Browsing Category

Featured

(Video) କୁନି ଝିଅ ସହ ଘରେ କ୍ରିକେଟ ଖେଳିଲେ କେନ୍ ୱିଲିୟମସନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳର ଖେଳାଳି କେନ୍ ୱିଲିୟମସନ ନିଜ ଝିଅ ସହିତ ଘରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି।…

ପ୍ରଥମ ଥର ପାଇଁ ବ୍ରେନ ମ୍ୟାଲେରିଆ ଔଷଧର ମାନବ ପରୀକ୍ଷଣ କରିବ ILS: ପରୀକ୍ଷଣ ସଫଳ ହେଲେ ରୋଗୀଙ୍କ ଜୀବନ ବଞ୍ଚିପାରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରାଜଧାନୀର ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି । ପୂର୍ବରୁ ଆଇଏଲଏସ ପକ୍ଷରୁ ଅନେକ ଔଷଧର…

୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ସଂଗଠନରେ ପରିବର୍ତ୍ତନ: ୪ଟି ରାଜ୍ୟରେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୪ ଲୋକସଭା ନିର୍ବାଚନ ଓ ଚଳିତ ବର୍ଷ ଶେଷକୁ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ବିଜେପି ବିଭିନ୍ନ ରାଜ୍ୟରେ ତା’ର ସଂଗଠନରେ…

ଜନି ବେୟାରଷ୍ଟୋଙ୍କ ଆଉଟ୍‌କୁ ନେଇ ମୁହାଁମୁହିଁ ହେଲେ ଇଂଲଣ୍ଡ-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ଆସେସ୍ ଟେଷ୍ଟ ସିରିଜରେ ରୋମାଞ୍ଚ ବଢିବାରେ ଲାଗିଛି । ପ୍ରଥମ ଦୁଇ ମ୍ୟାଚ୍‌ରେ ଇଂଲଣ୍ଡର 'ବାଜ୍‌ବଲ୍' ଷ୍ଟ୍ରାଟେଜିକୁ ମାତ୍ ଦେଇ ଅଷ୍ଟ୍ରେଲିଆ ସିରିଜରେ ୨-୦ ରେ ଅଗ୍ରଣୀ ହାସଲ କରିଛି ।…

ଥଣ୍ଡା କାଶରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି : ଆପଣାନ୍ତୁ ଏହି ୪ଟି ଯୋଗାସନ

ଭୁବନେଶ୍ୱର : ପାଣିପାଗ ବଦଳିବା ଆରମ୍ଭ କରିଛି। ଗ୍ରୀଷ୍ମ ଯାଇଛି ଏବଂ ବର୍ଷା ଋତୁ ଆସିଛି। ଏପରି ସ୍ଥିତିରେ ବଦଳୁଥିବା ପାଣିପାଗ ସହିତ ନିୟନ୍ତ୍ରଣ କରିବାକୁ ଶରୀର କିଛି ସମୟ ନେଇଥାଏ। ସାଧାରଣତଃ ଆଜିକାଲି ଲୋକମାନେ…

(Video) ମର୍ଣ୍ଣିଂ ୱାକ କରୁଥିଲେ ୩ ମହିଳା, କାର ମାଡିଯିବା ଦ୍ୱାରା ୨ ମୃତ, ଦେଖନ୍ତୁ ଦୁର୍ଘଟଣାର ଛାତିଥରା ଦୃଶ୍ୟ

ହାଇଦ୍ରାବାଦ: ଦେଶରେ ଅନେକ ପ୍ରକାର ଦୁର୍ଘଟଣା ପ୍ରତିଦିନ ଘଟୁଛି । ହେଲେ ଆଜି ଏକ ଦୁର୍ଘଟଣା ଭିଡିଓ ସାମ୍ନାକୁ ଆସିଛି । ଏଥିରେ ୩ ମହିଳା ରାସ୍ତାରେ ଚାଲୁଥିବା ବେଳେ ହଠାତ୍ ଏକ କାର ସ୍ପିଡରେ ଆସି ସେହି ମହିଳା ୩ ଜଣଙ୍କ…

ଆଜିଠୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୬ ରୁ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ଦୁର୍ବଳ ହୋଇଯିବାରୁ ତାପମାତ୍ରା ବଢିବା ସହିତ ରାଜ୍ୟରେ ଗରମ ବଢିଥିଲା। ତେବେ ଆଜିଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୬…

ମରିଗଲାଣି କି ମାଆର ମମତା : ୮ମାସର ଶିଶୁକୁ ବିକ୍ରି କରିଲା ୮୦୦ ଟଙ୍କାରେ

ମୟୁରଭଞ୍ଜ : ନଅ ମାସ ଦଶ ଦିନ ଗର୍ଭରେ ଧରି ଜଣେ ମାଆ କଣ ତାର ନିଜ ଛୁଆକୁ ଆଉ କାହାକୁ ଦେଇପାରିବ । ଗର୍ଭରୁ ଜନ୍ମ ଦେଇଥିବା ମାଆ ଯେ ଏହା କରିବ ସେ କଥା କେହି ବିଶ୍ୱାସ କରିପାରିବେ ନାହିଁ । ଠିକ ଏଭଳି ଏକ ଘଟଣା…

ରିଡ୍ ଲିମିଟ୍ ସରିବା ପରେ ମଧ୍ୟ ଚଲାଇବାକୁ ଚାହୁଁଛନ୍ତି କି ଟ୍ୱିଟର? ଏପରି ଲଗାତାର ଦେଖନ୍ତୁ ତାଜା ଟ୍ୱିଟ୍ସ

ନୂଆଦିଲ୍ଲୀ: ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏଲନ୍ ମସ୍କ ଏକ ପଠନ ସୀମା ବା ରିଡ଼ ଲିମିଟ ସ୍ଥିର କରିଛି। ଏହା ଅଧୀନରେ, ବ୍ଲୁ ଟିକ୍ ଉପଭୋକ୍ତାମାନେ ଦିନରେ ୧୦,୦୦୦ ପୋଷ୍ଟ ଦେଖିପାରିବେ, ଯାଞ୍ଚ ହୋଇନଥିବା ଉପଭୋକ୍ତା…

ଟଙ୍କା ବିବାଦକୁ ନେଇ ସ୍ୱାମୀର ପାଇଭେଟ ପାର୍ଟ କାଟିଲା ସ୍ତ୍ରୀ, ଏପରି ବଞ୍ଚିଲା ସ୍ୱାମୀର ଜୀବନ

କୋଲକାତା : ପାରିବାରିକ କଳହ ଯୋଗୁଁ ଜଣେ ମହିଳା ସ୍ୱାମୀଙ୍କ ଯୌନାଙ୍ଗକୁ ତୀକ୍ଷ୍ଣ ଅସ୍ତ୍ରରେ କାଟି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ମୁର୍ସିଦାବାଦର କାନ୍ଦୀ ପୋଲିସ ଷ୍ଟେସନ ଅନ୍ତର୍ଗତ ଶ୍ରୀକଣ୍ଠପୁର ଗ୍ରାମରେ…