
Browsing Category
Featured
ଟ୍ୟୁନିସିଆ ଉପକୂଳରେ ପୁଣି ବଡ଼ ଦୁର୍ଘଟଣା: ପ୍ରବାସୀ ଜାହାଜ ବୁଡ଼ି ୪ ମୃତ, ୫୦ ରୁ ଅଧିକ ନିଖୋଜ
ନୂଆଦିଲ୍ଲୀ: ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଏକ ପ୍ରବାସୀ ଜାହାଜ ବୁଡ଼ିଯାଇ ଚାରିଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି ଏବଂ ୫୧ ଜଣ ନିଖୋଜ ଅଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ ଜାହାଜରେ ଥିବା ସମସ୍ତ…
ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନେତାଙ୍କ ସହ ୫୦ ଜଣଙ୍କ ନାମରେ ମାମଲା : ୧୯ ଜଣ ଗିରଫ
ବ୍ରହ୍ମପୁର : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଓ ଭଙ୍ଗାରୁଜା ମାମଲରେ ଏବେ ପର୍ଯ୍ୟନ୍ତ ପୋଲିସ ୫୦ ଜଣଙ୍କ ନାମରେ ମାମଲା ରୁଜୁ କରି ସାରିଲାଣି । ଏହି ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ । ବର୍ତ୍ତମାନ ସୁଧା ପୋଲିସ ୧୯…
SBIରେ ଆକାଉଣ୍ଟ ଥିଲେ ଆପଣଙ୍କ ଜମାଟଙ୍କା ଉପରେ କଟିବ ଚାର୍ଜ: ଜାଣନ୍ତୁ ଡିପୋଜିଟର ନିୟମ
ନୂଆଦିଲ୍ଲୀ: ଯଦି ଦେଶର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ - ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଆପଣ ଗ୍ରାହକ , ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ତେବେ ଏସବିଆଇର ଏକ ନିୟମ ଅନୁଯାୟୀ, ଯେଉଁ…
ପାକିସ୍ତାନକୁ ଦୁଇ ଦିନରେ ମିଳିବ ନୂଆ ପ୍ରଧାନମନ୍ତ୍ରୀ! କଣ ରହିଛି ଶହବାଜ ଶରୀଫଙ୍କ ପ୍ଲାନ ?
ଇସଲାମାବାଦ: ପାକିସ୍ତାନରେ ପୁଣି ଥରେ ପ୍ରଧାନମନ୍ତ୍ରୀ ବଦଳି ହେବାକୁ ଯାଉଛନ୍ତି। ଗତ ବର୍ଷ ପଡୋଶୀ ଦେଶ ପାକିସ୍ତାନ ଶହବାଜ ଶରୀଫଙ୍କୁ ଏକ ନୂତନ ପ୍ରଧାନମନ୍ତ୍ରୀ ରୂପେ ପାଇଥିଲେ। ତେବେ କେବଳ ଗୋଟିଏ ବର୍ଷ ମଧ୍ୟରେ ଯାହା…
ମୂଲ୍ୟବୃଦ୍ଧିରୁ ମିଳିବନି ନିସ୍ତାର: ଟମାଟୋ ଦର ୩୦୦ ଛୁଇଁବା ସମ୍ଭାବନା
ନୂଆଦିଲ୍ଲୀ : ଦରବୃଦ୍ଧିକୁ ନେଇ ଖାଉଟୀମାନେ ତ୍ରାହିତ୍ରାହି ଡାକ ଛାଡୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଦରରେ ଅହେତୁକ ବୃଦ୍ଧି ଘଟୁଥିବାରୁ ଖାଉଟୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ…
ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା : ୬ ଜିଲ୍ଲାକୁ ୱାର୍ଣ୍ଣିଙ୍ଗ
ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମୌସୁମିକର ନିମ୍ନ ଚାପରେଖା ସକ୍ରିୟ ରହିଥିବା ବେଳେ ବିହାର ଏବଂ ତାହାର ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…
(Video) ମହୁଫେଣାରୁ ମହୁ ଖାଉଥିଲେ ମହିଳା, ଶେଷରେ ମହୁମାଛି କାମୁଡାରେ ମୁହଁର ବଦଳିଗଲା ହୁଲିଆ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଆସୁଛି ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ସୋସିଆଲ ମିଡିଆରେ ଅଜବ ଅଜବ ଭିଡିଓ ପ୍ରତିଦିନ ପ୍ରସାରିତ ହେଉଛି। ବର୍ତ୍ତମାନ ଏକ ନୂଆ ଭିଡିଓ ସାମ୍ନାକୁ…
ମା ଲକ୍ଷ୍ମୀଙ୍କୁ ଘରେ ପ୍ରବେଶ କରିବାକୁ ଦିଏ ନାହିଁ ଏହି ଜିନିଷ : ବାହାର କରିବା ଦ୍ୱାରା ଆରମ୍ଭ ହୁଏ ଭଲ ଦିନ
ଭୁବନେଶ୍ୱର : ବାସ୍ତୁ ଶାସ୍ତ୍ରୀ ଘରେ ସକରାତ୍ମକ ଶକ୍ତିର ପ୍ରବାହକୁ ବୃଦ୍ଧି କରିବା ଏବଂ ନକାରାତ୍ମକ ଶକ୍ତିକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇଥାଏ । ଏହିପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଘରେ ସକାରାତ୍ମକତା…
ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ହେବ ପରିବର୍ତ୍ତନ: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି
ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀ ବର୍ତ୍ତମାନ ବର୍ଷକୁ ୨ଟି ଇଣ୍ଟରନାଲ୍ ପରୀକ୍ଷା ଦେବେ ବୋଲି ପରିଷଦ…
ଆଜି ହ୍ୟାଣ୍ଡଲୁମ୍ ଦିବସ: ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର ଇ-ପୋର୍ଟାଲର ଶୁଭାରମ୍ଭ କରିବେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମଠାରେ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର…