Browsing Category

Featured

ରାଶିଫଳ(ବୁଧବାର,୨୭ ଜୁଲାଇ,୨୦୨୨)

ମେଷ: ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ନୂଆ ଭୂମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…

୪୮ଘଣ୍ଟା ମଧ୍ୟରେ ଦେବେନ୍ଦ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କଲା ପୁଲିସ: ୩ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ୍‌

କଣ୍ଟାପଡ଼ା, (ଭାସ୍କର ନ୍ୟୁଜ) : ଗୋବିନ୍ଦପୁର ଥାନା ଅଧିନସ୍ଥ ନୂଆଗାଁ ଠାରେ ଗତ ୨୨ତାରିଖ ଦିନ ଦେବେନ୍ଦ୍ର ବେହେରା ହତ୍ୟାକାଣ୍ଡର ୪୮ଘଣ୍ଟା ମଧ୍ୟରେ ଗୋବିନ୍ଦପୁର ପୋଲିସ୍‌ ପର୍ଦ୍ଦାଫାସ୍‌ କରିଛି । ଏହି ଘଟଣାରେ ପୋଲିସ୍‌…

ବାନାନା ମିଲ୍କ ଶେକ୍ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ଘାତକ : ଏହି ତଥ୍ୟ ଜାଣିବା ପରେ ଆପଣ ବଦଳାଇ ଦେବେ ଅଭ୍ୟାସ

ଆଧୁନିକ ଜୀବନ ଶୈଳୀରେ ଫିଟ୍ ରହିବା ପାଇଁ ଆମେ ଅନେକ ପ୍ରକାର କାର୍ଯ୍ୟ କରିଥାଉ । ଏଥିସହିତ ଆମେ ଆମ ଡାଇଟ୍ରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟକୁ ସାମିଲ କରିଥାଉ । ତେବେ ଆମେ ଆମ ଡାଇଟରେ ଏପରି କିଛି ଖାଦ୍ୟକୁ ସାମିଲ…

ଗଭୀର ନିଦ୍ରାରେ ପାଲଟି ଯାଆନ୍ତି ଚମତ୍କାର ପେଣ୍ଟ୍‌ର, ଆଙ୍କନ୍ତି ବିସ୍ମୟ କଳାକୃତି

ନୂଆଦିଲ୍ଲୀ: ଅନେକ ବିସ୍ମୟ ମଣିଷ ଅଛନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବ୍ରିଟେନ୍ରେ ରହୁଥିବା ଲି’ ହେଡ୍ୱିନ୍‌ । ସେ ଏମିତି ଜଣେ ବ୍ୟକ୍ତି ଯେ କି ଗଭୀର ନିଦ୍ରାରେ ପାଲଟି ଯାଆନ୍ତି ଚମତ୍କାର ପେଣ୍ଟ୍‌ର। ମାତ୍ର…

Video: ଗୁପୁଚୁପୁ ଖାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଥାନ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ଯାଜପୁର: ଯାଜପୁର ଜଖପୁରା ଥାନ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ ଶେଷ ରଜରେ ଗୁପୁଚୁପୁ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷରେ ଘଟଣାରେ ପ୍ରଥମେ ବଚଷା ଓ ତାପରେ ସଂଘର୍ଷ ହୋଇଥିଲା। ପୂର୍ବରୁ ଉକ୍ତ ଘଟଣାରେ ଏହି ସଂଘର୍ଷରେ ପୋଲିସ…

ଏହି ୩ଟି ପରିବା କଞ୍ଚା ଖାଇବା ଦ୍ୱାରା ହୋଇପାରେ ପେଟ ସମସ୍ୟା : ଜାଣନ୍ତୁ ଏହାକୁ ଖାଇବାର ଉପାୟ

ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର କଞ୍ଚା ପରିବା ଖାଇଥାଉ । ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଅନେକ ସମୟରେ ଆମେ ଏପରି କିଛି କଞ୍ଚା ଫଳ ଓ ପରିବା ଖାଇବା ଦ୍ୱାରା ଆମର ବିଭିନ୍ନ ପ୍ରକାର…

ଏହି ମହିଳା ରଖିଛନ୍ତି ନିଶ : କାରଣ ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ପୁଅମାନେ ଯୁବା ଅବସ୍ଥା ବା (ଟିନ୍ ଏଜ)କୁ ଆସୁ ଆସୁ ସେମାନଙ୍କ ମୁହଁରେ ନିଷ ଦାଢି ଉଠିଥାଏ । ଆଜିକାଲି ଫିଲ୍ମ ଷ୍ଟାରମାନେ ଏହି ନିଶ ଦାଢି ରଖିବାର କ୍ରେଜ୍କୁ ଏତେ ଅଧିକ ବଢାଇ ଦେଇଛନ୍ତି ଯେ ପ୍ରତ୍ୟେକ ପୁଅମାନେ ଏବେ ନିଶ…

ଦିନ ୧୧ଟା ୩୦ରେ ବାହାରିବ ଓଜେଇଇ ରେଜଲ୍ଟ, ୫୭,୯୧୮ ଜଣ ଛାତ୍ରଛାତ୍ରୀ ଦେଖିପାରିବେ ଫଳ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ  ।  ସକାଳ ୧୧ଟା ୩୦ରେ ରେଜଲ୍ଟ ବାହାରିବ । ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ଷ୍ଟେଟ୍‌ କାଉନ୍ସିଲ ଫର୍‌…

ଜନ୍ମ ଦେଇଥିବା ମା’ ଛାଡ଼ପତ୍ର ପରେ ସ୍ୱାମୀଙ୍କଠାରୁ ନିଜ ଛୁଆକୁ ପୋଷ୍ୟଭାବେ ଗ୍ରହଣ କରିପାରିବେ: ହାଇକୋର୍ଟ

ନୂଆଦିଲ୍ଲୀ: ମା’ ଓ ପୋଷ୍ୟ ସନ୍ତାନକୁ ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଏଣିକି ଜନ୍ମ ଦେଇଥିବା ମା’ ମଧ୍ୟ ନିଜ ଛୁଆକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବେ ।…

ବହୁ ଚର୍ଚ୍ଚିତ ବାବୁସାନ-ପ୍ରକୃତି-ତୃପ୍ତି କଳିରେ ନୂଆ ମୋଡ଼ : ଆଜି ଭୁବନେଶ୍ୱର ଫେରୁଛନ୍ତି ବାବୁସାନ୍ !

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବହୁ ଚର୍ଚ୍ଚିତ ବାବୁସାନ-ପ୍ରକୃତି-ତୃପ୍ତି କଳି ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଇତିମଧ୍ୟରେ ଏହି କଳି ଘଟଣାକୁ ଚାରି ଦିନ ପୂରି ଯାଇଥିଲେ ମଧ୍ୟ ବାବୁସାନ ଘରକୁ ଫେରିନଥିବା…