Browsing Category

Featured

୨୦୦ ବର୍ଷର ପୁରୁଣା ପୋଲ: ଲୁହା ଭଳି ମଜଭୁତ ଥିବା ପୋଲକୁ ଦେଖି ବିଦେଶୀ ହେଉଛନ୍ତି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବିଶ୍ୱରେ ସୁନ୍ଦରରୁ ଅତି ସୁନ୍ଦର ପୋଲ ରହିଛି । କିଛି ପୋଲ ଏପରି ଅଛି ଯାହା ବହୁତ ଉଚ୍ଚ । ସେହିପରି ଆଉ କିଛି ପୋଲ ଏପରି ଅଛି ଯାହା ବହୁତ ଲମ୍ବା ଏବଂ ବଡ଼ ଅଟେ । ସିଡନୀର ହାର୍ବର ବ୍ରିଜ ହେଉ ବା ଟାୱାର…

ଲିଭ-ଇନ୍ ରିଲେସନଶିପରେ ରହିବା କୌଣସି ଅପରାଧ ନୁହେଁ: ଏ କ୍ଷେତ୍ରରେ ମହିଳାଙ୍କୁ କେଉଁ ସବୁ ଅଧିକାର ମିଳିଥାଏ

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାଲକରଙ୍କ ହତ୍ୟା ପରେ ଏବେ ସାରା ଦେଶରେ ଲିଭ୍-ଇନ୍ ରିଲେସନଶିପକୁ ନେଇ ଚର୍ଚ୍ଚା ଜାରି ରହିଛି । ଶ୍ରଦ୍ଧାଙ୍କୁ ତାଙ୍କର ଲିଭ-ଇନ୍ ପାର୍ଟନର ଅଫତାବ ଅମିନ ପୁନାୱାଲା ହତ୍ୟା କରିଥିବା ନେଇ…

ଛତୁରେ ରହିଛି ଔଷଧୀୟ ଗୁଣ: ଡ଼ିପ୍ରେସନ ଦୂର କରିବା ସହ ମନୋବଳକୁ କରେ ଦୃଢ଼

ଅନେକ ଲୋକ ଛତୁ ଖାଇବାକୁ ପସନ୍ଦ କରନ୍ତି । ଏହା କେବଳ ସ୍ୱାଦରେ ଭଲ ନୁହେଁ, ବରଂ ଏହା ଉଦାସୀନତା, ଚିନ୍ତା ଓ ମନୋବଳ ପରିବର୍ତ୍ତନ ଭଳି ମାନସିକ ସମସ୍ୟାକୁ ମଧ୍ୟ ଚିକିତ୍ସା କରିପାରିବ। ଏହି ଯାଦୁକାରୀ ଛତୁରେ…

ତିନି ଫୁଟର କନିଆକୁ ମିଳିଲା ୩୨ ବର୍ଷର ତିନି ଫୁଟିଆ ବର.. ଧୁମଧାମରେ ହେଲା ବାହାଘର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତିନି ଫୁଟର ବରକୁ ତିନି ଫୁଟର କନିଆ ମିଳିଛି । ଏବଂ ପରେ ଏମାନଙ୍କର ବଡ ଧୁମଧାମର ସହିତ ବିବାହ କରାଯାଇଛି । ବର ଏବଂ କନିଆ ପରିବାର ଏହି…

(Video) ଭୁବନେଶ୍ୱରରେ ଖୁଲମଖୁଲା ଚାଲିଛି ଦେହ ବେପାର, ପୋଲିସ ହାବୁଡ଼ରେ ଜଣେ ମହିଳା 

ଭୁବନେଶ୍ୱର: ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଖୁଲମଖୁଲା ଚାଲିଛି ଦେହ ବେପାର । ହାଇସିକ୍ୟୁରିଟି ଜୋନରେ ଚାଲିଛି ଏଭଳି କାରବାର । ଦେହ ଦଲାଲଙ୍କ ଉତ୍ପାତ ସୀମା ଟପିଥିବା ବେଳେ ରାସ୍ତା କଡ଼ରେ ଗ୍ରାହକ ଓ ଦେହ ଦଲାଲଙ୍କ…

