
Browsing Category
Featured
ଜିନିଷ କିଣିବା ପରେ ବିଲ ପ୍ରସ୍ତୁତି ବେଳେ ଦୋକାନୀ ଆପଣଙ୍କୁ ବ୍ୟକ୍ତିଗତ ନମ୍ବର ମାଗିପାରିବନି: ଏନେଇ କ’ଣ ରହିଛି ଆଇନ୍
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ବଡ଼ ବଡ଼ ଶପିଂ ମଲରୁ ଜିଣିଷ କିଣାକିଣି କରିବାକୁ ପସନ୍ଦ କରନ୍ତି । ଏହାପରେ ଆପଣଙ୍କୁ କାଉଣ୍ଟରରେ ବିଲ୍ ପଇଠ କରିବାକୁ ପଡ଼ିଥାଏ । ତେବେ ଏହି ସମୟରେ ବିଲ୍ ପ୍ରସ୍ତୁତ କରିବା ପାଇଁ…
କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ମିଳିଲା ଡିଜିସିଏ ପକ୍ଷରୁ ଅନୁମତି : ଟ୍ୱିଟ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର। ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ବିମାନ ଉଡାଣ ନେଇ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରେ ବିମାନ ଉଡାଣ ପାଇଁ ଗତମାସରେ ଡିଜିସିଏ ଟିମ୍…
ଭାରତର ଆଉ ଏକ ଔଷଧକୁ ନେଇ ଆଲର୍ଟ ଜାରି: ଏହି କାଶ ସିରପକୁ ‘ମାରାତ୍ମକ’ କହିଲା WHO
ନୂଆଦିଲ୍ଲୀ: ଭାରତରେ ତିଆରି ହୋଇଥିବା ଅନ୍ୟ ଏକ କାଶ ସିରପ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ସୋମବାର ଏକ ସତର୍କ ସୂଚନା ଜାରି କରିଛି । ଏଥର ଇରାକରୁ ଭାରତୀୟ ସିରପକୁ ନେଇ ଆପତ୍ତି ଉଠାଯାଇଥିଲା ।…
ବିଲାତି ପାଇଁ ମହଙ୍ଗା ହେଲା ଖାଇବା ଥାଳି: ଜାଣନ୍ତୁ କେତେ ବଢିଛି ଶାକାହାରୀ ଏବଂ ଅଣ-ଶାକାହାରୀ ଥାଳିର ମୂଲ୍ୟ
ନୂଆଦିଲ୍ଲୀ: ବିଲାତି ଏବଂ ଅନ୍ୟାନ୍ୟ ପନିପରିବା ଦର ବୃଦ୍ଧି ବର୍ତ୍ତମାନ ଲୋକଙ୍କ ଖାଦ୍ୟ ଥାଳିକୁ ପ୍ରଭାବିତ କରୁଛି। ଲଗାତାର ତୃତୀୟ ମାସ ପାଇଁ ଶାକାହାରୀ ଏବଂ ଅଣ ଶାକାହାରୀ ଥାଳିର ମୂଲ୍ୟ ବୃଦ୍ଧି ପାଇଛି। କ୍ରାଇସିଲ୍…
Jio Phone 5G ଖୁବଶୀଘ୍ର ଲଞ୍ଚ ହେବ: ଭାରତକୁ ଆସୁଛି ସବୁଠାରୁ ଶସ୍ତା ୫ଜି ମୋବାଇଲ
ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ରିଲାଏନ୍ସ ନିଜର ୪୬ତମ ବାର୍ଷିକ ସାଧାରଣ ବୈଠକର ଆୟୋଜନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ କିଛି ବଡ଼ ଘୋଷଣା କରିପାରନ୍ତି । ଭବିଷ୍ୟତରେ…
RBI ବୈଠକ ପୂର୍ବରୁ ଗ୍ରାହକଙ୍କୁ ଝଟକା ଦେଲା HDFC ବ୍ୟାଙ୍କ: ଏବେ ଆହୁରି ମହଙ୍ଗା ହେଲା ହୋମ୍ ଲୋନ୍
ନୂଆଦିଲ୍ଲୀ: ଭାରତର ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ବୈଠକ ୮ ରୁ ୧୦ ଅଗଷ୍ଟ ମଧ୍ୟରେ ହେବାକୁ ଯାଉଛି । ଏହା ପୂର୍ବରୁ ଗ୍ରାହକଙ୍କୁ ଝଟକା ଦେଇଛି ଏଚଡିଏଫସି ବ୍ୟାଙ୍କ । ବ୍ୟାଙ୍କ ହୋମ୍ ଲୋନ୍ ସୁଧ ହାର ବୃଦ୍ଧି କରିଛି ।…
(Video) ମିସାଇଲ୍ ଆକ୍ରମଣ: ୟୁକ୍ରେନରେ ୫ଜଣ ମୃତ୍ୟୁ ୩୧ ଆହତ, ଜେଲେନସ୍କି ସେୟାର କଲେ ଭିଡିଓ
କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ଦିନ ଅତିକ୍ରମ କରିସାରିଲାଣି । ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶାନ୍ତ କରିବା ଲାଗି ଅନେକ ଦେଶ ପ୍ରୟାସ କରୁଛନ୍ତି । ହେଲେ ଏହାର…
ଏହି ଦିଗରେ ରଖନ୍ତୁ ଏସବୁ ଜିନିଷ: ଘରେ ବର୍ଷିବ ଧନ
ବାସ୍ତୁଶାସ୍ତ୍ରରେ ଧନର ଦେବୀ ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯେଉଁ ଘରେ ମା’ଲକ୍ଷ୍ମୀ ଓ କୁବେରଙ୍କ ଆଶୀର୍ବାଦ ରହିଥାଏ,ସେମାନେ ଆର୍ଥିକ…
ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
କଟକ: ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ମଙ୍ଗଳବାର ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ବର୍ତ୍ତମାନ ଜଷ୍ଟିସ ତାଳପତ୍ର ଓଡ଼ିଶା…
(Video) ପାଣିରେ ବୁଡ଼ିଯିବ ସମଗ୍ର ପୃଥିବୀ: ଧିରେ ଧିରେ ବୃଦ୍ଧି ପାଉଛି ସମୁଦ୍ରର ତାପମାତ୍ରା, ଆସୁଛି ମହାପ୍ରଳୟ!
ବର୍ଷ ବର୍ଷର ରେକର୍ଡ଼ ଭାଙ୍ଗିଛି ସମୁଦ୍ରର ତାପମାତ୍ରା । ମାଡ଼ି ଆସୁଛି ମହା ପ୍ରଳ୍ରୟ । ଚଳିତ ସପ୍ତାହରେ ସମସ୍ତ ରେକର୍ଡ଼ ଭାଙ୍ଗିଛି ସମୁଦ୍ରର ତାପମାତ୍ରା । ଯାହାକି ପୃଥିବୀ ପାଇଁ ଶୁୂଭ ସଂଙ୍କେତ ନୁହେଁ । ପୃଥିବୀର…