Browsing Category

Featured

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ: ଖର୍ଚ୍ଚ ହେବ ୬୫୦ କୋଟି, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ । ଏଥିପାଇଁ ୬୫୦ କୋଟି ଟଙ୍କା ବ୍ୟୟ ହେବ । କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ…

ଚଳିତ ଆର୍ଥିକ ବର୍ଷରେ ୭.୪% ରହିବ ଜିଡିପି, ୦.୮୦ ପ୍ରତିଶତ ହ୍ରାସ କଲା IMF

ନୂଆଦିଲ୍ଳୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୮୦ ବେସିସ୍ ପଏଣ୍ଟ ହ୍ରାସ କରିଛି । ଆଇଏମଏଫ୍ ଆକଳନ କରିଛି ଯେ ଜିଡିପି ୭.୪ ରହିବ । ଏହା…

ଟି-୨୦ ବିଶ୍ୱକପ୍ ଫାଇନାଲରେ ହାରିବ ଟିମ୍ ଇଣ୍ଡିଆ, ଭବିଷ୍ୟବାଣୀ କଲେ ଜଣେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଖେଇ ଆସୁଥିବା ବେଳେ ବିଶ୍ୱର ଅନେକ ପୂର୍ବତନ କ୍ରିକେଟର୍ସ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି । ୨୦୨୨ର ବିଶ୍ୱକପ କିଏ ଜିତିବ ସେନେଇ ଭବିଷ୍ୟବାଣୀ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ…

SBI ର ହ୍ୱାଟ୍ସଆପ୍ ବ୍ୟାଙ୍କିଂ ସେବା, ଜାଣନ୍ତୁ କ’ଣ ମିଳିବ ସୁବିଧା, କେମିତି କରିବେ ରେଜିଷ୍ଟର…

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଏସବିଆଇ ଏହାର ଗ୍ରାହକଙ୍କ ପାଇଁ ଏକ ନୂଆ ବ୍ୟାଙ୍କିଂ ସୁବିଧା ଆଣିଛି । ଏହି ସୁବିଧା ହେଉଛି ଏଣିକି ବ୍ୟାଙ୍କ୍ ଗ୍ରାହକ ହ୍ୱାଟ୍ସଆପ୍ ମାଧ୍ୟମରେ କିଛି ବ୍ୟାଙ୍କିଂ ସେବା…

ଏକସଙ୍ଗେ ୫ ଶିଶୁଙ୍କୁ ଜନ୍ମଦେଲେ ମହିଳା, ବିବାହର ୭ ବର୍ଷ ପର୍ଯ୍ୟନ୍ତ ନଥିଲେ କୌଣସି ଛୁଆ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ମହିଳା ଏକସଙ୍ଗେ ଏକାଧିକ ଶିଶୁଙ୍କୁ ଜନ୍ମ ଦେଉଥିବା ଦେଖାଯାଇଥାଏ । ଏକାଥରକେ ଦୁଇ ବା ତିନି ଶିଶୁଙ୍କୁ ଯଦି କୌଣସି ମହିଳା ଜନ୍ମ ଦିଅନ୍ତି, ତେବେ ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା…

ଏଣିକି କରାଯିବ Monkeypox ଟେଷ୍ଟ: ଲଞ୍ଚ ହେଲା RT-PCR କିଟ୍, ୫୦ ମିନିଟ ମଧ୍ୟରେ ଆସିଯିବ ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ମଙ୍କିପକ୍ସକୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଏହା ମଧ୍ୟରେ ଏକ ଭଲ ଖବର ଆସିଛି । ଡାଇଗ୍ନୋଷ୍ଟିକ କମ୍ପାନୀ ଜେନେସଟୁମି ପକ୍ଷରୁ ମଙ୍କିପକ୍ସ ଭାଇରସ ପାଇଁ ରିୟଲ-ଟାଇମ୍ ପିସିଆର…

ଚେନ୍ନାଇ ଏୟାରପୋର୍ଟ ଛାଡ଼ିଲେ ବାବୁସାନ! ଆସୁଛନ୍ତି ଭୁବନେଶ୍ୱର, ସାମ୍ନାକୁ ଆସିଲା ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସାରା ଓଡ଼ିଶାର ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ପ୍ରକୃତି ଭୁବନେଶ୍ୱରରେ ପହଞ୍ଚିବା ସହ…

(Video) ଚେସ୍ ଖେଳିବା ବେଳେ ରୋବଟ୍ ଭାଙ୍ଗିଦେଲା ୯ ବର୍ଷ ଶିଶୁର ଆଙ୍ଗୁଠି…

ଆଜିକାଲି ଟେକ୍ନୋଲୋଜୀ ଖୁବ୍ ଆଗକୁ ବଢ଼ିଲାଣି । କୁହାଯାଉଛି ବର୍ତ୍ତମାନ ମନ୍ୟୁଷ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା ସ୍ୱୟଂଚାଳିତ ରୋବଟ୍ ଉପରେ କାମ କରୁଛି । ଏହାଦ୍ୱାରା କମ୍ପ୍ୟୁଟର ବା କୌଣସି ଇଲେକ୍ଟ୍ରୋନିକ୍…

ଦେଶର ସବୁଠୁ ପରିଚିତ ସେଲିବ୍ରିଟି ବିଗ୍ ବି: ରିପୋର୍ଟ

ମୁମ୍ବାଇ: ଭେଟେରାନ୍ ଅମିତାଭ ବଚ୍ଚନ ଦେଶର ସବୁଠୁ ପରିଚିତ ସେଲିବ୍ରିଟି । ସୋମବାର ପ୍ରକାଶିତ ହଂସା ରିସର୍ଚ୍ଚର ବ୍ରାଣ୍ଡ୍ ଏଣ୍ଡୋର୍ସର ରିପୋର୍ଟରେ ଏନେଇ କୁହାଯାଇଛି । ୭୯ ବର୍ଷୀୟ ଅମିତାଭ ବଚ୍ଚନ, ଅନ୍ୟ ସେଲିବ୍ରିଟି,…

ନିର୍ବାଚନ ସମୟରେ ରାଜନୈତିକ ଦଳମାନେ କାହିଁକି ମାଗଣା ଜିନିଷ ବାଣ୍ଟୁଛନ୍ତି, କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ରାଜନୈତି ଦଳମାନେ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ମାଗଣା ଜିନିଷ ପ୍ରଦାନ ନେଇ ଘୋଷଣା କରିଥାନ୍ତି । ତେବେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସନ୍ତୋଷଜନକ ଜବାବ ଦାଖଲ କରିବାକୁ…