁ ମିଳିବ ଅଧିକ ଶକ୍ତି, ସାମିଲ ହେବେ ପୋଲିସ, ଜିଏସଟି ଓ ଟେଲିକମ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ନକଲି ଔଷଧ କାରବାର ବଢ଼ି ଚାଲିଥିବା ବେଳେ ଏହା ବିରୋଧରେ ଚାଲିଥିବା ଅଭିଯାନକୁ ଆହୁରି ସୁଦୃଢ଼ କରାଯିବ । ସେଥିପାଇଁ ପୋଲିସ, ଜିଏସଟି ଓ ଟେଲିକମ ବିଭାଗକୁ ସାମିଲ କରାଯିବ । ଏଥିସହିତ…

ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନା ଦର ବୃଦ୍ଧିରେ ଲାଗୁନି ବ୍ରେକ : ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ଦର

ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନାର ମୂଲ୍ୟରେ ନିଆଁ ଲାଗିଛି । ପାର୍ବଣ ଋତୁରେ ଗ୍ରାହକ ସୁନା କିଣିବାକୁ ଇଚ୍ଛୁକ ଥିବା ବେଳେ ଏବେ ସେମାନଙ୍କ ମନରେ ଚିନ୍ତାର ଝଡ ସୃଷ୍ଟି ହୋଇଛି । ଆଗକୁ ଧନତେରସ ଆସୁଥିବା…

(video)ମହାକାଶରୁ ସୂର୍ଯ୍ୟପରାଗର ସୁନ୍ଦର ଦୃଶ୍ୟ ଜାରି କଲା ନାସା, ଆଗରୁ ଆପଣ କେବେ ବି ଦେଖି ନ ଥିବେ

ନୂଆଦିଲ୍ଲୀ: ଆମେ ସମସ୍ତେ ତ ସୂର୍ଯ୍ୟପରାଗ ଦେଖିଛୁ । ଗତକାଲି ଏହି ମହାଜାଗତିକ ଘଟଣା ଘଟିଛି । ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକାରେ ଲକ୍ଷ ଲକ୍ଷ ଲୋକ ଏହି ସୂର୍ଯ୍ୟଗ୍ରହଣକୁ…

କନ୍ୟା, ତୁଳା, ବିଛା ଏବଂ ଧନୁ ରାଶିର ଲୋକମାନେ ମା ଦୁର୍ଗାଙ୍କୁ ଏପରି କରନ୍ତୁ ପୂଜା: ବର୍ଷୀବ ଅନେକ କୃପା

ସନାତନ ଧର୍ମରେ ଭିନ୍ନ ଭିନ୍ନ ରାଶିଙ୍କର ବିଶେଷ ଗୁରୁତ୍ୱ ରହିଛି । ରାଶିରୁ ଜଣେ ବ୍ୟକ୍ତିର ବର୍ତ୍ତମାନ, ଅତୀତ ଏବଂ ଭବିଷ୍ୟତକୁ ମୂଲ୍ୟାଙ୍କନ କରାଯାଏ, ତେଣୁ ଲୋକଙ୍କ ମନରେ ଏକ କୌତୁହଳ ଅଛି ଯେ ରାଶି ଅନୁଯାୟୀ, କେଉଁ…

(Video) ଭାରତ-ପାକିସ୍ତାନ ମ୍ୟାଚ ବେଳେ ଗୋଟିଏ ସ୍ୱରରେ ‘ଜୟ-ଶ୍ରୀ-ରାମ’ ଗାଇଲେ ପ୍ରଶଂସକ, ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଭୁଲା ମୁହୂର୍ତ୍ତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ସର୍ବଦା ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି । ଏହା ମଧ୍ୟରେ ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ଏହି ଦୁଇ ପାରମ୍ପରିକ…

ଯୁଦ୍ଧରେ ଅନାଥ ନବଜାତକଙ୍କ ଲାଗି ୫୦୦୦ମାଇଲ୍ ଦୂରରୁ ଆସୁଛି ମା’ କ୍ଷୀର, ଛାତି ଚିରି ସ୍ନେହ ଅଜାଡି ଦେଇଛନ୍ତି ଆମେରିକାର ଏହି ମା’ମାନେ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ବୀଭତ୍ସ ଯୁଦ୍ଧ ମଧ୍ୟରେ ବହୁ ନୀରିହ ଜନତା ଅକାଳରେ ପ୍ରାଣ ହରାଉଛନ୍ତି । ଯୁଦ୍ଧ କ୍ଷେତ୍ରରୁ ବିଭିନ୍ନ ସମୟରେ ଏପରି ଚିତ୍ର ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କ ହୃଦୟ…

ଇସ୍ରାଏଲ ମ୍ୟାକଡୋନାଲ୍ଡର ନିଷ୍ପତ୍ତିକୁ ନେଇ କ୍ରୋଧ ପ୍ରକାଶ କଲା ଆରବ ଦେଶ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆମେରିକାର ଫାଷ୍ଟଫୁଡ୍ ଚେନ୍ କମ୍ପାନୀ ମ୍ୟାକଡୋନାଲ୍ଡଙ୍କୁ ଇସ୍ରାଏଲ୍ ସୈନିକମାନଙ୍କୁ ମାଗଣା ଖାଦ୍ୟ ଯୋଗାଇବା ବିଷୟରେ ସ୍ପଷ୍ଟୀକରଣ ଦେବାକୁ ପଡିବ। ବର୍ତ୍ତମାନ କମ୍ପାନୀର ପ୍ରତିନିଧୀମାନେ ଏହି ନିଷ୍ପତ୍ତି…