Browsing Category

Featured

(Video) ବୋଲବମ ଯାତ୍ରା କାହିଁକି ଯାଆନ୍ତି ? ଯାତ୍ରା ସମୟରେ କାଉଡିଆ କାହିଁକି ପିନ୍ଧନ୍ତି ଗେରୁଆ ବସ୍ତ୍ର ? ଜାଣନ୍ତୁ କିଏ ଥିଲେ ପ୍ରଥମ…

ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରିବାକୁ କାଉଡିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଉଛନ୍ତି । ଗେରୁଆ ବସ୍ତ୍ର ପିନ୍ଧି ଖରା ଏବଂ ବର୍ଷାକୁ ଖାତିର ନକରି ଖାଲି ପାଦରେ…

ଭାରତର ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ସାମିଲ ହେଲେ ଇଶାନ୍ତ: ମିଳିଲା ବଡ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଭାରତର ୱେଇଣ୍ଡିଜ ଗସ୍ତ ଆରମ୍ଭ ହେବାକୁ ଯାଉଛି । ତେବେ ଏଥିପାଇଁ ଟିମ ଇଣ୍ଡିଆ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଦଳ ଘୋଷଣା କରିସାରିଛି । କିନ୍ତୁ କୌଣସି ଦଳରେ ଭାରତର ଷ୍ୟାର ବୋଲର…

୩ଦିନ ପରେ ପୁଣି ଆରମ୍ଭ ହେଲା ବାବା ଅମରନାଥଙ୍କ ଯାତ୍ରା, ଖରାପ ପାଣିପାଗ ପାଇଁ ଅଟକିଥିଲା

ନୂଆଦିଲ୍ଲୀ : ଜାମ୍ମୁ- କାଶ୍ମୀରର ଖରାପ ପାଣିପାଗ ପାଇଁ ୩ ଦିନ ପର୍ଯ୍ୟନ୍ତ ଅଟକିଥିଲା ଅମରନାଥ ଯାତ୍ରା । ଯାତ୍ରୀମାନେ ରହିବା ପାଇଁ ପଞ୍ଜତରଣୀ ଏବଂ ଶେଷନାଗ ଆଧାର ଶିବିରର ବ୍ୟବସ୍ଥା କରାଯାଇଥିଲା । ୩ ଦିନ ପରେ ରବିବାର…

ପ୍ରତିକୂଳ ପାଗ ପାଇଁ ତୃତୀୟ ଦିନ ଲାଗି ଅମରନାଥ ଯାତ୍ରା ବାତିଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପ୍ରତିକୂଳ ପାଗ ପାଇଁ ଆଜି ତୃତୀୟ ଦିନ ଲାଗି ବାର୍ଷିକ ଅମରନାଥ ଯାତ୍ରା ବାତିଲ କରାଯାଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଥିବାରୁ ଯାତ୍ରା ଆଜି ସ୍ଥଗିତ ରଖାଯାଇଛି । ଫଳରେ…

ଶିକ୍ଷା କ୍ଷେତ୍ରରେ ରାଜ୍ୟର ରାଙ୍କିଂ ସୁଦୃଢ଼ କରିବା ଲାଗି ପଦକ୍ଷେପ ନେବାକୁ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗରେ ସ୍ୱତନ୍ତ୍ର ପେନ୍‍ସନ୍‍…

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗର ଏକ ସ୍ୱତନ୍ତ୍ର ପେନ୍‍ସନ ସେଲ୍‍ ଗଠନ କରାଯିବା ସହ ସରକାରଙ୍କ ଫାଇଭ୍‍-ଟି ବ୍ୟବସ୍ଥା ସହିତ ସ୍ୱଚ୍ଛତା ବଜାୟ ରଖିବା ଆବଶ୍ୟକ ବୋଲି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି…

ଆସନ୍ତାକାଲି ବନ୍ଦ ରହିବ ସମସ୍ତ ସ୍କୁଲ: ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସାରା ଦେଶର ଅଧିକାଂଶ ସ୍ଥାନରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା କାରଣରୁ ବହୁ ବିଲଡିଂ, ପୋଲ ଭୁଶୁଡ଼ିବା ସହିତ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଦିଲ୍ଲୀ-ଏନସିଆରରେ ମୌସୁମୀର ପ୍ରକୋପ…

(Video) ଟମାଟୋ ବଞ୍ଚାଇବାକୁ ରହିଛନ୍ତି Bodyguard: ମୂଲ୍ୟବାନ ବିଲାତି ପାଇଁ ଦୋକାନୀଙ୍କ ନିଆରା ପ୍ରୟାସ

ନୂଆଦିଲ୍ଲୀ: ଦିନକୁ ଦିନ ଟମାଟୋ ଦର ବୃଦ୍ଧି ପାଇବାରେ ଲାଗିଛି । ୧୫-୨୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ୧୩୦-୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କିଛି ସ୍ଥାନରେ ଏହା ୨୦୦ ବି…

(Video) ରାଜଧାନୀରେ ବର୍ଷା ବିତ୍ପାତ: ପାଣି ଭିତରେ ହଜିଗଲା ବାଇକ: ହେଲମେଟ ପିନ୍ଧି ଖୋଜୁଛନ୍ତି ଯୁବକ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଯିବା ଆସିବା ମଧ୍ୟ ଅସୁବିଧା ହେଉଛି । ଚଳିତବର୍ଷ ଦିଲ୍ଲୀରେ ବର୍ଷା ରେକର୍ଡ ସୃଷ୍ଟି କରିଛି । ଫଳରେ…

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା; ପାଣିପାଗ କେନ୍ଦ୍ର ପକ୍ଷରୁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀଜନିତ ନିମ୍ନ ଚାପରେଖା ବାଲେଶ୍ୱର ପୂର୍ବଦିଗରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି । ଆଗାମୀ ୪ ଦିନ ପର୍ଯ୍ୟନ୍ତ…

RMRC ଭୁବନେଶ୍ୱର ପକ୍ଷରୁ ନିଯୁକ୍ତି: ଡାଟା ଏଣ୍ଟ୍ରି ଅପରେଟର, ଟେକ୍ନିସିଆନ, ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ଖାଲି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଆଇସିଏମଆର- ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର (ଆରଏମଅରସି), ଭୁବନେଶ୍ୱର ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ…