Browsing Category
Featured
ମୃତ୍ୟୁର ଶକ୍ତ ପ୍ରହାର: ବଜ୍ରପାତ ଘଟି ଲିଭିଗଲା ୩ଟି ଜୀବନ, ୪ ଜଣ ଆହତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକୃତିର ତାଣ୍ଡବ ଆଗରେ ମଣିଷ କିଛି କରିପାରେ ନାହିଁ । ଅନେକ ସମୟରେ ବନ୍ୟା, ବାତ୍ୟା, ବଜ୍ରପାତ ଘଟି ବହୁ ଧନଜୀବନ ହାନୀ ହୋଇଥାଏ । ଏଭଳି ବିପତ୍ତି ବେଳେ ଭାଗ୍ୟକୁ ଆଦରି ପଡ଼ି ରହିବା ଛଡ଼ା…
ଭୁବନେଶ୍ୱର ପରେ ବେଙ୍ଗାଲୁରୁ: ସବୁଆଡ଼େ ମାତିଛନ୍ତି ଅନ୍ତବସ୍ତ୍ର ଚୋର, ରସିକିଆ ଚୋରକୁ ଖୋଜୁଛି ପୋଲିସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଲୋକମାନେ ଯେତେ ଅଧିକ ଶିକ୍ଷିତ ହେଉଛନ୍ତି ସେହି ଅନୁପାତରେ ସେମାନଙ୍କର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏଭଳି ଶିକ୍ଷିତ ସମାଜରେ ଅସାମାଜିକ…
ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂଆ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍-୨୦୨୩ ପ୍ରକାଶିତ
ନୂଆଦିଲ୍ଲୀ: ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂତନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍-୨୦୨୩ ପ୍ରକାଶ ପାଇଛି । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ…
Operation Ganga Documentary: ‘ଅପରେସନ୍ ଗଙ୍ଗା’ ଦେଶର ଅବିସ୍ମରଣୀୟ ଆତ୍ମାକୁ ପ୍ରତୀକ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ସମୟରେ ସେଠାରେ ଥିବା ଭାରତୀୟ ମାନଙ୍କୁ ସରକାର 'ଅପରେସନ୍ ଗଙ୍ଗା' ମାଧ୍ୟମରେ ସେଠାରୁ ଉଦ୍ଧାର କରିଥିଲେ। ଏବେ ଏହି ଅପରେସନ ଉପରେ ଏକ ଡକ୍ୟୁମେଣ୍ଟାରୀ…
ଡେଭିଡ ୱାର୍ନରଙ୍କ ଡେଭିଡ ୱାର୍ନରଙ୍କ ବିରଳ ରେକର୍ଡ, ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ୧୫ ଥର ହେଲେଣି ଆଉଟ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଏବଂ ଇଲଂଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ମଧ୍ୟରେ କ୍ରିଜ୍ରେ କଡ଼ା ଟକ୍କର ଦେଖିବାକୁ ମିଳେ । ତେବେ ଗତ କିଛି ବର୍ଷ ମଧ୍ୟରେ ବ୍ରଡ ବାରମ୍ବାର…
ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ: ୩୮ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଆକ୍ରମଣରେ ଚାଲିଯାଇଛି । ୩୮ ଜଣ ନିରୀହ ସ୍କୁଲ ପିଲାଙ୍କ ଜୀବନ । ସ୍କୁଲ ଛାତ୍ରଙ୍କ ସହିତ ମୋଟ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ଉଗାଣ୍ଡାରୁ ଆସିଛି ଏଭଳି ଏକ ଭୟଙ୍କର ଖବର । ଆଲାଇଡ୍…
UGC ଲାଗୁ କରିବ ନୂଆ ନିୟମ: ଏଣିକି ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ଣ୍ଣଶିପ୍ ବାଧ୍ୟତାମୂଳକ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ…
୨୦୧୯ର ଭୁଲ୍ ହେବନି ୨୦୨୪ରେ: ଅପରାଜିତାଙ୍କୁ ଚେକ୍ ଦେବେ ଶ୍ରୀମୟୀ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ନୂଆ ଯୋଜନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ବିଧାନସଭା ନିର୍ବାଚନରେ ରାଜଧାନୀର ଉତ୍ତର, ମଧ୍ୟ ଓ ଏକାମ୍ର ତିନୋଟି ଆସନକୁ ବିଜେଡି କବଜା କରିଥିଲା । ମାତ୍ର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଆଗରେ…
ଦାନ୍ତର ହଳଦିଆପଣ ହେବ ଦୂର, ଆପଣାନ୍ତୁ ଘରେ ତିଆରି ଜିନିଷ
ନୁଆଦିଲ୍ଲୀ : ଦାନ୍ତର ଧଳାପଣ ଚେହେରାର ସୌନ୍ଦର୍ଯ୍ୟ ବଢାଇଥାଏ । ଅନେକ ଥର ହଳଦିଆ ଦାନ୍ତ ପାଇଁ ଆମେ ଲୋକଙ୍କ ସାମ୍ନାରେ ହସି ପାରିନଥାଉ । କୌଣସି କାରଣରୁ ଯଦି ହଳଦିଆ ଦାନ୍ତ ଦେଖାଯାଏ ତେବେ ସେଠାରେ ଆମେ ନିଜକୁ ଅପମାନିତ…
୬ ଜଣ ଓଡ଼ିଶା ସୂଚନା ସେବା ଅଧିକାରୀ ଉପନିର୍ଦ୍ଦେଶକ ପଦକୁ ଉନ୍ନୀତ
ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଅଧିନସ୍ଥ ବିଭିନ୍ନ କାର୍ଯ୍ୟାଳୟରେ ଅବସ୍ଥାପିତ ଓଡ଼ିଶା ସୂଚନା ସେବା ବର୍ଗର ୬ ଜଣ ଅଧିକାରୀ ଉପନିର୍ଦ୍ଦେଶକ ଭାବରେ ପଦୋନ୍ନତି ପାଇଛନ୍ତି ।
ନିର୍ଦ୍ଦେଶାଳୟରେ କାର୍ଯ୍ୟରତ…