Browsing Category

Featured

ଶ୍ରୀମନ୍ଦିରରେ ପୁଣି ପରିମାଣିକ ଟିକେଟ୍‍ ଦର୍ଶନ ଅରମ୍ଭ କରାଯିବା ପାଇଁ ପ୍ରସ୍ତୁତ ହେବ ଏସ୍‍ଓପି

ପୁରୀ: ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଟିକେଟ୍ ଦର୍ଶନ । ଏଥିପାଇଁ ଏସଓପି ପ୍ରସ୍ତୁତ ହେବ । ଏ ସଂକ୍ରାନ୍ତରେ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅର୍ଥ ସବ୍ କମିଟି…

ଆଜିଠାରୁ ୭ ତାରିଖ ପର୍ଯ୍ୟନ୍ତ ଦେଶରେ ପାଳନ କରାଯାଉଛି ରାଷ୍ଟ୍ରୀୟ ପୋଷଣ ସପ୍ତାହ

ନୂଆଦିଲ୍ଲୀ: ଆଜିଠାରୁ ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ କରାଯାଉଛି । ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ କରାଯାଇଥାଏ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତରୁ…

ରିଲେସନସିପରେ ନୂଆ ନୂଆ ପଡିଛନ୍ତି କି ? ଏହି ଭୁଲ କଲେ ଭାଙ୍ଗିପାରେ ସମ୍ପର୍କ

ନୂଆ କରି ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ସମସ୍ତଙ୍କ ମନରେ ଭୟ ଥାଏ। କାରଣ ଏହି ସମ୍ପର୍କ ସର୍ବଦା ସୂକ୍ଷ୍ମ ହୋଇଥାଏ। ଉକ୍ତ ସମ୍ପର୍କକୁ ସୁଦୃଢ଼ କରିବାରେ ଅଧିକ ସମୟ ଲାଗିଥାଏ। ଏହି ସମୟରେ ଆପଣଙ୍କ ଛୋଟ ଛୋଟ କଥା ମଧ୍ୟ…

ଅଧିକ ଅଣ୍ଡା ଖାଇବା ଦ୍ୱାରା ବଢିଥାଏ କି ଡାଇବେଟିସ୍ ହେବାର ଆଶଙ୍କା: ଜାଣନ୍ତୁ ନୂଆ ଅଧ୍ୟୟନ କ’ଣ କହୁଛି

ଅଣ୍ଡା ଏପରି ଜିନିଷ, ଯାହାକୁ ଅଧିକାଂଶ ଲୋକ ପ୍ରାୟ ସକାଳେ ଟିଫିନରେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏକ ନୂଆ ଅଧ୍ୟୟନ ଅନୁଯାୟୀ, ଅଧିକ ଅଣ୍ଡା ଖାଇବା ଦ୍ୱାରା ଡାଇବେଟିସ୍ ହେବାର ଆଶଙ୍କା ବଢ଼ିପାରେ ।…

ବିବାହ ବୈଧ ନ ଥିଲେ ବି ଏହି ସଂପର୍କରୁ ଜନ୍ମିତ ସନ୍ତାନ ପିତାମାତାଙ୍କ ସଂପତ୍ତିରୁ ଅଧିକାର ପାଇବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ବୈଧ  ନ ଥିବା ବୈବାହିକ ସଂପର୍କରୁ ଜନ୍ମ ନେଇଥିବା ସନ୍ତାନ ସନ୍ତତି ମଧ୍ୟ ସେମାନଙ୍କ ପିତାମାତାଙ୍କ ସମ୍ପତ୍ତିିରେ…

କ୍ରିକେଟ ଛାଡ଼ି ‘FreeFire’ ଖେଳିବେ ଧୋନୀ: ବ୍ରାଣ୍ଡ ଆମ୍ବାସଡର ଭାବରେ ଦାୟିତ୍ୱ ଦେଲା Garena

ନୂଆଦିଲ୍ଲୀ: ପୁଣିଥରେ ଭାରତକୁ କମବ୍ୟାକ କରିବାକୁ ଯାଉଛି ଲୋକପ୍ରିୟ ଅନଲାଇନ ଭିଡିଓ ଗେମ୍ 'FreeFire' । ଆସନ୍ତା ୫ ତାରିଖରୁ ପୁଣିଥରେ ସାରା ଦେଶରେ 'FreeFire' ଫିଭର ଚଢିବ । ତେବେ କମବ୍ୟାକରେ ଏକ ନୂଆ ରୂପରେ…

