Browsing Category

Featured

ସନାତନ ଧର୍ମକୁ ଶେଷ କରିବା I.N.D.I.A ମେଣ୍ଟର ଏଜେଣ୍ଡା, ମଧ୍ୟ ପ୍ରଦେଶରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାରକୁ ମଧ୍ୟପ୍ରଦେଶର ବିନାରେ ଠାରେ 50,700 କୋଟିରୁ ଅଧିକ ମୂଲ୍ୟର ରିମୋଟ୍ ବଟନ୍ ଦବାଇ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସନାତନ…

ପୁଣି ଏତିକି ସମୟ ପାଇଁ ଆଉ ଖେଳିପାରିବେନି ପୃଥ୍ୱୀ ଶ’, ବଢିଲା ସମସ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ରହି ଆସିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ସେ ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ପୃଥ୍ୱୀ ଇଂଲଣ୍ଡର…

ଏହି ଦିନ ଠାରୁ ୨୦୦୦ ଟଙ୍କା ନୋଟ ନେବେନି ଇ-କମର୍ସର ବଡ଼ କମ୍ପାନୀ! ଜାଣନ୍ତୁ ଜମା କରିବାର ଶେଷ ତାରିଖ

ନୂଆଦିଲ୍ଲୀ: ଇ-କମର୍ସର ବଡ଼ କମ୍ପାନୀମାନେ କ୍ୟାସ ଅନ ଡେଲିଭରୀ ସମୟରେ ୨୦୦୦ଟଙ୍କା ନୋଟ ନେବାକୁ ନେଇ ଅଦ୍ୟତନ ଜାରି କରିଛନ୍ତି । କମ୍ପାନୀ କହିଛି ଯେ, ୧୯ ସେପ୍ଟେମ୍ବରରୁ ସେମାନେ କ୍ୟାସ ଅନ ଡେଲିଭରୀରେ ୨୦୦୦ ଟଙ୍କା ନୋଟ…

ଏହି ୪ଟି କାରଣ ପାଇଁ ଶରୀରରେ ଦେଖାଯାଏ ନୀଳ ସ୍ନାୟୁ: କରନ୍ତୁ ନାହିଁ ଏହାକୁ ଅଣଦେଖା

ଭୁବନେଶ୍ୱର : ଶିର ସମସ୍ୟା ଆଜି କାଲି ଅନେକ ଲୋକଙ୍କ ମଧ୍ୟରେ ଦେଖବାକୁ ମିଳୁଛି । ଏହି ରୋଗ ହେବା ଦ୍ୱାରା ପାଦରେ ଚମଡା ଉପରେ ଶିର ବା ସ୍ନାୟୁ ଗୁଡିକ ଫୁଟି ବାହାରିଲା ପରି ଦେଖା ଦେଇଥାଏ । ଆପଣ ଦେଖିଥିବେ ଲୋକଙ୍କ ହାତ,…

ଡ୍ୟୁଟିରେ ଥିବା ବେଳେ ଆତ୍ମହତ୍ୟା କଲେ ମହିଳା କନେଷ୍ଟବଳ, ସୁଇସାଇଡ୍‌ ନୋଟରେ ଲେଖିଲେ ଏପରି କାରଣ

ବିହାର : ବିହାର ସମସ୍ତିପୁର ପୋଲିସ କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ଥିବା ଜଣେ ମହିଳା କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି । ସେ କଣ୍ଟ୍ରୋଲ ରୁମକୁ ବାହାର ପଟୁ ବନ୍ଦ କରି ଭିତରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ…

ଦର ବୃଦ୍ଧିକୁ ନେଇ ଖାଉଟି ନିରାଶ : ହରଡ଼ ଡାଲି ଛୁଇଁବ ଦୁଇ ଶହ

ନୂଆଦିଲ୍ଲୀ : ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି । ଦର ବୃଦ୍ଧି ହେବା ଦ୍ୱାରା ଲୋକେ ଅନେକ ଆର୍ଥୀକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଦର ବୃଦ୍ଧି ଦ୍ୱାରା ମାଧ୍ୟବିତ ଲୋକମାନେ…

ମର୍ମନ୍ତୁଦ ଦୁର୍ଘଟଣା: ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା

ବିହାର : ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ଏଠାରେ ବାଗମତି ନଦୀରେ ଏକ ଡଙ୍ଗା ଓଲଟି ଯାଇଛି । ଏହି ଡଙ୍ଗାଟି ଛୋଟ ପିଲାଙ୍କୁ ନେଇ ସ୍କୁଲରେ ଛାଡିବାକୁ ଯାଉଥିଲା । ସୂଚନା ଅନୁସାରେ ଡଙ୍ଗାରେ ୩୪…

ନିଜକୁ ଜୀବିତ ବୋଲି ପ୍ରମାଣିତ କରିବାକୁ ଏ ଅଫିସରୁ ସେ ଅଫିସ୍ ଚକ୍କର କାଟୁଛନ୍ତି ବ୍ୟକ୍ତି, କାର୍ଯ୍ୟରୁ ମୁକ୍ତ କରିବା ବଦଳରେ ଜୀବନରୁ ମୁକ୍ତ…

ନୂଆଦିଲ୍ଲୀ:  ‘ସାହେବ, ମୁଁ ଏବେ ବି ବଞ୍ଚିଛି’ ଏହି କେତୋଟି ଶବ୍ଦ ଉତ୍ତରପ୍ରଦେଶ ଦେବରିଆ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ରାଜେନ୍ଦ୍ର ଶୁକ୍ଳାଙ୍କର ଯିଏ ଗତ ୩ ମାସ ଧରି ନିଜ ଦରମା ଲାଗି ବିଭିନ୍ନ ଅଫିସରଙ୍କ…

ଅଗଷ୍ଟ ମାସରେ ହୋଲ୍‌ସେଲ୍ ମୁଦ୍ରାସ୍ଫୀତି ଜୁଲାଇ ତୁଳନାରେ ବୃଦ୍ଧି

ନୂଆଦିଲ୍ଲୀ: ଅଗଷ୍ଟ ପାଇଁ ହୋଲସେଲ ମୁଦ୍ରାସ୍ଫୀତି ଆକଳନ ଆସିଛି ଏବଂ ଜୁଲାଇ ତୁଳନାରେ ଏହା ବୃଦ୍ଧି ପାଇଛି । ଅଗଷ୍ଟରେ ହୋଲସେଲ ମୁଦ୍ରାସ୍ଫୀତି ହାର -୦.୫୨ ପ୍ରତିଶତ ରହିଛି ଯାହା ଜୁଲାଇରେ -୧.୩୬ ପ୍ରତିଶତ ଥିଲା । ଯଦି…

ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା ସ୍କର୍ପିଓ : ଘଟଣାସ୍ଥଳରେ ଚାଳକ ମୃତ

କରଞ୍ଜିଆ : ଦିନକୁ ଦିନ ଦୁର୍ଘଟଣାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ସହିଭଳି ଏକ ଭୟାନକ ଦୁର୍ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା…