Browsing Category

Featured

ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢାଉ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଢେଙ୍କାନାଳ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଘରେ ଅଚାନକ ଚଢାଉ କରିଛି ଭିଜିଲାନ୍ସ । ଢେଙ୍କାନାଳ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ରେଡ୍ ଆରମ୍ଭ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଶୀତଦିନେ ଫ୍ରିଜ୍‌ ପାଣି ବ୍ୟବହାର କରୁଛନ୍ତି କି ? ଶରୀରରେ ହୋଇପାରେ ଏହିସବୁ ଅସୁବିଧା

ବର୍ତ୍ତମାନ ଚାଲିଛି ଶୀତଋତୁ । ଏହି ଋତୁରେ ସାବଧାନ ହୋଇ ଚଳିବାକୁ ପଡିଥାଏ । ନହେଲେ ଅନେକ ପ୍ରକାରର ରୋଗ ଦେଖାଦେଇଥାଏ । ଯେମିତିକି ଥଣ୍ଡା, କାଶ, ଛିଙ୍କ ଇତ୍ୟାଦି । ଏତିପ୍ରତି ଯତ୍ନ ହୋଇ ରହିବା ନିହାତି ଆବଶ୍ୟକ ।…

ବିଦ୍ୟୁତ୍ ବିଲ୍ କୁ ନେଇ ଚିନ୍ତା କରୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ, ଅଧିକ ହେବନି ୟୁନିଟ

ଆଜିକାଲି ଲୋକଙ୍କ ଚାହିଦା ଯୋଗୁଁ ବିଦ୍ୟୁତ୍ ବିଲ୍ ବଢ଼ିବାରେ ଲାଗିଛି । ଯଦି କୌଣସି କାରଣ ବିନା ଫ୍ୟାନ୍, କୁଲର କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଉପକରଣ ଟର୍ଣ୍ଣ ଅନ୍ ହୁଏ, ତେବେ ଆପଣ ଏହାକୁ ତୁରନ୍ତ ବନ୍ଦ…

Captain ରୋହିତ ଖେଳିବେନି ପ୍ରଥମ ଟେଷ୍ଟ, ବୁମରାହ ନେବେ ନେତୃତ୍ୱ: ଏହି ଖେଳାଳି କରିପାରନ୍ତି ଓପନିଙ୍ଗ

ନୂଆଦିଲ୍ଲୀ: ଅଷ୍ଟେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବେ ନାହିଁ ଅଦିନାୟକ ରୋହିତ ଶର୍ମା । ଏ ନେଇ ସେ ବିସିସିଆଇକୁ ସ୍ପଷ୍ଟ କରିଛନ୍ତି । ଦ୍ୱିତୀୟ ଥର ପିତା ହୋଇଥିବା ବେଳେ ସେ ଏହି ସମୟରେ ପରିବାର ସହ ରହିବାକୁ ସ୍ଥିର…

OPSC ପକ୍ଷରୁ ସୂଚନା: ନଭେମ୍ବର ୧୮ରେ ହେବ ସରକାରୀ ହୋମିଓପ୍ୟାଥିକ ଅଧ୍ୟାପକ ପଦର ସାର୍ଟିଫିକେଟ ଭେରିଫିକେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୧୮ ତାରିଖରେ ସରକାରୀ ହୋମିଓପ୍ୟାଥିକ ମେଡିକାଲ କଲେଜ ଅଧ୍ୟାପକ ପଦର ସାର୍ଟିଫିକେଟ ଭେରିଫିକେସନ । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ତରଫରୁ ପ୍ରୋଗ୍ରାମ ଜାରି କରାଯାଇଛି ।…

(Video) ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିବାରୁ ଅଢ଼େଇ ଲକ୍ଷ ଟଙ୍କା ଫାଇନ୍ ଦେଲେ କାର ମାଲିକ

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟରେ ଟ୍ରାଫିକ ସମସ୍ୟା କହିଲେ ନସରେ । ତେବେ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଟ୍ରାଫିମ ନିୟମ ଲାଗୁ କରାଯିବା ସହ ଜୋରିମାନା ମଧ୍ୟ ଆଦାୟ କରାଯାଇଥାଏ । ତେବେ…

‘ମଣିଷମାନେ ଏତେ ନିଷ୍ଠୁର?’ ଛାଡ଼ଖାଇରେ କାନ୍ଦୁଛନ୍ତି ଚିକେନ୍ ଆଉ ମଟନ୍, ଝରିଯାଉଛି ଲୁହ, ହେଲେ ବୁଝିବାକୁ କେହି ନାହିଁ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସର ଶେଷ ପାଞ୍ଚ ଦିନ କାର୍ତ୍ତିକ ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପଞ୍ଚୁକ ଭାବେ ପାଳନ କରାଯାଇଥାଏ । ଅନେକ ଲୋକ କାର୍ତ୍ତିକ…

ରାତି ସାଢେ ୧୦ ପରେ ନାଚ-ଗୀତ ସବୁ ବନ୍ଦ… ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବଢିଲା ସମୟ

କଟକ: ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି କଟକ ସହର । ଏହି ଜାକ ଜମକର ଆସର ଭିତରେ ଆହୁରି ଖୁସି ଭରି ଦେଇଛି ପ୍ରଶାସନର ଆଉ ଏକ ଘୋଷଣା । ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମୟକୁ…

Pushpa-2 ଟ୍ରେଲର ରିଲିଜରେ ଚପଲ ଫିଙ୍ଗିଲେ ଦର୍ଶକ… ସୀମା ପାର୍ କଲେ ‘ପୁଷ୍ପାରାଜ’ଙ୍କ ଫ୍ୟାନ୍ସ

ପାଟନା: ପାଟନାର ଗାନ୍ଧୀ ମଇଦାନରେ ବିରାଟ ଇଭେଣ୍ଟରେ ଲଞ୍ଚ୍ ହୋଇଛି ‘ପୁଷ୍ପା-୨ ଦ ରୁଲ୍’ର ଟ୍ରେଲର । ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ସହ ସିନେମାର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହି ଫିଲ୍ମର ଟ୍ରେଲର ଲଞ୍ଚ୍…

ଓଡ଼ିଶାର ଥାନାକୁ ଶ୍ରେଷ୍ଠ ପୁରସ୍କାର: ପୁଣି ଥରେ ସାରା ଦେଶରେ ଚମକିଲା ଗଞ୍ଜାମ ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଜାତୀୟ ସ୍ତରରେ ଚମକିଛି ଗଞ୍ଜାମ ଜିଲ୍ଲା । ପୂର୍ବରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଥିବା ବେଳେ ପୁଣି ମିଳିବାକୁ…