ଅଗଷ୍ଟ ମାସରେ ୧୧% ବଢିଲା ଜିଏସ୍‌ଟି ସଂଗ୍ରହ, ପଞ୍ଚମ ଥର ହେଲା ଏହି ରେକର୍ଡ

ନୂଆଦିଲ୍ଲୀ: ଅଗଷ୍ଟ ମାସ ସରକାରଙ୍କ ପାଇଁ ଲାଭ ଦାୟକ ରହିଛି । ଅଗଷ୍ଟ ୨୦୨୩ରେ ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ରେକର୍ଡ କଲେକସନ୍ ସରକାରଙ୍କ ପାଣ୍ଠିକୁ ମଜବୁତ୍ କରିଛି । ରାଜସ୍ୱ ସଚିବ ଶୁକ୍ରବାର ଗଣାମଧ୍ୟମକୁ…

(Video) “ପୁଅ ସହ ଲାଗିବା ପୂର୍ବରୁ…” ସମୀର ୱାନଖେଡ଼େଙ୍କୁ ଶାହରୁଖଙ୍କ ଜବାବ: ଟ୍ୱିଟ ହେଉଛି ଭାଇରାଲ

ମୁମ୍ବାଇ: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବଲିଉଡ କିଙ୍ଗ ଖାନ୍ ଶାହରୁଖଙ୍କ ନୂଆ ପ୍ରୋଜେକ୍ଟ ‘ଜୱାନ୍’ । ଶାହରୁଖଙ୍କ ଏହି ଚଳଚ୍ଚିତ୍ରକୁ ସବୁ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ଏବେ ଏହାର ଟ୍ରେଲର ସାମନାକୁ ଆସିଛି । ୩…

ନୂଆ ରୂପରେ ଲଞ୍ଚ ହେଲା Royal Enfield Bullet 350: ଜାଣନ୍ତୁ ଏଥିର କଣ ହୋଇଛି ପରିବର୍ତ୍ତନ ଏବଂ ଦାମ୍‌

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ଶୁକ୍ରବାର ଏହାର ସବୁଠୁ ଲୋକପ୍ରିୟ ବାଇକ୍ ରୟାଲ ଏନଫିଲ୍ଡ ବୁଲେଟ୍ ୩୫୦ କୁ ନୂଆ ରୂପରେ ଲଞ୍ଚ କରିଛି । ଯାହାର ଦାମ୍ ୧,୭୩,୫୬୨ ଟଙ୍କା ଏକ୍ସ ସୋ ରୁମ୍ ଦର ମୂଲ୍ୟ ରହିଛି । ଏହାକୁ ମିଲେଟ୍ରୀ…

ସାଧାରଣ ଜନତାଙ୍କ ପାଇଁ ସରକାରଙ୍କ ୨ଟି ଲାଭଦାୟକ ବୀମା ଯୋଜନା; ବର୍ଷକୁ ମାତ୍ର ୪୬୬ ଦେଇ ପାଆନ୍ତୁ ୪ ଲକ୍ଷର ବୀମା ରାଶି, ଘରେ ବସି ପାଆନ୍ତୁ…

ନୂଆଦିଲ୍ଲୀ: ମୋଦୀ ସରକାର କୃଷକ, ଗରିବ ପରିବାର ଓ ସାଧାରଣ ଜନତା ସହିତ ଦେଶର ସମସ୍ତ ବର୍ଗଙ୍କ ସୁବିଧା ଲାଗି ବିଭିନ୍ନ ପ୍ରକାର ସାମାଜିକ କଲ୍ୟାଣକାରୀ ଯୋଜନା ପରିଚାଳନା କରୁଛନ୍ତି । କିନ୍ତୁ ଏହି ସମସ୍ତ ଯୋଜନା ବିଷୟରେ…