Browsing Category
Featured
ଆସନ୍ତାକାଲି ଜାତୀୟ ସିକଲ୍ ସେଲ୍ ରୋଗ ଉନ୍ମୁଳନ ମିଶନ୍ର ଶୁଭାରମ୍ଭ କରିବେ ମୋଦୀ: ଓଡ଼ିଶାର ଏହି ଜିଲ୍ଲାଗୁଡିକରେ ହେବ କାର୍ଯ୍ୟକାରୀ
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମଧ୍ୟପ୍ରଦେଶରେ ଜାତୀୟ ‘ସିକଲ୍ ସେଲ୍ ରୋଗ ଉନ୍ମୁଳନ ମିଶନ’ର ଶୁଭାରମ୍ଭ କରିବେ । ୨୦୪୭ ମସିହା ସୁଦ୍ଧା ଦେଶରୁ ସିକଲ୍ ସେଲ୍ ରୋଗର…
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି ପାଇଲା
ନୂଆଦିଲ୍ଲୀ: ଦେଶର ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇରୁ ସେପ୍ଟେମ୍ବର ତିନି ମାସ ପାଇଁ ଏହି…
HDFC-HDFC Bank ମିଶ୍ରଣ କାହିଁକି ହେଉଛି: ଏହାଦ୍ୱାରା ଗ୍ରାହକଙ୍କ ଉପରେ ଜୁଲାଇ ୧ରୁ କ’ଣ ସବୁ ପ୍ରଭାବ ପଡ଼ିବ
ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କିଂ ଦୁନିଆରେ ଇତିହାସ ରଚିବାକୁ ଯାଉଛି ଭାରତ । ଏଚଡିଏଫସି ବ୍ୟାଙ୍କ ଓ ଏଚଡିଏଫସି ଲିମିଟେଡର ମିଶ୍ରଣ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହୋଇଯିବ । ଫଳରେ ଭାରତ ଆମେରିକା ଓ ଚୀନ ସହିତ ବ୍ୟାଙ୍କିଂ…
HDFC-HDFC Bank Merger: ଏଚଡିଏଫସି ହେବ ବିଶ୍ୱର ଚତୁର୍ଥ ବୃହତ୍ତମ ବ୍ୟାଙ୍କ
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତ କୌଣସି ଏକ ବ୍ୟାଙ୍କ ବିଶ୍ୱର ଟପ୍ ବ୍ୟାଙ୍କିଂ ଲିଷ୍ଟରେ ସାମିଲ ହେବାକୁ ଯାଉଛି । ଏଚଡିଏଫସି ବ୍ୟାଙ୍କ ଓ ଏଚଡିଏଫସିର ମିଶ୍ରଣ ପରେ ଏଚଡିଏଫସି ବିଶ୍ୱର ଚତୁର୍ଥ ବୃହତ୍ତମ ବ୍ୟାଙ୍କର…
PM Kisaan Yojnaର ୧୪ତମ କିସ୍ତି ପୂର୍ବରୁ ବଦଳିଗଲା ନିୟମ: ବଡ ପରିବର୍ତ୍ତନ ଆଣିଲେ ସରକାର
ନୂଆଦିଲ୍ଲୀ: ଦେଶରେ କୃଷକଙ୍କ ଆର୍ଥିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଚାଲୁ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ କୃଷଖ ଏପର୍ଯ୍ୟନ୍ତ ମୋଟ ୧୩ଟି…
କ୍ଲର୍କ, ସହାୟକ, ଷ୍ଟେନୋ, ଲାଇବ୍ରେରିଆନ, ନର୍ସିଂ ଅଫିସର, ଷ୍ଟୋର କିପର ପଦ ଖାଲି: ଯୁକ୍ତଦୁଇ ଓ ଯୁକ୍ତ ତିନି ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ
ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ରାୟପୁର ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଗ୍ରୁପ-ଏ, ଗ୍ରୁପ-ବି ଓ ଗ୍ରୁପ-ସି…
ମୋଦୀ ସରକାରଙ୍କ ବଡ ଘୋଷଣା: ଅଗଷ୍ଟ ୧୫ ସୁଦ୍ଧା ପ୍ରତି ଗାଁରେ ପହଞ୍ଚିବ ଏହି ସୁବିଧା
ନୂଆଦିଲ୍ଲୀ: ପ୍ରତ୍ୟେକ ପଞ୍ଚାୟତର ଅପଡେସନ ପାଇଁ ଲଗାତାର ପ୍ରୟାସ ଜାରି ରହିଛି । ତେବେ ବର୍ତ୍ତମାନ ସରକାର ଏହି ସମସ୍ତ ପଞ୍ଚାୟତକୁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ୟୁପିଆଇ ସୁବିଧା ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ…
ବିଶ୍ୱକପ ପାଇଁ ୭ଟି ଷ୍ଟାଡିୟମର ହେବ ନବକଳେବର: ପ୍ରତ୍ୟେକ ଷ୍ଟାଡିୟମକୁ BCCIର ୫୦ କୋଟି
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ବିଶ୍ୱ କ୍ରିକେଟ ମହାକୁମ୍ଭ । ଚଳିତ ଥର ବିଶ୍ୱକପର ଆୟୋଜନ ଦାୟିତ୍ୱ ପାଇଛି ଭାରତ । ତେଣୁ ଦେଶର ବିଭିନ୍ନ ଷ୍ଟାଡିୟମରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବ । ସେଥିପାଇଁ…
‘I will not resign’: ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହଙ୍କ ଟ୍ୱିଟ
ନୂଆଦିଲ୍ଲୀ: ପୂର୍ବ-ଉତ୍ତର ରାଜ୍ୟ ମଣିପୁରରେ ଜାରି ରହିଥିବା ହିସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ଚର୍ଚ୍ଚାରେ ରହିଥିଲେ । ଏହା ମଧ୍ୟରେ ବିରେନ ଇମ୍ଫାଲ ସ୍ଥିତ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି…
ଆସନ୍ତା ସୋମବାରଠାରୁ ରାଜ୍ୟରେ ହେବ ପ୍ରବଳ ବର୍ଷା , ଜାଣନ୍ତୁ କେଉଁ ଜିଲ୍ଲାକୁ ଦିଆଗଲା ୟେଲୋ ୱାର୍ଣ୍ଣିଂ ?
ଭୁବନେଶ୍ୱର: ରାଜ୍ୟରେ ମୌସୁମୀବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ସପ୍ତାହରେ ଉତ୍ତର…