୫୧ ବର୍ଷ ବୟସରେ ସିଙ୍ଗଲ ଅଛନ୍ତି ତବୁ: ଏହାପଛରେ କାହିଁକି ଅଜୟଙ୍କୁ କଲେ ଦାୟୀ

ମୁମ୍ବାଇ: ବଲିଉଡର ଅନେକ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶୁମାର ତବୁୁ ହେଉଛନ୍ତି ଅନ୍ୟତମ । ସେ ତାଙ୍କ ଅଭିନୟ କ୍ୟାରିୟରେ ଅନେକ ସଫଳତା ପାଇଥିବା ବେଳେ ତାଙ୍କର ଅନେକ ଫିଲ୍ମ ସୁପର ହିଟ୍ ହୋଇଛି । ସେଥିମଧ୍ୟରୁ…

ମିସ୍ ୱାର୍ଲ୍ଟ ମନୁଶି ଚିଲର୍ ଏହି ବିଜନେସମ୍ୟାନଙ୍କୁ କରୁଛନ୍ତି ଡେଟ୍: ଜାଣନ୍ତୁ କାହାକୁ

ମୁମ୍ବାଇ: ପୂର୍ବ ମିସ୍ ୱାର୍ଲ୍ଡ ଏବଂ ବଲିଉଡ ଅଭିନେତ୍ରୀ ମନୁଶି ଚିଲର୍ ଏବେ ଲାଇମଲାଇଟରେ ଅଛନ୍ତି । କିନ୍ତୁ ଏବେ ତାଙ୍କର ଚର୍ଚ୍ଚା ଫିଲ୍ମକୁ ନେଇ ନୁହେଁ, ବରଂ ଲଭ ଲାଇଫକୁ ନେଇ ରହିଛି । ଆଜିକାଲି ମନୁଶି ନିଜ ପ୍ରେମ…

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଗୋଡସେଙ୍କ ବନ୍ଧୁକ ଖୋଜିବାରେ ସାହାଯ୍ୟ କରିଥିଲେ ସଭରକର: ତୁଷାର ଗାନ୍ଧୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାରେ ସାମିଲ୍ ଥିଲେ ସ୍ଵାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସଭରକର। ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ। ସେ ଦୃଢତାର…

ବର୍ଷାରେ କ୍ଷତିଗ୍ରସ୍ତ କୃଷକଙ୍କୁ ବଡ ଆଶ୍ଵସ୍ତି ଦେଲେ ସରକାର, ଦେବାକୁ ପଡିବ ନାହିଁ ବିଜୁଳି ବିଲ୍

ମୁମ୍ବାଇ: ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ହୋଇଥିବା ପ୍ରବଳ ବର୍ଷାରେ ପ୍ରଭାବିତ କୃଷକଙ୍କ ପାଇଁ ବଡ ଆଶ୍ଵସ୍ତିକର ଖବର। କୃଷକଙ୍କ ପାଇଁ ଛାଡ କରାଗଲା ବିଜୁଳି ବିଲ୍। ମହାରାଷ୍ଟ୍ର ସରକାର ନିଜର କୃଷକଙ୍କୁ ଏହି…

ଦଶମ ପାସ୍ ଯୁବକମାନଙ୍କ ପାଇଁ ରେଲୱେରେ ବାହାରିଲା ନିଯୁକ୍ତି: ୨୫୦୦ ରୁ ଅଧିକ ପଦବୀ ଖାଲି, ଆପଣ ମଧ୍ୟ କରିପାରିବେ ଆବେଦନ

ନୂଆଦିଲ୍ଲୀ: ରେଲୱେରେ ଚାକିରି କରିବାକୁ ଇଚ୍ଛା ରଖିଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ଖୁସିଖବର । ରେଲୱେ ନିଯୁକ୍ତି ସେଲ୍ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି, ଯାହା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ରେଲୱେରେ ବମ୍ପର…