fbpx
Browsing Category

Featured

ସାମନାକୁ ଆସିଲା ସୁମିତ-ତପସ୍ୱିନୀଙ୍କ ବିବାଦୀୟ କଲ୍ ରେକର୍ଡିଂ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ଏସଡିଜେଏମଙ୍କ କୋର୍ଟରେ ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ମାମଲାର ଶୁଣାଣି ହେବ । ତେବେ ଶୁଣାଣି ପୂର୍ବରୁ ଏହି ଦମ୍ପତିଙ୍କ ଏକ କଲ ରେକର୍ଡିଂ ଭାଇରାଲ୍ ହୋଇଛି । ପୂର୍ବରୁ ସୁମିତଙ୍କ ପକ୍ଷରୁ ମଧ୍ୟ…

(ଭିଡ଼ିଓ)‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ…

ସମ୍ବଲପୁରର ଗୁଟଖା ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ: ୧୦ ଆହତ

ଶରଧାପାଲି(ଓଡ଼ିଶା ଭାସ୍କର): ସମ୍ବଲପୁର ଶରଧାପାଲିରେ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନକାଣ୍ଡରେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି…

ବଢ଼ିଚାଲିଛି ସଂକ୍ରମଣ: ରାଜଧାନୀରୁ ୨ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୋମବାର ଦିନ କୋଭିଡ୍ ଭାଇରସ୍ ର ଓମିକ୍ରନ୍ ଭାରିଆଣ୍ଟ୍ ର ଦୁଇଟି ନୂତନ ମାମଲା ସାମନାକୁ ଆସିଛି । ଏହି ଦୁଇ ସଂକ୍ରମିତଙ୍କୁ ମିଶାଇ ରାଜଧାନୀ ଦିଲ୍ଲୀରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ…

ଆରଆଇଙ୍କୁ ଅଫିସରେ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର(ଓଡ଼ିଶା ଭାରସ୍କର): ଆନନ୍ଦପୁର ଆରଆଇ ସୀମା ସିମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସ ଭିତରେ ପଶି ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ଆକ୍ରମଣରେ ଗୁରୁତର ହୋଇଥିବା ସୀମା…

ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ, ଜାଣନ୍ତୁ କେଉଁ କେସରେ ଫସିଲେ ଅଭିନେତ୍ରୀ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ସମନ । ପାନାମ ପେପର ଲିକ୍ ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ସମନ ପଠାଯାଇଥିବା ଜଣାପଡିଛି । ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା…

(ଦେଖନ୍ତୁ ଭିଡିଓ) ଫେରିବାଲାଙ୍କୁ ସାବଧାନ; ଘରକୁ ଘର ବୁଲି ପ୍ରଥମେ ରଖୁଛନ୍ତି ନଜର, ଆଉ ତାପରେ ବୁଲାଉଛନ୍ତି କଳାକନା

ବାଲେଶ୍ୱର(ଓଡ଼ିଶା ଭାସ୍କର) : କଣ ଆପଣ ମାନଙ୍କ ଘର ପାଖକୁ ବି ଆସୁଛନ୍ତି କି ଫେରିବାଲା ? ଯଦି ଆସୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ଗାଁ ହେଉକି ସହର ସବୁଠାରେ ଏବେ ଲୁଟ୍ ର ତାଣ୍ଡବ ରଚୁଛନ୍ତି ଫେରିବାଲା ବେଶଧାରୀ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୮୬ ପଜିଟିଭ୍, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଫିଲିପାଇନ୍ସରେ ଟାଇଫୁନ୍ ‘ରାଇ’ର ତାଣ୍ଡବ, ଏବେ ସୁଦ୍ଧା ୨୦୮ ଜଣଙ୍କ ହେଲାଣି ମୃତ୍ୟୁ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଭୀଷଣ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ "ରାଇ" । ଏହା ପ୍ରଭାବରେ ଏବେ ସୁଦ୍ଧା ୨୦୮ ଜଣଙ୍କ ମୃତ୍ୟୁ ହୋଇଗଲାଣି । ଏହା ବ୍ୟତୀତ ଅନେକ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ନ୍ୟାସନାଲ୍ ପୋଲିସ୍…

ଦୀର୍ଘ ୪୩ ବର୍ଷ ପରେ ଧରାପଡ଼ିଲେ ବାପ-ପୁଅ: ଛେଳି ଚୋରି ମାମଲାରେ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ଭିନ୍ନ ଭିନ୍ନ ଅଜବ ପ୍ରକାର ଘଟଣା ଘଟିଥାଏ । ତେବେ ଏପରି ଏକ ଘଟଣା ତ୍ରିପୁରାରେ ଦେଖିବାକୁ ମିଳିଥିଲା । ତ୍ରିପୁରାରେ ୪୩ ବର୍ଷ ତଳର ଏକ ପୁରୁଣା ଛେଳି ଚୋରି ମାମଲାରେ ଜଣେ ୫୮…