Browsing Category
Featured
ଘରୋଇ ଓ ଅନ୍ତର୍ଜାତୀୟ ସିଜିନ ପାଇଁ ଅଫିସିଆଲ ପାର୍ଟନର ନାମ ଘୋଷଣା କଲା BCCI
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ ଓ ଅନ୍ତର୍ଜାତୀୟ ସିଜିନ ପାଇଁ ଅଫିସିଆଲ ପାର୍ଟନର ନାମ ଘୋଷଣା କରିଛି । ୨୦୨୩-୨୦୨୬ ସିଜିନ ପାଇଁ ଏସବିଆଇ ଲାଇଫକୁ ଅଫିସିଆଲ ପାର୍ଟନର ଭାବେ ଘୋଷଣା…
‘ସ୍ୱର୍ଗ ପାହାଚ’ରେ ଚଢୁଥିଲା ଏହି ବ୍ୟକ୍ତି, ୩୦୦ ଫୁଟ ଉଚ୍ଚତାରୁ ତଳେ ପଡି ମୃତ
ନୂଆଦିଲ୍ଲୀ: "ଟ୍ରେନରୁ ବାହାରକୁ ଝୁଲିବା", "ନଦୀ କିମ୍ବା ଜଳପ୍ରପାତର ଅତି ନିକଟବର୍ତ୍ତୀ ହେବା", "ବାଇକରେ ଷ୍ଟଣ୍ଟ କରିବା" ଏବଂ ଆହୁରି ଅନେକ ମାରାତ୍ମକ କାର୍ଯ୍ୟ ଯାହା ସୋସିଆଲ ମିଡିଆରେ ଲୋକମାନେ କରୁଥିବା…
ସେନସେକ୍ସ ବଜାରରେ ଭାରତ-କାନାଡା ଟେନସନର ପ୍ରଭାବ, ୩ ଦିନରେ ୫.୪ ଲକ୍ଷ କୋଟି ଟଙ୍କାର କ୍ଷତି
ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତର ୧୧ ଦିନ ସେନସେକ୍ସ ବଜାରରେ କାରବାର ତୋଫାନ ପରି ଆଗକୁ ବଢି ଚାଲିଥିଲା । କିନ୍ତୁ ଚଳିତ ସପ୍ତାହରେ ବଜାରରେ ହାହାକାର ସୃଷ୍ଟି ହୋଇଛି । ୩ ଟି କାର୍ଯ୍ୟଦିବସରେ କାରବାର ୧୬୦୦ଅଙ୍କ ତଳକୁ…
ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ: ‘ତୁମେ ନବ ଦାସଙ୍କ ଭଳି ଦଶା ଭୋଗିବ’ ବୋଲି କହିଲେ ଅଜ୍ଞାତ ବ୍ୟକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ମିଳିବା ଏକ ସାଧାରଣ କଥା ହୋଇଗଲାଣି । ତେବେ ଏହା ମଧ୍ୟରେ ରାଜ୍ୟର ଜଣେ ବରିଷ୍ଠ ରାଜନେତାଙ୍କୁ ହତ୍ୟା…
3 Idiotsର ଅଭିନେତା ଅଖିଳ ମିଶ୍ରଙ୍କ ପରଲୋକ, ରୋଷେଇ ଘରେ ହେଲା ଦୁର୍ଘଟଣା, ୫୮ବର୍ଷରେ ବୁଜିଲେ ଆଖି
ମୁମ୍ବାଇ: ଆମୀର ଖାନଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ୩ ଇଡିଅଟ୍ସରେ ଲାଇବ୍ରେରିଆନ 'ଦୁବେ ଜୀ'ର ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଳ ମିଶ୍ରଙ୍କ ଦେହାନ୍ତ ହୋଇଛି। ଅଖିଳଙ୍କୁ ମୃତ୍ୟୁ ସମୟରେ ୫୮ ବର୍ଷ ବୟସ…
ପୁଣି ଖୋଲିବ ହୀରାକୁଦ ଗେଟ୍ ; ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ପ୍ରବେଶ ବଢ଼ିବାରେ ଲାଗିଛି
ଓଡିଶା ଭାସ୍କର; ଆଜି ପୁଣି ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ ଖୋଲିବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ…
ସାଇକେଲ ସିଟ୍ରେ କାଦୁଅ ହାତ ବାଜିବାରୁ ୫ବର୍ଷର କୁନି ଝିଅକୁ ହତ୍ୟା କଲା ଯୁବକ
ଓଡିଶା ଭାସ୍କର: ଆଇନ୍ ବ୍ୟବସ୍ଥାରେ ଯେତିକି ପରିବର୍ତ୍ତନ ହେଉଛି, ଅପରାଧିକ ମାମଲା ମଧ୍ୟ ସେତିକି ବଢିବାରେ ଲାଗିଛି । ଦିନକୁ ଦିନ ଏପରି ଅପରାଧ ଘଟୁଛି ଯାହାକୁ ଆମେ ଖବର ମାଧ୍ୟମରେ ପ୍ରକାଶ କରିବା ଆମ ପକ୍ଷେ କଷ୍ଟକର…
ଭଲ ପ୍ରଦର୍ଶନ ନକଲେ ବିଶ୍ୱକପରୁ ବାଦ୍ ପଡ଼ିବେ ସୂର୍ଯ୍ୟ? ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଅଗ୍ନିପରୀକ୍ଷା
ନୂଆଦିଲ୍ଲୀ: ସେପ୍ଟେମ୍ବର ୨୨ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ଦିନିଆ ଦିନିକିଆ ସିରିଜ୍ ଆରମ୍ଭ ହେବ । ତେବେ ଅକ୍ଟୋବର ୫ ତାରିଖରୁ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତ ପାଇଁ ଏହି ସିରିଜ୍ ବିଶେଷ…
‘ଭଗବାନ ଭରୋସେ’ର ପୋଷ୍ଟର ରିଲିଜ୍, ଏହିଦିନ ହେବ ସିନେମାଘରେ ରିଲିଜ୍
ମୁମ୍ବାଇ: ବଲିଉଡ୍ ନିର୍ମାତା ଶିଳାଦିତ୍ୟ ବୋରାଙ୍କ ଫିଲ୍ମ ‘ଭଗବାନ ଭରୋସେ’ର ପୋଷ୍ଟର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ଜରିଆରେ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଶିଳାଦିତ୍ୟ । ଏହି ଫିଲ୍ମରେ…
ଚୋରି ହେଇଗଲା ୨୫୦ ବର୍ଷର ପୁରୁଣା ବଜରଙ୍ଗବାଲୀଙ୍କ ଅଷ୍ଟଧାତୁ ମୂର୍ତ୍ତି, ମୂଲ୍ୟ ୪୦ କୋଟି, ପୋଲିସ କହୁଛି..
ନୂଆଦିଲ୍ଲୀ: ବିହାରର ଛପରା ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁଯାୟୀ, ଛପରା ଧାର୍ମିକ ନଗରୀ ରିବିଲଗଞ୍ଜରେ ୪୦ କୋଟି ମୂଲ୍ୟର ବଜରଙ୍ଗ ଅଷ୍ଟଧାତୂର ମୂର୍ତ୍ତି ଚୋରମାନେ ଚୋରି କରିନେଇଛନ୍ତି ।…