Browsing Category

Featured

‘ସଫଳ’ ପୋର୍ଟାଲ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ, ଏବେ ଚାଷୀଙ୍କୁ ସହଜରେ ମିଳିବ କୃଷି ଲୋନ୍

ଭୁବନେଶ୍ୱର: ଚାଷୀମାନଙ୍କୁ ସହଜ ଓ ସୁବିଧାଜନକ କୃଷି ଏବଂ କୃଷି ଉଦ୍ୟୋଗ ଋଣ ଆବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 'ସଫଳ' ନାମରେ କମନ୍‌ କ୍ରେଡିଟ୍‌ ପୋର୍ଟାଲ ଉନ୍ମୋଚନ…

ଏଟିଏମରୁ ବାହାରିଲା ଅଦ୍ଭୁତ ନୋଟ: ୨୦୦ ଟଙ୍କା ନୋଟରେ ଲେଖା ଥିଲା ‘Full Of Fun’…

ସୋସିଆଲ ମିଡିଆ ଏବେ ଅଧିକାଂଶ ଲୋକଙ୍କ ମନୋରଞ୍ଜନର ଏକ ମାଧ୍ୟମ ହୋଇ ସାରିଛି । ବିଭିନ୍ନ ପ୍ରକାରର ଭିଡିଓ ଏଥିରେ ଅପଲୋଡ ହେଉଥିବା ବେଳେ କିଛିଟା ଭାଇରାଲ ହୋଇ ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁଛି । ସେ ବି ଖୁବ କମ୍…

ଫଙ୍ଗଲ୍ ସଂକ୍ରମଣ ନେଇ ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱପ୍ରତି ସୃଷ୍ଟିକରିପାରେ ବଡ଼ ବିପଦ

ନୂଆଦିଲ୍ଲୀ: ବିଶ୍ୱପ୍ରତି ବିପଦ ହୋଇପାରେ ଫଙ୍ଗଲ୍ ସଂକ୍ରମଣ। ଏନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ଡବ୍ଲୁଏଚଓ ଚେତାବନୀ ଦେଇଛି ଯେ ସମଗ୍ର ବିଶ୍ୱରେ ଫଙ୍ଗଲ ସଂକ୍ରମଣର ଆଶଙ୍କା ବଢ଼ିବାରେ ଲାଗିଛି।…

କେଉଁ ଖାଦ୍ୟ ଖାଇଲେ କମିବ ଓଜନ: ଭୋକ ନ ଲାଗିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ

ଭାରତରେ ଅନେକ ଲୋକ ମୋଟାପଣ ପାଇଁ ଚିନ୍ତିତ ରହୁଛନ୍ତି। କରୋନା ମାହାମାରୀ କାରଣରୁ ତାଲାବନ୍ଦରେ ୱାର୍କ ଫ୍ରମ ହୋମରେ କାମ କରିବାରୁ ଲୋକମାନଙ୍କର ଓଜନ ବହୁତ ବଢ଼ିଥିବା ଦେଖାଯାଇଛି। କିନ୍ତୁ ଏବେ ଲୋକମାନେ ଯେତେ ପତଳା…

ବର୍ଷା ପାଇଁ ବିଗିଡିଗଲା ବିଶ୍ୱକପର ପଏଣ୍ଟ ଟେବୁଲ: ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜାରି ରହିଛି ଟି-୨୦ ବିଶ୍ୱକପ-୨୦୨୨ । ଆଜି ଏହି ମ୍ୟାଚର ସୁପର ୧୨ରେ ଦିନିକିଆର ବିଶ୍ୱ ଚମ୍ପିଆନ ଇଂଲଣ୍ଡକୁ ମାତ ଦେଇ ବିଜୟ ହାସଲ କରିଛି ଆୟରଲାଣ୍ଡ । ପ୍ରଥମେ ଏହି ଟୁର୍ଣ୍ଣାମେଣ୍ଟର…

୨୮ ଅକ୍ଟୋବରରେ ଭୁବନେଶ୍ୱରେ ଆୟୋଜନ ହେବ ନିଯୁକ୍ତି ମେଳା, ଭାଗ ନେଇ ପାରିବେ ଆଂଶିକ ଭିନ୍ନକ୍ଷମ

ଭୁବନେଶ୍ୱର: ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି, ସେଥିରେ ଆଂଶିକ ଭିନ୍ନକ୍ଷମ ମାନେ (୪୦% ରୁ ଅଧିକ ନୁହେଁ)…

ଢେଙ୍କାନାଳରେ ‘କୌଶଳ ମହୋତ୍ସବ’ ଆୟୋଜନ କରିବ ସ୍କିଲ ଇଣ୍ଡିଆ, ଯୁବପିଢ଼ିଙ୍କୁ ମିଳିବ ବହୁ ନିଯୁକ୍ତି ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କୁ ଆପ୍ରେଣ୍ଟଶିପ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସୁଯୋଗ ଦେବା ଲାଗି ଆସନ୍ତା ୬ ନଭେମ୍ବର ୨୦୨୨, ରବିବାର ଦିନ ଢେଙ୍କାନାଳ ଠାରେ ‘କୌଶଳ ମହୋତ୍ସବ’ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ…

ଭାରତରେ ଆଗାମୀ ବର୍ଷରେ ଏତିକି ହାରରେ ବଢିବ ଦରମା, ଜାଣନ୍ତୁ କ’ଣ କହୁଛି ସର୍ଭେ

ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ ଋଷ-ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପ୍ରଭାବରେ ବିଶ୍ୱ ବଜାରରେ ଅହେତୁକ ଭାବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ଆକାଶଛୁଆଁ ରହିଛି। ଏହାରି ମଧ୍ୟରେ ଏକ ସଦ୍ୟତମ ସର୍ଭେରୁ…

ପୁଣି ଜଗା ମୁଣ୍ଡରେ ଶୋଭା ପାଇବ କି କୋହିନୂର? ରିଷି ସୁନକ ଫେରାଇ ଆଣିବେ ହୀରା!

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶଦ୍ଭୋବ ରିଷି ସୁନକ । ଯେଉଁ ବ୍ରିଟିସ୍ ଭାରତ ଉପରେ ୨ ଶହରୁ ଅଧିକ ବର୍ଷ ଧରି ଶାସନ କରିଥିଲା । ସେହି ଦେଶ ଉପରେ ଏବେ ଶାସନ କରିବେ ହିନ୍ଦୁ ପୁଅ ରିଷି ।…

ଲାଇନରେ ଯିବା ବେଳେ ଭୟଙ୍କର ରୂପ ନେଲା ଟ୍ରେନ: ଷ୍ଟେସନରେ ପରିସ୍ଥିତି ବେହାଲ

ବିହାରର ଗୟାରେ କୋଡରମା ଏବଂ ମାନପୁର ରେଲୱେ ଖଣ୍ଡ ମଧ୍ୟରେ ଏକ ରେଳ ଦୁର୍ଘଟରା ଦେଖିବାକୁ ମିଳିଛି । ହଠାତ ଟ୍ରେନଟି ଟ୍ରାକରୁ ଖସିଯିବାରୁ ଏଭଳି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । କୋଇଲା ନେଇ ଯାଉଥିବା ଏକ…